ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

କଦଳୀ ପତ୍ରରେ ଖାଦ୍ୟ କାହିଁକି ସ୍ୱାଦିଷ୍ଟ ଲାଗେ? ଜାଣନ୍ତୁ

ବିଜ୍ଞାନ ଓ ଧର୍ମ ମଧ୍ୟରେ ଏକ ଗଭୀର ସଂପର୍କ ରହିଛି । ଧାର୍ମିକ ପରମ୍ପରାରେ ଭୋଜନ ତମ୍ବା କିମ୍ବା ମାଟି ପାତ୍ରରେ କଲେ ସ୍ୱାସ୍ଥ୍ୟବର୍ଧକ ହୋଇଥାଏ। କିନ୍ତୁ ଆଜିକାଲି ଅଲଗା ପ୍ରକାର ଧାତୁରେ ତିଆରି ବାସନ ବ୍ୟବହାର କରାଯାଉଛି । ଦକ୍ଷିଣ ଭାରତରେ ଏକ ଲୋକପ୍ରିୟ ପ୍ରଥା ରହିଛି। ଆଜି ବି ସେଠାରେ…
ଅଧିକ ଖବର ଦେଖନ୍ତୁ...

ବାୟୁ ପ୍ରଦୂଷଣ ଯୋଗୁଁ କେଉଁ ରୋଗର ଆଶଙ୍କା ରହିଛି?

ଏକ ନୂତନ ଗବେଷଣାରୁ ଜଣାଯାଇଛି ଯେ ବାୟୁ ପ୍ରଦୂଷଣ ଯୋଗୁଁ ହୃଦ୍‌ରୋଗ, ହୃଦ୍‌ଘାତ , କର୍କଟ , ଆଜମା ଆଦି ରୋଗ ହେବାର ଆଶଙ୍କା ରହିଥାଏ । ଆମେରିକାର ଓ୍ଵାସିଂଟନ ୟୁନିଭରର୍ସିଟ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଗବେଷକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ବାୟୁ ପ୍ରଦୂଷଣର କୁପ୍ରଭାବରୁ କିଡନି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କ୍ଷୀରରେ ଡାଲଚିନି ମିଶାଇ ପିଇଲେ ମିଳିବ ଏ ସବୁ ଫାଇଦା !

ଡାଲଚିନି ଏକ ମସଲା ହୋଇଥିଲେ ହେଁ ଏହାର ଅନେକ ଉପକାରୀ ଗୁଣ ମଧ୍ୟ ଅଛି । ବିଶେଷ କରି କ୍ଷୀରରେ ଡାଲଚିନି ମିଶାଇ ପିଇଲେ କେତେକ ଲାଭ ମିଳିଥାଏ। ଆସନ୍ତୁ ତା’ ଉପରେ ନଜର ପକାଇବା … -ଯଦି ଆପଣ କ୍ଲାନ୍ତ ଅନୁଭବ କରୁଛନ୍ତି, ତେବେ ଦୁଧରେ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ଆରାମ ମିଳିବ । ଏହା…
ଅଧିକ ଖବର ଦେଖନ୍ତୁ...

ଏହି ୩ ଟି ସରଳ ଉପାୟରେ ଯୋଗ କରନ୍ତୁ, ଯୌବନ ଅପରିବର୍ତ୍ତିତ ରହିବ!

ସାଧାରଣତଃ ବ୍ୟକ୍ତି ତା’ର ତ୍ୱଚାର ଲୋଚାକୋଚାକୁ ଦୂରେଇ ରଖି ନିଜର ସୁନ୍ଦରତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବିଭିନ୍ନ ପ୍ରକାରର ଆଣ୍ଟି-ଏଜିଙ୍ଗ୍‌ ପ୍ରଡ଼କ୍ଟ ବ୍ୟବହାର କରିଥାଏ,ଯେଉଁଥିପାଇଁ ବ୍ୟକ୍ତିକୁ ବହୁତ ଗୁଡ଼ିଏ ଟଙ୍କାର ଖର୍ଚ୍ଚ କରିବାକୁ ପଡ଼ିଥାଏ।ତେବେ ଆଜି ଆମେ ଆପଣଙ୍କୁ ଏଭଳି ୩ ପ୍ରକାରର…
ଅଧିକ ଖବର ଦେଖନ୍ତୁ...

ତ୍ୱଚାର ଯତ୍ନ ପାଇଁ ଘରୋଇ ଉପାୟ

ସାଧାରଣତଃ ଆଜିକାଲିର ବ୍ୟସ୍ତ ବହୁଳ ଦୁନିଆରେ ସମସ୍ତେ ହିଁ ଚାହୁଁଛନ୍ତି କି କିଭଳି ସେମାନେ ଅନ୍ୟମାନଙ୍କ ଅପେକ୍ଷା ଟିକିଏ ଅଲଗା ଦେଖାଯିବେ।ଯେଉଁ କାରଣକୁ ନେଇ ସେମାନେ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡ଼କ୍ଟ ସହିତ ପାର୍ଲରକୁ ଯାଇ ସେମାନଙ୍କର ବହୁତ ଗୁଡ଼ାଏ ଟଙ୍କାକୁ ମଧ୍ୟ ଖର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ଟୁଥ୍‌ ପେଷ୍ଟ କିଣିବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ!

ବଜାରରେ ବିଭିନ୍ନ ବ୍ରାଣ୍ଡର ଟୁଥ୍‌ପେଷ୍ଟ ମିଳୁଛି ଏବଂ ଏହା ମଧ୍ୟ ବିଭିନ୍ନ ରଙ୍ଗର । ଯାହାକୁ ଧଳା ରଙ୍ଗ ଭଲ ଲାଗେ,ସେ ଧଳା ରଙ୍ଗର ପେଷ୍ଟ କିଣିିଥାଆନ୍ତି,ଯିଏ ଲାଲ ରଙ୍ଗ ପ୍ରିୟ ତାଙ୍କୁ ରେଡ଼୍‍ ଟୁଥ ପେଷ୍ଟ କିଣିବାକୁ ଚାହାଁନ୍ତି। କିନ୍ତୁ ପ୍ରକୃତରେ କେଉଁ ଟୁଥ୍‌ ପେଷ୍ଟ ବ୍ୟବହାର କରିବା…
ଅଧିକ ଖବର ଦେଖନ୍ତୁ...

ପ୍ରାକୃତିକ ଉପାୟରେ ଆପଣଙ୍କ ମୁହଁକୁ ସୁନ୍ଦର ଓ ଚମକପ୍ରଦ କରନ୍ତୁ!

ସାଧାରଣତଃ କିଏ ବା ନ ଚାହେଁ ସୁନ୍ଦର ଦେଖାଯିବାକୁ? କାହିଁକିନା ସୁନ୍ଦର ବ୍ୟକ୍ତିଙ୍କର କ୍ରେଜ୍‌ ଅନ୍ୟମାନଙ୍କ ଅପେକ୍ଷା ଟିକିଏ ଅଲଗା ରହିଛି,ଯେଉଁ କାରଣକୁ ନେଇ ସୁନ୍ଦରତା ଲାଗି ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯେପରି ଗୋଟିଏ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି!ଏଥିପାଇଁ କି ବ୍ୟକ୍ତି ଅନ୍ୟମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଅନ୍ୟର ହୃଦୟକୁ ଜିତିବାକୁ ହେଲେ ଆପଣାନ୍ତୁୁ ଏହି ଉପାୟ!

ସାଧାରଣତଃ ଆମେ ଜୀବନରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ଚାହିଁଥାଉ ବା ତାଙ୍କର ହୃଦୟରେ ନିଜ ପାଇଁ ଏକ ଜାଗାଟିଏ ସୃଷ୍ଟି କରିବାକୁ ଚାହିଁଥାଉାତେଣୁ ଯଦି ଆପଣ ବି ଅନ୍ୟର ହୃଦୟକୁ ଜିତିବାକୁ ଚାହୁଁଛନ୍ତି ତ,ତେବେ ଆଜି ଆମେ ଆପଣଙ୍କୁ ଅନ୍ୟର ହୃଦୟକୁ କିଭଳି ଭାବରେ ଜିତା ଯାଇଥାଏ,ସେନେଇ କେତେକ…
ଅଧିକ ଖବର ଦେଖନ୍ତୁ...

କରନ୍ତୁ ନାହିଁ ଏହି ୧୦ଟି ଭୁଲ୍‌ ! ନହେଲେ ବୟସ ପୂର୍ବରୁ ଦିଶିବେ ଅଧିକ ବୁଢ଼ା!

ସକାଳରୁ ଆରମ୍ଭ କରି ସଂନ୍ଧ୍ୟା ପର୍ଯ୍ୟନ୍ତ ଆମେ ଆମର ଜୀବନଶୈଳୀ ମଧ୍ୟରେ ଏପରି କିଛି ଭୁଲ୍‌ କୁ କରିବସିଥାଉ ,ଯାହାକି ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଯେଉଁ କାରଣକୁ ନେଇ ସମୟ ପୂର୍ବରୁ ହିଁ ଆମେ ବୟସ୍କ ଦେଖାଯାଇଥାଉ! ଆଉ ଯଦି ଆପଣ ଏହା ଉପରେ ଧ୍ୟାନ ଦେଇ ଚଳିବେ ତ,ତେବେ ଆପଣ ଏହି…
ଅଧିକ ଖବର ଦେଖନ୍ତୁ...

ସକାଳକୁ କରନ୍ତୁ ଏପରି ସ୍ୱାଗତ

ସକାଳେ ଉଠିବା ମାତ୍ରେ ନିଜକୁ ଧନ୍ୟ ମନେ କରନ୍ତୁ, ଯେ ସକାଳେ ଆପଣ ଉଠି ପାରିଛନ୍ତି । ମୁଁ ଜୀବିତ ଓ ସୁରକ୍ଷିତ ଅଛି ବୋଲି ଭାବି ଈଶ୍ୱରଙ୍କୁ ସ୍ମରଣ କରନ୍ତୁ । ଆପଣ ଏହାପରେ ଏକ ଶ୍ଳୋକ ସହିତ ଶଯ୍ୟାତ୍ୟାଗ କରିପାରନ୍ତି। ଏହା ହେଲା ‘କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ୱତୀ,କରମୂଳେ ତୁ…
ଅଧିକ ଖବର ଦେଖନ୍ତୁ...