ଭୁବନେଶ୍ୱରରେ ପୁଣି ମାତିଲା ବବୁଆ, ଦୁଇ ମିନିଟରେ ଲୁଟିନେଲା ବାଇକ୍

ଭୁବନେଶ୍ୱର: ମୋଷ୍ଟ ୱାଣ୍ଟେଡ ବାଇକ ଚୋର ବବୁଆକୁ ପୁଲିସ ଖୋଜୁଥିବା ବେଳେ, ସେ ଚୋରି କରୁଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛିI ମାଷ୍ଟର କି’ ଧରି ଗାଡ଼ି ଲୁଟି ନେଇଛି ମାଷ୍ଟର ମାଇଣ୍ଡ ବବୁଆ। ସେ ମାତ୍ର ଦୁଇ ମିନିଟରେ ବାଇକ ଲୁଟି ନେଇଛି। ଏନେଇ ସହିଦନଗର ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। କିନ୍ତୁ ବବୁଆ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର