ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ବେପାର ବୃତ୍ତିରେ ଲାଭ ପାଇବେ। ଶୁକ୍ର ଓ ଶନିବାର: ସ୍ଥଗିତ ଥିବା କାମ ପୂରା ହୋଇଯିବ।

ରବି ଓ ସୋମବାର: ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଉପାର୍ଜନ ପାଇଁ ନୂଆ ସୁଯୋଗ ପାଇବେ। ଶୁକ୍ର ଓ ଶନିବାର: ବ୍ୟବସାୟରେ ପ୍ରଗତି ହେବ।

ରବି ଓ ସୋମବାର: ବୈବାହିକ ଜୀବନ ଭଲ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ପୁରୁଣା କଥାକୁ ନେଇ ଚିନ୍ତିତ ରହିବେ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ।

ରବି ଓ ସୋମବାର: ବ୍ୟବସାୟରେ ପ୍ରଗତି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ମିତ୍ରଙ୍କ ସହିତ ଯୁକ୍ତିତର୍କ ହୋଇପାରେ।

ରବି ଓ ସୋମବାର: ଉପାର୍ଜନ ଲାଗି ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଶୁକ୍ର ଓ ଶନିବାର: ନୂଆ କାମ ଆରମ୍ଭ କରିପାରନ୍ତି।

ରବି ଓ ସୋମବାର: କାମ ପ୍ରତି ସକ୍ରିୟ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: ନିଜ କାମରେ ପୂରା ଆନନ୍ଦ ନେବେ। ଶୁକ୍ର ଓ ଶନିବାର: ସମାଜରେ ମାନସମ୍ମାନ ପାଇବେ।

ରବି ଓ ସୋମବାର: କମ୍‌ ପରିଶ୍ରମରେ ଅଧିକ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର:ଭୂସଂପତ୍ତି କିଣିବାର ସମ୍ଭାବନା। ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧରେ କଟୁତା ଦୂର ହେବ।

ରବି ଓ ସୋମବାର: ଆୟ ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଦାୟିତ୍ୱକୁ ପୂରା କରିବାରେ ସଫଳ ହେବେ। ଶୁକ୍ର ଓ ଶନିବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।

ରବି ଓ ସୋମବାର: ପରିବାରରେ ସମ୍ମାନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ଲାଭ ମିଳିବ। ଶୁକ୍ର ଓ ଶନିବାର: ପରିବାର ଲୋକଙ୍କ ସ୍ନେହ ଓ ସହଯୋଗ ପାଇବେ।

ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ସବୁ କାମରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ସରକାରୀ କାମରେ ସାହାଯ୍ୟ ମିଳିବାରେ।

ରବି ଓ ସୋମବାର: ଆୟର ନୂଆ ସାଧନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ଶୁକ୍ର ଓ ଶନିବାର: ପାରିବାରିକ ସମ୍ବନ୍ଧ ମଜଭୂତ ହେବ।

ରବି ଓ ସୋମବାର: ବହୁ ଦିନର ଆଶା ପୂରଣ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବୈବାହିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ଚାକିରି ବୃତ୍ତିରେ ବଡ଼ ଚାଲେଞ୍ଜ୍‌ ଆପଣଙ୍କ ସାମ୍‌ନାକୁ ଆସିବ।

ସମ୍ବନ୍ଧିତ ଖବର