ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ପ୍ରେମରେ ପଡ଼ିଥିଲେ ଏକଥା ମନେ ରଖନ୍ତୁ …..

ପ୍ରେମ ସଂପର୍କରେ ଆତ୍ମବିଶ୍ୱାସୀ ହେବା ଜରୁରୀ। ଯଦି ଜଣେ ନିଜ ଉପରେ ଭରସା ରଖିପାରିବ ନାହିଁ ତେବେ ସେ ପ୍ରେମରେ ସଫଳ ହୋଇପାରିବ ନାହିଁ । ପ୍ରେମ ଜୀବନରେ ଏକ ସୁଖଦ ଅନୁୂଭବ, ତେବେ ବିବାହ ପୂର୍ବରୁ ଯେତେବେଳେ ପ୍ରେମ ସଂପର୍କରେ ବାନ୍ଧି ହୁଅନ୍ତି, ସେତେବେଳେ ଏଥିପାଇଁ ଯଥେଷ୍ଟ ସତର୍କତା…
ଅଧିକ ଖବର ଦେଖନ୍ତୁ...

ମନରୁ ଭୟ ଦୂର କରେ ଏହି ଆସନ

ଆପଣଙ୍କୁ କେବେ କେବେ ଯଦି କୌଣସି କଥାକୁ ନେଇ ଭୟ ଆସୁଛିି କି ଆତ୍ମବିଶ୍ୱାସ କମିଯିବା ଭଳି ଅନୁଭବ ଆସୁଛିି, ତ’ହେଲେ ଅଭ୍ୟାସ କରନ୍ତୁ ଏହି ଯୋଗାସନ। ଏହା ଫଳରେ ଆପଣଙ୍କୁ ବହୁତ ଲାଭ ମିଳିବାର ସମ୍ଭାବନା ରହିଛି। ବୃକ୍ଷାସନ: ଏହି ଆସନ ଏକାଗ୍ରତା ଏବଂ ଧ୍ୟାନ ବଢେଇବା ପାଇଁ କରାଯାଏ ।…
ଅଧିକ ଖବର ଦେଖନ୍ତୁ...

ଶୀତ ପଡ଼ିଲାଣି, ଏମିତି ନିଅନ୍ତୁ ନିଜ ଶରୀରର ଯତ୍ନ

କିଛି ଦିନ ହେଲା ରାତି ଓ ଦିନର ତାପମାତ୍ରାରେ ପରିବର୍ତ୍ତନ ଅନୁଭୂତ ହେଉଛି। ଏ ସମୟରେ ଆପଣ ନିଜ ଶରୀରର ଯତ୍ନ ଠିକ୍‌ ଭାବରେ ନନେଲେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ଅଛି।
ଅଧିକ ଖବର ଦେଖନ୍ତୁ...

ଅପଣ ‘ମୁଡ୍‌ ସୁଇଙ୍ଗ୍‌’ର ଶିକାର କି ?

କୁହାଯାଏ କି ମହିଳାମାନଙ୍କ ମନରେ କେବଳ ଏପରି ଚିନ୍ତା ଥାଏ । କିନ୍ତୁ ପୁରୁଷ ମାନଙ୍କୁ ମଧ୍ୟ ଏହି ଚିନ୍ତାର ଶିକାର ହେବାକୁ ପଡ଼ିଥାଏ । ଅନ୍ୟପକ୍ଷରେ କେତେକ ମତ ଦିଅନ୍ତି ପୁରୁଷମାନଙ୍କର ବିଶେଷ ଭାବନା ନ ଥାଏ, ସେମାନେ ଇମୋସନାଲ ନୁହଁନ୍ତି । କିନ୍ତୁ ମହିଳା ବହୁତ ସମ୍ବେଦନଶୀଳ ହୋଇଥାଆନ୍ତି ।…
ଅଧିକ ଖବର ଦେଖନ୍ତୁ...

ଉପକାରୀ ବଚ

ଉଗ୍ରା, ଉଗ୍ରଗନ୍ଧା, ଷଡ଼ଗ୍ରନ୍ଥା, ଶତପର୍ବିକା, କ୍ଷୁଦ୍ରପତ୍ରୀ, ମାଙ୍ଗଲ୍ୟା, ଗୋଲୋମି, ଜାତିଲା, ଲୋମଶା ପରି ସଂସ୍କୃତରେ ବଚର ଆହୁରି ଅନେକ ନାଁ ରହିଛି। ବଚର ବୁଦା ବେଶୀ ବଡ଼ ହୁଏ ନାହିଁ। ଏହା ମଣିପୁର, ଆସାମରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ। ଫଫସା ତଥା ସନ୍ତସନ୍ତିଆ ଜାଗାରେ ଏହା ଭଲ…
ଅଧିକ ଖବର ଦେଖନ୍ତୁ...

ଛୋଟ ଛୋଟ କଥାକୁ ନେଇ ମୁଡ୍‌ ଖରାପ କରିବା ବା ଚିଡ଼ିବା ହୋଇପାରେ ଆପଣଙ୍କ ପାଇଁ କ୍ଷତିକାରକ! ଏହି ଉପାୟ ଅବଲମ୍ବନ କଲେ…

ପ୍ରାୟତଃ ଲୋକମାନେ କହିଥା’ନ୍ତି କି ସେମାନଙ୍କ ମନ କେବେ ବି ସ୍ଥିର ରହୁନି, ବରଂ କୌଣସି ନା କୌଣସି ଛୋଟ ଛୋଟ କଥାକୁ ନେଇ ସେମାନଙ୍କ ମୁଡ୍‌ ଖରାପ ହେଇଯାଉଛି। ତେବେ, ଏହି ଉପାୟ ସବୁ ଆପଣଙ୍କ ମୁଡ୍‌କୁ ଖରାପ ହେବାରୁ ଦୂରେଇ ରଖିପାରେ.... ୧- ଅତି ସମ୍ବେଦନଶୀଳ ହୁଅନ୍ତୁ ନାହିଁ: ଯଦି…
ଅଧିକ ଖବର ଦେଖନ୍ତୁ...

କେବେ ବି କରନ୍ତୁନି ଏହି ୫ଟି ଭୁଲ୍‌

ଯଦି ଆପଣ କୌଣସି ସଂପର୍କର ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ପ୍ରଥମ ଡ଼େଟିଂ ପାଇଁ ଆପଣଙ୍କର ଅପେକ୍ଷା ମଧ୍ୟ ଶେଷ ହୋଇଛି, ତେବେ ଆପଣ ଏହି ୫ଟି ଭୁଲ୍‌କୁ ଆଦୌ ହେଲେ ବି କରନ୍ତୁ ନାହିଁ। କାହିଁକି ନା ଏହି ଟିକକ ଭୁଲ୍‌ ହିଁ ଆପଣଙ୍କ ସଂପର୍କରେ ପୂର୍ଣ୍ଣଛେଦ ପକାଇ ଦେଇପାରେ! ତେବେ, ଏବେ ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ରାତିରେ କ୍ଷୀରରେ ତୁଳସୀ ମିଶାଇ ପିଅନ୍ତୁ

ସବୁବେଳେ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । କ୍ଷୀର ଏବଂ ତୁଳସୀ ପତ୍ରରେ ଥିବା ନ୍ୟୁଟ୍ରିଏଣ୍ଟସ କେତେ ପ୍ରକାର ରୋଗରୁ ବଞ୍ଚେଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଜମ୍ମୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦର ଡାକ୍ତର ନିଖିଲ୍‌ ଶର୍ମାଙ୍କ ମତରେ ରାତିରେ…
ଅଧିକ ଖବର ଦେଖନ୍ତୁ...

ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ହୃଦ୍‌ରୋଗରୁ ରକ୍ଷା ପାଆନ୍ତୁ

ହୃଦ୍‌ରୋଗରେ ଆକ୍ରାନ୍ତ ହେଲେ ହୃଦ୍‌ଘାତ, ଉଚ୍ଚ ଓ ନିମ୍ନ ରକ୍ତଚାପ ଆଦି ସାଧାରଣ କଥା। ଏହା ଯଦିଓ ବଂଶଗତ, ତଥାପି ନିଜର ଅସୁନ୍ତଳିତ ଜୀବନଶୈଳୀ ଯୋଗୁଁ ମଧ୍ୟ ବ୍ୟକ୍ତି ଠାରେ ଏଭଳି ରୋଗହେବାର ଆଶଙ୍କା ରହିଥାଏ। ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆପଣ ଚାହିଁଲେ ନିଜ ସହ ନିଜ ପରିବାରକୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଶୋଇବା ଶୈଳୀ ଦୂର କରିଦିଏ ଅନେକ ରୋଗ

ଶୋଇଲେ ଦେହ ସୁସ୍ଥ ରହିଥାଏ। ନିଦ ପାଇଁ ଭଲ ବାତାବରଣ ହେବା ସହିତ ଶୋଇବାର ମୁଦ୍ରା ମଧ୍ୟ ଠିକ୍‌ ଥିବା ଦରକାର। ଠିକ୍‌ ମୁଦ୍ରାରେ ଶୋଇବା ଦ୍ୱାରା ଆପଣ କେତେକ ରୋଗ ରୁ ବଞ୍ଚିପାରିବେ। ଆପଣ ଯଦି ଭୁଲ୍‌ ମୁଦ୍ରାରେ ଶୋଇବେ ତା’ହେଲେ କୌଣସି ରୋଗ କିମ୍ବା ଶାରୀରିକ ସମସ୍ୟା ର ଶିକାର ହେବେ। କେଉଁ…
ଅଧିକ ଖବର ଦେଖନ୍ତୁ...