ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ଭାବି ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବାଗଲୋର ଗ୍ରାମରେ ଭାବି ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ମାମଲାର ବିଚାର କରି ସୋମବାର ନୂଆପଡ଼ା ଅତିରିକ୍ତ ଦୌରାଜଜ୍‌ ମିନାକ୍ଷୀ ଦାସ ଅଭିଯୁକ୍ତ ବାଗଲୋର ଗ୍ରାମର ଦ୍ରୋଣ ପହରିଆ (୩୪)କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ତ: ୫ ଅନ୍ତଃରାଜ୍ୟ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୁଲିସ ଏକ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି।​ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଗିରଫ ଡକାୟତମାନେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବାହାରା ଥାନା ବାଗବାହାର…
ଅଧିକ ଖବର ଦେଖନ୍ତୁ...

କଳାବୈଶାଖୀର ତାଣ୍ଡବ: ଉପୁଡ଼ିଲା ଗଛ, ବର୍ଷାରେ ଭିଜିଲା ମାଟି

ଭୁବନେଶ୍ୱର/ନୂଆପଡ଼ା: ରାଜ୍ୟ ସାରା ପ୍ରବଳ ଖରା ମଧ୍ୟରେ ଆଜି ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ କଳାବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ବେଗରେ ପବନ ଯୋଗୁଁ ରାସ୍ତାକଡ଼ରେ ଥିବା ଅନେକ ଗଛ ଉପୁଡ଼ି ପଡ଼ିଛି। ଫଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ ଖଡ଼ିଆଳ…
ଅଧିକ ଖବର ଦେଖନ୍ତୁ...

କାର୍‌ ଓ ବାଇକ ଧକ୍କା: ଭାଇ ମୃତ, ଭଉଣୀ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନା ଗୌତମା ଛକରେ ଶୁକ୍ରବାର ସନ୍ଧ୍ୟାରେ କାର୍‌ ଓ ବାଇକ ମୁହାମୁହିଁ ଧକ୍କା ହୋଇଥିଲା। ବାଇକରେ ଥିବା ବରଗଡ଼ ଜିଲ୍ଲା ପାଇକମାଲ ଥାନା ଫଟାମୁଣ୍ଡା ଗାଁର ଗୋପାଳ ଗିରି (୫୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଭଉଣୀ କୁମୁଦିନୀ ଗୋସ୍ବାମୀ (୩୫)…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ରବି ଧାନ ସଂଗ୍ରହ କମିଟି ବୈଠକ: ମେ’ ୨୪ରୁ ଧାନକିଣା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରବିଧାନ ସଂଗ୍ରହ ଉପରେ ଆଲୋଚନା ହୋଇଥିଲା। ମେ’ ୨୪ରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର୍‌ରୋଡ୍‌ ବନ ବିଭାଗ ଚଢ଼ଉ କରି କଣ୍ଟାପଡ଼ା ଗାଁରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି। ବେଆଇନ କାଠ ଚାଲାଣ ଅଭିଯୋଗରେ ଛିନପାଣି ଗାଁର ବୋଙ୍ଗୋ ଶବର(୫୫) ଏବଂ ଦୁକାଲୁ ରାଉତ (୩୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଗତ କିଛିଦିନ ହେବ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚ‌ କଡ଼ାକଡ଼ି, ସିସିଟିଭି ଫୋକସ୍‌ରେ ରାଜ୍ୟ ବାହାର ଲୋକ

ନୂଆପଡ଼ା: ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏଥିପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯାଞ୍ଚକୁ‌ କଡ଼ାକଡ଼ି କରାଯାଇଛି। ପୁଲିସ, ଅବକାରୀ ଓ ବନ ବିଭାଗ ମିଳିତ ଭାବେ ୨୪ ଘଣ୍ଟା ଯା‌ଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି। ନୂଆପଡ଼ା…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ ରାଜପ୍ରାସାଦରେ ଭାଲୁ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଭିତରେ ବୁଧବାର ଗୋଟିଏ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭାଲୁଟି ରାଜପ୍ରସାଦ ପାର୍ଶ୍ୱରେ ଥିବା ଘଞ୍ଚବୁଦାରେ ଘୂରି ବୁଲୁଥିଲା। ଦିନସାରା ବନ ବିଭାଗର କର୍ମଚାରୀମାନେ ଭାଲୁକୁ ସୁରକ୍ଷା ଦେଇଥିଲେ। ହେଲେ ରାତି ୭ଟାରେ ଭାଲୁଟି ରାଜ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ବିଧାନସଭା: ରାଜେନ୍ଦ୍ର, ଶରତଙ୍କ ପାଇଁ ସମ୍ମାନର ପ୍ରଶ୍ନ

ନୂଆପଡ଼ା: ନୂଆପଡ଼ା ବିଧାନସଭା କ୍ଷେତ୍ରରେ ଏଥର ଏକ ଐତିହାସିକ ନିର୍ବାଚନ ହେବାକୁ ଯାଉଛି। ଏହି ଆସନ‌ରେ ହେଭି‌େୱଟ୍ ନେତାଙ୍କ ମଧ୍ୟରେ ଲଢ଼େଇ ହେବ। ବର୍ତ୍ତମାନ ଦଳୀୟ ପ୍ରାର୍ଥୀମାନେ ଭୋଟର୍‌ମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ରଣନୀତି ଆରମ୍ଭ କରିଛନ୍ତି। ଏହି ଆସନରୁ ୩ ଥର ନିର୍ବାଚିତ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ପ୍ରଭାବ: ପନିପରିବା, ଡାଲିଜାତୀୟ ଫସଲ ନଷ୍ଟ

ନୂଆପଡ଼ା/ କୋମନା: ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ତଥା କରାମାଡ଼ରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଥିରେ ବିଶେଷ କରି ପନିପରିବା, ଡାଲି ଓ ତୈଳବୀଜଜାତୀୟ ଫସଲ ଉଜୁଡ଼ି ଯାଇଛି। ୨୦ ଏକରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...