ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ସବୁ ପୁରୁଷଙ୍କର ନିଶଦାଢ଼ି ସମାନ ଭାବେ ଉଠି ନ ଥାଏ କାହିଁକି? ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛର ରହସ୍ୟ ?

ଆଜିକା ଦିନରେ ଦାଢ଼ି ରଖିବା ଫ୍ୟାସନ ପାଲଟି ଯାଇଛି । ଚାରି ଆଡ଼େ ସମସ୍ତଙ୍କୁ ଏହି ଲୁକ୍‌ରେ ଦେଖିବାକୁ ମିଳୁଛି । ଫିଲ୍ମ ଷ୍ଟାରମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ଲୁକ୍‌କୁ ପସନ୍ଦ କରୁଛନ୍ତି । ତେବେ କିଛି ପୁରୁଷଙ୍କର ଦାଢ଼ି ଏବଂ ନିଶ ଠିକ୍‌ ଭାବେ ଉଠି ନଥାଏ ।…
ଅଧିକ ଖବର ଦେଖନ୍ତୁ...

କେମିତି ଦିଶିବେ ଫ୍ୟାସନେବଲ୍‌? ଆପଣାନ୍ତୁ ଏହି ଟିପ୍ସ!

କେବଳ ଦାମୀ ପୋଷାକ କିମ୍ବା ଦାମୀ ସାଜସଜା ସାମଗ୍ରୀ ବ୍ୟବହାର କଲେ ହିଁ ବ୍ୟକ୍ତି ଫ୍ୟାସନେବଲ୍‌ ଦିଶିଥାନ୍ତି ବୋଲି ଭାବୁଛନ୍ତି କି?ତେବେ, ଆପଣ ଏକଦମ ଭୁଲ୍‌ ଭାବୁଛନ୍ତି। ଖୁବ୍‌ ସ୍ୱଳ୍ପ ଅର୍ଥ ଖର୍ଚ୍ଚରେ ବି ପାଇ ହେବ ଫ୍ୟାସନେବଲ୍‌ ଲୁକ୍‌। ମାତ୍ର ନିଜକୁ କେମିତି ଲୁକ୍‌ ଅଧିକ ଆକର୍ଷିତ କରୁଛି…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ସାଥୀ ଏଭଳି ବ୍ୟବହାର ଦେଖାଉଛନ୍ତି କି? ଜାଣନ୍ତୁ ସେ କିଭଳି ଚରିତ୍ରର ମଣିଷ ହୋଇଥିବେ

ପ୍ରେମ ବିବାହ ହେଉ କି ପ୍ରସ୍ତାବିତ ହେଉ ସବୁଥିରେ କିଛି ନା କିଛି ସମସ୍ୟା ରହିଛି। ଉଭୟ ପୁଅ ଏବଂ ଝିଅ ଚାହାଁନ୍ତି ଯେ ତାଙ୍କର ଭାବୀ ଜୀବନ ସାଥୀ ମାନସିକ ସ୍ତରରେ ଜଣେ ଭଲ ମଣିଷ ହୋଇଥାଉ। ବିବାହ ପରେ ବା ପୂର୍ବରୁ ଅନେକ ଲୋକେ ନିଜର ପାର୍ଟନରଙ୍କ ବ୍ୟବହାରକୁ ନେଇ ସନ୍ତୁଷ୍ଟ ନ ଥାନ୍ତି । କାରଣ…
ଅଧିକ ଖବର ଦେଖନ୍ତୁ...

ତମ୍ବା ପାତ୍ରରେ ୮ ଘଣ୍ଟା ରଖାଯାଇଥିବା ପାଣି ପିଅନ୍ତୁ: ରହିବେ ନିରୋଗ, ମିଳିବ ଅନେକ ଲାଭ

ପୂର୍ବକାଳରେ ଲୋକମାନେ ରୋଷେଇ ପାଇଁ ଏବଂ ଭୋଜନ କରିବା ପାଇଁ ମାଟି ପାତ୍ର ବ୍ୟତୀତ କଂସା, ପିତ୍ତଳ, ଲୁହା, ଆଲୁମିନିୟମ୍‌, ଚାନ୍ଦି ବା ତମ୍ବାର ବାସନ ବ୍ୟବହାର କରୁଥିଲେ । ସେତେବେଳେ ଷ୍ଟିଲ୍‌ର ବ୍ୟବହାର ହେଉନ ଥିଲା । ସେଥିପାଇଁ ଏହି ସବୁ ଧାତୁର ବାସନ ବ୍ୟବହାର ହେଉଥିଲା । ଷ୍ଟିଲ୍‌ ବାସନ…
ଅଧିକ ଖବର ଦେଖନ୍ତୁ...

ଥଣ୍ଡା, ସର୍ଦ୍ଦି, କାଶ ଓ ତଣ୍ଟିବ୍ୟଥା ପାଇଁ ଆଉ ଔଷଧ ଦରକାର ନାହିଁ!

ଥଣ୍ଡା-ସର୍ଦ୍ଦି ଓ କାଶ ପାଇଁ ସର୍ବଦା ଡାକ୍ତରୀ ଔଷଧ ଖାଇବା ଦ୍ୱାରା ସାଇଡ୍‌ ଇଫେକ୍ଟ୍‌ର ଆଶଙ୍କା ଥାଏ। ଏଥିପାଇଁ ଘରୋଇ ଉପଚାର ଆପଣେଇବା ଭଲ।
ଅଧିକ ଖବର ଦେଖନ୍ତୁ...

ନିୟମିତ ଆଣ୍ଟାସିଡ଼୍‍ ସେବନ ବି କିଡନି ଫେଲ ହେବାର କାରଣ ହୋଇପାରେ!

ଆମେ ସାଧାରଣତଃ ପେଟ ଖରାପ ଥିଲେ ବା କୌଣସି ରୋଗରେ ପୀଡ଼ିତ ଥିଲେ ହଜମ କ୍ରିୟା ପାଇଁ ଆଣ୍ଟାସିଡ଼୍‍ ସେବନ କରିଥାଉ। ଆମେ ଭାବୁ ଯେ ଏହା ବୋଧ ହୁଏ ଶରୀର ପାଇଁ ଭଲ। କିନ୍ତୁ ନିକଟରେ ଗବେଷକମାନେ ଭିନ୍ନ ମତ ପୋଷଣ କରିଛନ୍ତି। ସେମାନେ କହିଛନ୍ତି ଯେ,ଯେଉଁମାନେ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟାରେ ପୀଡ଼ିତ…
ଅଧିକ ଖବର ଦେଖନ୍ତୁ...

ଶୋଇବା ପୂର୍ବରୁ ପିଅନ୍ତୁ ନାହିଁ ଅଧିକ ଜଳ ,କାରଣ ଜାଣନ୍ତୁ

ଶୋଇବା ପୂର୍ବରୁ ଅଧିକାଂଶ ଲୋକଙ୍କର ବିଭିନ୍ନ ଖରାପ ଅଭ୍ୟାସ ରହିଛି। କିଛି ଲୋକ ଶୋଇବା ପୂର୍ବରୁ ପ୍ରଚୁର ମାତ୍ରାରେ ଜଳ ପିଇଥାନ୍ତି। କାରଣ ସେମାନେ ଭାବନ୍ତି ଯେ ଅଧିକ ପାଣି ପିଇଲେ ରାତିରେ ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ ହେଲେ ଏହା ଭାବିବା ଠିକ୍‌ ନୁହେଁ। ଜାଣନ୍ତୁ କାହିଁକି ଶୟନ ଆଗରୁ…
ଅଧିକ ଖବର ଦେଖନ୍ତୁ...

ନେଲ୍‌ ପେଣ୍ଟ ବା ନେଲ୍‌ପଲିସ୍‌ କେତେ କ୍ଷତିକାରକ ? ଜାଣନ୍ତୁ

ଆଜିକାଲି ବଜାରରେ ମହିଳାମାନଙ୍କ ପାଇଁ ବହୁତ ପ୍ରକାରର ପ୍ରସାଧାନ ସାମଗ୍ରୀ ବା କସମେଟିକ୍‌ ପ୍ରଡକ୍ଟସ୍‌ ଉପଲବ୍ଧ ହେଲାଣି । କିନ୍ତୁ ଏହା ସବୁ କ’ଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ କି ? ଆସନ୍ତୁ ଜାଣିବା ଏ ସଂପର୍କରେ… ମହିଳାମାନେ ନିଜର ମନକୁ ବୁଝାଇବା ପାଇଁ ଦାମୀ କସ୍‌ମେଟିକ୍‌…
ଅଧିକ ଖବର ଦେଖନ୍ତୁ...

କଫି ପିଇଲେ ହ୍ରାସ ପାଏ କିଡ୍‌ନୀ ସମସ୍ୟା, ହଟିଯାଏ ମୃତ୍ୟୁ ଆଶଙ୍କା!

କ୍ଳୋରୋନିକ କିଡନୀ ଡିିଜିଜ (ସିକେଡି) ରୋଗୀ ଯଦି ଅଧିକ ମାତ୍ରାରେ କଫି ପିଉଥିବେ ତେବେ ବଢ଼ିପାରିବ ତାଙ୍କ ଜୀବନକାଳ । ଏହା ପର୍ତ୍ତୁଗାଲ ରେ ହୋଇଥିବା ଏକ ଗବେଷରାରୁ ଜାଣିବାକୁ ମିଳିଛି। ଅଧିକ କଫି ନ ପିଉଥିବା ଲୋକଙ୍କ ପାଖରେ ୨୪ ପ୍ରତିଶତ ମୃତ୍ୟୁର ଆଶଙ୍କା ରହିଥିବା ବେଳେ , କଫି ପିଉଥିବା…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ କେଶର ଯତ୍ନ ନିଅନ୍ତୁ ଏମିତି!

ଶୀତଦିନେ କେଶ ଝଡ଼ିବା, ରୁପି ହେବା ଓ କେଶମୂଳ ଶୁଷ୍କ ହେବା ଭଳି ସମସ୍ୟା ଦେଖାଯାଇଥାଏ। ଆପଣ ଘରୋଇ ଉପଚାର ଦ୍ୱାରା ସହଜରେ ଏହାର ସମାଧାନ କରି ପାରିବେ। ସମାନ ପରିମାଣର ଆଲ୍‌ମଣ୍ଡ୍‌ ତେଲ, ଜୋଜୋବା ତେଲ ଏବଂ ଶୁଦ୍ଧ ନଡ଼ିଆ ତେଲକୁ ନେଇ ୪ରୁ ୫ ମିନିଟ୍‌ ଯାଏ ଉଷୁମ କରନ୍ତୁ। ତା’ପରେ କେଶରେ ଭଲ…
ଅଧିକ ଖବର ଦେଖନ୍ତୁ...