ଅନୁସନ୍ଧାନ କରୁଥିବା ବର୍ଗ

ନୂଆପଡ଼ା

ଡକାୟତି ଯୋଜନା ପଣ୍ଡ: ୫ ଗିରଫ, ମାରଣାସ୍ତ୍ର ଜବତ

ନୂଆପଡା: ଖରିଆର ରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ କୁରରୁମୁଣ୍ଡା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଉଦ୍ୟମ ଯୋଜନା କରୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରୁ ୫ଜଣଙ୍କୁ ଗିରଫ କରିଛି। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ, ଖଣ୍ଡା, ଲାଇଟ, କଳାକନା ଆଦି ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ପାଉଣା ଦାବିରେ ଜିଲ୍ଲାପାଳ ଅଫିସ ଆଗରେ ଶ୍ରମିକଙ୍କ ଧାରଣା

ନୂଆପଡ଼ା: ମନରେଗା ଯୋଜନାରେ କାମ କରି ବକେୟା ପାଉଣା ଦାବିରେ ସଦର ବ୍ଲକ ସାଲିହା ପଂଚାୟତ ଝାଲବାହାଲ ଗାଁର ଶ୍ରମିକମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ପ୍ରକାଶ ଯେ, ଝାଲବାହାଲ ଗାଁରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ କରାଯାଇଥିବା ଏକ କେନାଲ କାମର ବକେୟା ମଜୁରି ମିଳି ନଥିବାରୁ…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର

ଲାଞ୍ଜିଗଡ଼/ନର୍ଲା: ମଙ୍ଗଳବାର ଭୋରରେ ଲାଞ୍ଜିଗଡ଼ ବ୍ଲକ କୁଚେଇଜୋର ଗାଁରେ ଭାଲୁ ଆକ୍ରମଣରେ ଧନୁ ଗଉଡ଼ (୬୫)ଙ୍କ ମୃତ୍ୟୁ ଘଟିଛି। ଭୋର୍‌ ସମୟରେ ଧନୁ ଓ ଅନ୍ୟ ୩ ଜଣଙ୍କ ସହ ଶୌଚ ପାଇଁ ଗୁଜୁରିଆ ଗଛ ବନ୍ଧକୁ ଯାଇଥିଲେ। ସେଠାରେ ୨ଟି ଭାଲୁ ତାଙ୍କୁ ଗୋଡ଼ାଇ ଥିଲେ। ଧନୁ ଜୀବନ ବିକଳରେ ଦୌଡ଼ି ପଳାଉଥିବା…
ଅଧିକ ଖବର ଦେଖନ୍ତୁ...

ପଦାରେ ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ଭାଲୁ ଆକ୍ରମଣ!

ନୂଆପଡ଼ା: ନୂଆପଡ଼ାଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଜୁନାନି ଗ୍ରାମରେ ପଦାରେ ଶୌଚ ହେବାକୁ ଯାଇଥିବା ଜଣେ ମହିଳାଙ୍କୁ ଭାଲୁ ଆକ୍ରମଣ କରି କ୍ଷତାକ୍ତ କରିଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜୁନାନି ଗ୍ରାମର ସୀମା ମାଝି (୨୫) ନିଜର ୩ ବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ନେଇ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ ବେକରୁ ନେଇଗଲେ ହାର

ନୂଆପଡ଼ା : ଦୁର୍ଗାପୂଜା ଦେଖିବାକୁ ଯାଉଥିବା ଏକ ଦମ୍ପତିଙ୍କଠାରୁ ମଙ୍ଗଳବାର ସନ୍ଧ୍ୟାରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ ବେକରୁ ହାର ଲୁଟି ନେଇ ଫେରାର୍‌ ହୋଇଯାଇଛନ୍ତି। ଏହି ଘଟଣା ନୂଆପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା:ପୋଖରିରେ ବୁଡ଼ି ୪ର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ନୂଆପଡ଼ା: ଗତକାଲି ଗାଧୋଇବାକୁ ଯାଇ ନୂଆପଡ଼ା ଜିଲ୍ଲା ବେଲିଟୁକୁରି ଥାନା ଅନ୍ତର୍ଗତ ବେଲଟୁକୁରି ହାଇସ୍କୁଲ ପଛପଟେ ଥିବା ଚୁଆରେ ବୁଡି ଜଣେ ୪ର୍ଥ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ଗ୍ରାମର କୋମନଲାଲ ସାହୁଙ୍କ ୯ ବର୍ଷର ପୁଅ ଝୁମକ ଲାଲ ସାହୁ। ଆଜି ସକାଳ ୯ଟା ବେଳେ…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିନିକିଆ ନୂଆପଡ଼ା ଗସ୍ତ, ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ନୂଆପଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ରବିବାର ଦିନିକିଆ ନୂଆପଡ଼ା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଗୋତମା ଏରୋଡ୍ରମ ଫିଲ୍‌ଡରେ ଅବତରଣ କରି ସର୍କିଟ ହାଉସ୍‌କୁ ଯାଇଥିଲେ। ମନ୍ତ୍ରୀ ଶ୍ରୀ ଜେନା ଦର୍ଲିପଡାରେ ନବ ନିିର୍ମିତ ପିଏଚ୍‌ସି(ଏନ୍‌) ବିଲ୍‌ଡିଙ୍ଗ, ନୂଆପଡ଼ାରେ…
ଅଧିକ ଖବର ଦେଖନ୍ତୁ...

ନୂଅାଁପଡ଼ାକୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ବିଜେପି

ନୂଅାଁପଡ଼ା: ନୂଅାଁପଡ଼ା ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ଦାବି ନେଇ ଶନିବାର ଭାରତୀୟ ଜନତା ପାର୍ଟି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି। ସେହିପରି ବିନା ସୁଧରେ କୃଷି ଋଣ ଦିଆଯାଉ ବୋଲି ବିଜେପି ଦାବି କରିଛି। ବିଜେପିର ଅଭିଯୋଗ ଅନୁସାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ଭୟଙ୍କର…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ବସ-ବୋଲେରୋ ମୁହାଁମୁହିଁ ଧକ୍କାରେ ୩ ମୃତ, ଜଣେ ଗୁରୁତର

ନୂଆପଡ଼ା: ଲକମା ଥାନା ଅନ୍ତର୍ଗତ ପୁରୁମପୁରୀ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବୋଲେରୋରେ ଥିବା ଯାତ୍ରୀ ଘୋଡାସର ଗ୍ରାମର ହାରାବତୀ ମାଝୀ(୩୫), ଉକିଆ ମାଝୀ(୪୦) ଓ ଖରିଆରର ବସ ଚାଳକ…
ଅଧିକ ଖବର ଦେଖନ୍ତୁ...

ପଙ୍ଗପାଳକୁ ନେଇ ଆତଙ୍କରେ ସୀମାବର୍ତ୍ତୀ ଚାଷୀ

ନୂଆପଡ଼ା : ଯେ କୌଣସି ସମୟରେ ନୂଆପଡ଼ା ଜିଲ୍ଲାରେ ପଙ୍ଗପାଳ ପ୍ରବେଶ କରିବାର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଏଠାରେ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ଘନଘନ ବୈଠକ ଚାଲିଛି। ଜିଲ୍ଲାର ସମସ୍ତ ଭିଏଲ୍‌ଡବ୍ଲୁମାନଙ୍କୁ ସୀମାରେ ଥିବା ଗାଁରେ ଉପରେ ନିଜର ରଖିବାକୁ ନି‌ର୍ଦେଶ…
ଅଧିକ ଖବର ଦେଖନ୍ତୁ...