ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ବର ନ ହେଲା ନାହିଁ!

ଜଣେ ଦରିଦ୍ର ଲୋକ ଭଗବାନଙ୍କ ଠାରୁ ବର ପାଇବ ବୋଲି ଧ୍ୟାନରେ ବସିଲା। ଏମିତିି ତପସ୍ୟା କଲା ଯେ ଭଗବାନ ସିଂହାସନରୁ ଓହ୍ଲେଇ ତା’ ପାଖରେ ପହଞ୍ଚିବାକୁ ବାଧ୍ୟ ହେଲେ। ତାକୁ ଦର୍ଶନ ଦେବା ସହିତ ପଚାରିଲେ- କି ବର ମାଗୁଛୁ ମାଗ। ଲୋକଟି ଏହା ଦେଖି ଆଚମ୍ବିତ ହୋଇ କହିଲା- ଯଦି ଯାହା ମାଗିଲେ…
ଅଧିକ ଖବର ଦେଖନ୍ତୁ...

ସ୍ବାଦ ଯୁଦ୍ଧ

ଏପ୍ରିଲ୍ ୫ରେ ହଂକଂର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକ ସଂସ୍ଥା ଉପରୋକ୍ତ ଭାରତୀୟ ମସଲାମାନଙ୍କ ଉପରେ ନିଷେଧାଦେଶ ଘୋଷଣା କରିବାର ତିନି ଦିନ ପରେ ଭାରତର ଅନୁରୂପ ନିୟନ୍ତ୍ରକ ସଂସ୍ଥା ‘ଏଫ୍ଏସ୍ଏସ୍ଆଇ’ ଭାରତୀୟ ମସଲା ଇତ୍ୟାଦିରେ ଅନୁମୋଦିତ କୀଟନାଶକ ଉପସ୍ଥିତି ସ୍ତରରେ ବୃଦ୍ଧି ଘଟାଇ ଦେଇଥିଲା,…
ଅଧିକ ଖବର ଦେଖନ୍ତୁ...

ସରଳ ବିଚାର: ସଂବିଧାନ ବଦଳିବାର ଭୟ!

ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତି ‘ଏଇ ଥର, ଚାରି ଶହ ପାର’ ପରିପ୍ରେକ୍ଷୀରେ ବିଶ୍ଳେଷକମାନେ ତହିଁର ନିହିତାର୍ଥ ବୁଝିବା ଲାଗି ଭିନ୍ନ ଭିନ୍ନ ପ୍ରକାରେ ତର୍ଜମା କରୁଛନ୍ତି। ଏହା ହୁଏତ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଆତ୍ମବିଶ୍ୱାସର ସଂକେତ ହୋଇପାରେ ବା ଦଳୀୟ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବା…
ଅଧିକ ଖବର ଦେଖନ୍ତୁ...

କୁନ୍ତୀଙ୍କ ହସ

ସେ ଦିନ ପ୍ରାତଃ କାଳରେ ଭାବନାର ସାଗରରେ ବୁଡ଼ି ଯାଇଥିଲେ ମହାରାଣୀ କୁନ୍ତୀ। ସମସ୍ତ ଶୌର୍ଯ୍ୟର ଅଧିକାରୀ ହୋଇଥିବା ସତ୍ତ୍ବେ କି ଦାରୁଣ ଭାଗ୍ୟ ଭୋଗ ବିହି ଲେଖିଥିଲା କର୍ଣ୍ଣର କପାଳରେ! ମନେ ପଡ଼ି ଯାଉଥିଲା ସେହି ଭୋର ବେଳାର ବିଡ଼ମ୍ବନାର କଥା। ଦିଗ୍‌ବଳୟରେ ଲୋହିତ ସୂର୍ଯ୍ୟ ଉଦୟ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ଝାଉଁଳା ବୁଢ଼ା

ମୁଲ୍ଲା ନସିରୁଦ୍ଦିନ ବିବାହ କଲେ। ବାଛି ବାଛି ଏମିତି ପତ୍ନୀ ଆଣିଲେ ଯିଏ ଥିଲେ ମାତ୍ରାତିରିକ୍ତ କ୍ଷଣକୋପୀ। ରାଗିଗଲେ ତାଙ୍କ ପାଟିକୁ ଯାହା ଆସୁଥିଲା ତାହା ବକି ଯାଉଥିଲେ। ତେଣୁ ନିରନ୍ତର ଶୋଧା ଶୁଣି ନସିରୁଦ୍ଦିନ ଜୀବନ କାଟୁଥିଲେ, ଅଥଚ କେବେ ହେଲେ ପାଟି ଫିଟାଉ ନ ଥିଲେ। ତାଙ୍କର ଏଭଳି…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତି ସୂତ୍ର

ଅର୍ଥନୈତିକ ବୈଷମ୍ୟ ଉଦ୍ୟୋଗୀମାନଙ୍କ ପାଇଁ ପ୍ରୋତ୍ସାହନ ସ୍ବରୂପ କାର୍ଯ୍ୟ କରିଥାଏ। ବୈଷମ୍ୟ ଉତ୍କଟ ହେଲେ ସରକାର ବିଭିନ୍ନ ଉପାୟ‌େର ତାହାକୁ ସଂଯତ କରିପାରିବେ, ଯେମିତି ପ୍ରୋତ୍ସାହନ ବାଧା ପାଇବ ନାହିଁ ଏବଂ ବର୍ଦ୍ଧିଷ୍ଣୁ ଅର୍ଥନୀତି ରୂପକ ସୁନା ଅଣ୍ଡା ଦେଉଥିବା କୁକୁଡ଼ାଟି ସୁରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ମଞ୍ଜ କଥା: ଡବଲ ଇଞ୍ଜିନ ବନାମ ନବୀନ ଇଞ୍ଜିନ

୨୦୨୪ ନିର୍ବାଚନ ଫଳାଫଳ ନିଜ ପକ୍ଷକୁ ନେବା ଲାଗି ଓଡ଼ିଶାରେ ବିଜେଡି-ବିଜେପି ଘମାଘୋଟ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଦୁଇ ଦଳ ଭଳି କଂଗ୍ରେସ ଶିବିରରେ ଉଷ୍ମତା ନାହିଁ। ପଡ଼ୋଶୀ ତେଲେଙ୍ଗାନାରେ ଟିଆର୍ଏସ୍‌ ନେତୃତ୍ବାଧୀନ ସରକାରକୁ କ୍ଷମତାଚ୍ୟୁତ କରିବା ପରେ ଦଳ ଯେଉଁ ମନୋବଳ…
ଅଧିକ ଖବର ଦେଖନ୍ତୁ...

ଚିନ୍ମୟ ଚେତନା: ଖାଇବା ରାଜନୀତି

ଅନୁନ୍ନତ ଅଞ୍ଚଳର ଏକ ଗାଁରେ ନିର୍ବାଚନ ପ୍ରଚାର ବେଳେ ଥରେ ଜଣେ ବିଶାଳ ବପୁଧାରୀ ପ୍ରାର୍ଥୀ କିଛି ଅସ୍ଥି କଙ୍କାଳସାର ଲୋକଙ୍କୁ ଦେଖି କହି ପକାଇଲେ, “ତୁମର ଏଇ ଚେହେରା ଦେଖି ଯେ କେହି ବି କହିଦେବ ଯେ ତୁମର ଏଠି ଦୁର୍ଭିକ୍ଷ ପଡ଼ିଛି।” ଅନାହାର ସତ୍ତ୍ୱେ ନିଜର ସ୍ୱଭାବଗତ ପ୍ରତ୍ୟୁତ୍ପନ୍ନମତିତା…
ଅଧିକ ଖବର ଦେଖନ୍ତୁ...

ଆମ ଉପରେ ଭରସା

ଥରେ ୟୁଜିକେ ତାଙ୍କ ଅନୁଗାମୀମାନଙ୍କୁ ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଏହି କାହଣୀଟି କହିଲେ। ମୁଲ୍ଲା ନସିରୁଦ୍ଦିନ ଥରେ ପାଚିଲା ଖଜୁରୀ ଦେଖି ତୋଳିବା ଲାଗି ଭାବିଲେ। ଗଛ ଚଢ଼ିବା ପୂର୍ବରୁ ଆକାଶକୁ ଚାହିଁ କହିଲେ- ହେ ଈଶ୍ବର, ଖଜୁରୀ ଗଛରେ ଚଢୁଛି। ଖଜୁରୀ ତୋଳି ପାରିଲେ ତୁମ ନାମରେ ଦଶ…
ଅଧିକ ଖବର ଦେଖନ୍ତୁ...

ହ୍ବାଟ୍‌ସଆପ୍‌ ଦ୍ବନ୍ଦ୍ବ

ଏହି ନୂଆ ନିୟମକୁ ନେଇ ସୃଷ୍ଟ ବିବାଦ ଦ୍ବାରା ଅସଂଖ୍ୟ ଭାରତୀୟ ତୀବ୍ର ଦ୍ବନ୍ଦ୍ବର ସମ୍ମୁଖୀନ ହେଉଛନ୍ତି। ସେମାନେ ଗୋଟିଏ ପକ୍ଷରେ ସ୍ବୀକାର କରନ୍ତି ଯେ ମିଥ୍ୟାଚାର, ଗୁଜବ ଏବଂ ଘୃଣା ଆଦିର ପ୍ରସାର ଦ୍ବାରା ପରିପୃକ୍ତ ‘ହ୍ବାଟ୍‌ସଆପ୍‌’ ଏବେ ସାଂପ୍ରଦାୟିକ ହିଂସା, ମିଥ୍ୟାଶ୍ରୟୀ ଇତିହାସ ଏବଂ…
ଅଧିକ ଖବର ଦେଖନ୍ତୁ...