ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ଚଳନ୍ତା ଟ୍ରେନରୁ ଖସି ପଡ଼ି ଶ୍ରମିକଙ୍କ ଗୋଡ଼ କଟିଲା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖଲିଆ ପାଣି ଗାଁର ରଥୁ ବରିହା (୪୫)ନାମକ ଜଣେ ଶ୍ରମିକଙ୍କ ଚଳନ୍ତା ଟ୍ରେନରୁ ଖସି ପଡ଼ି ଗୋଡ଼ କଟି ଯାଇଥିବା ଜଣା ପଡିଛି। ଶ୍ରମିକଜଣକ ହରିଶଙ୍କରରୁ ନୂଆପଡ଼ା ଅଭିମୁଖେ ଆସୁଥିବା ଟ୍ରେନରୁ ଖସି ପଡ଼ିଥିଲେ। ରଥୁ ନିଜ ସାଥୀଙ୍କ ସହ ମିଶି ହରିଶଙ୍କର…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଚୁଲାଭାଟ ଗାଁର ଜଣେ ମହିଳାଙ୍କୁ ଆଜି ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଚୁଲାଭାଟର କଥାବାଇ ରାଉତ ନାମକ ମହିଳା (୪୫) ଆଜି ସକାଳୁ ମହୁଲ ଗୋଟାଇବାକୁ ଯାଉଥିବା ସମୟରେ ତାଙ୍କୁ ଭାଲୁ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ହାତରେ ରାଜସ୍ବ ଅଧିକାରୀ, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ରାଜସ୍ବ ବିଭାଗରେ କାର୍ଯ୍ୟରତ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ନରେନ୍ଦ୍ର ଚନ୍ଦ୍ରକାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ପିତାଙ୍କ ସେଟଲମେଣ୍ଟ ରିଭିଜନ୍ ଫାଇଲ୍‌ ପ୍ରକ୍ରିୟା…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ରାଜସ୍ବ ବିଭାଗରେ କାର୍ଯ୍ୟରତ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ନରେନ୍ଦ୍ର ଚନ୍ଦ୍ରକାର ଗୁରୁବାର ସଂଧ୍ୟାରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ପିତାଙ୍କ ସେଟଲମେଣ୍ଟ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନାରୁ ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ଖଡ଼ିଆଳ: ଦାଦନ ଯାଇଥିବା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ନେହେନା ପଞ୍ଚାୟତ ବିଛନାପାଲି ଗ୍ରାମର ଯୋଗଧ୍ୟାନ ଝାଙ୍କରଙ୍କ ସ୍ତ୍ରୀ କରୁଣା ଝାଙ୍କର (୩୩)ଙ୍କ ମୃତଦେହ ଗୁରୁବାର ଗାଁରେ ପହଞ୍ଚିଛି। ପରେ ଶୋକାକୁଳ ପରିବେଶ ମଧ୍ୟରେ କରୁଣାଙ୍କ ଶେଷକୃତ୍ୟ କରାଯାଇଥିଲା। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ନେତାଙ୍କ ପାଦପଡ଼ି ନଥିବା ଗାଁ ଥାଳିପାଣି: ଭୋଟ ଦେବାକୁ ଯାଆନ୍ତି ୭ କିମି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ସୁନାବେଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ସୀମାନ୍ତ ଗାଁ ଥାଳିପାଣି। ଏହି ଗାଁରେ ଆଦିମ ଜନଜାତି ଭୁଞ୍ଜିଆ ସଂପ୍ରଦାୟ ଲୋକ ବସବାସ କରନ୍ତି। ହେଲେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ କୌଣସି ନେତାଙ୍କ ପାଦପଡ଼ି ନାହିଁ। ପ୍ରତି ୫ ବର୍ଷରେ ଥରେ ଏହି ଗାଁର ୫୦ରୁ ୬୦…
ଅଧିକ ଖବର ଦେଖନ୍ତୁ...

ଟ୍ରକକୁ ପଛରୁ ପିଟିଲା ଟ୍ରକ୍: ଜିଅନ୍ତା ଜଳିଗଲେ

ନୂଆପଡ଼ା:ଟ୍ରକକୁ ପଛରୁ ପିଟିଲା ଟ୍ରକ୍। ଧକ୍କା ହେବାପରେ ଜଳିଗଲା ପଛରେ ଥିବା ଟ୍ରକ୍। ଜିଅନ୍ତା ଜଳିଗଲେ ଡ୍ରାଇଭର। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା୍ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଗରେ ଥିବା ଟ୍ରକଟି ହଠାତ ବ୍ରେକ କରିଥିବା ବେଳେ ପଛରେ ଥିବା ଟ୍ରକଟି…
ଅଧିକ ଖବର ଦେଖନ୍ତୁ...

ଛୁରି ଦେଖାଇ ମୋବାଇଲ ଲୁଟ୍‌, ଦୁଇ ଲୁଟେରା ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆର୍‌ରୋଡ୍‌ ସହର ଦେଶୀ ମଦଭାଟି ସମ୍ମୁଖରେ ଛୁରି ଦେଇ ମୋବାଇଲ ଓ ନଗଦ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଜୋଙ୍କ ପୁଲିସ ଖରିଆର୍‌ରୋଡ୍‌ ସହର ପିଏଚ୍‌ଡିପଡ଼ାର ସୁରଜ ଯାଦବ ଓ ବଜାରପଡାର ଅନୁରାଗ କୁମାରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଗିରଫ

କୋମନା: ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗ ପକ୍ଷରୁ ବୁଧବାର ବେଲଗାଁରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଓ କାଠ କାଟିବା ସାମଗ୍ରୀ ଜବତ କରିବା ସହ ଏଥିରେ ସମ୍ପୃକ୍ତ ନୀଳାମ୍ବର ମାଝୀ (୬୧)ଙ୍କୁ ଗିରଫ କରାଯାଇଛି। ବେଲଗାଁରେ ବେଆଇନ ଭାବରେ କାଠ ସାମଗ୍ରୀ ତିଆରି ହେଉଥିବା ଖବର…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗ ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳରେ ଯୋଗଦାନ ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଘୋଷଣା…
ଅଧିକ ଖବର ଦେଖନ୍ତୁ...