ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ପୁରୁଷ ନା ଭଲ୍ଲୁକ?

ପୁରୁଷଙ୍କ ପରିବର୍ତ୍ତେ ଭଲ୍ଲୁକ ପ୍ରତି ଅଧିକ ଆସ୍ଥା ପ୍ରକଟ କରିଥିବା ମହିଳାମାନଙ୍କୁ ବିଦ୍ରୂପ କରି ସନ୍ଦେଶମାନ ଆସିବାରେ ଲାଗିଛି ଯେ ଜଙ୍ଗଲର ଭାଲୁ ‘ଟେଡି ବିଅର’ ନୁହେଁ, ଯାହାକୁ ମହିଳାମାନେ ଗେହ୍ଲାରେ ଆଲିଙ୍ଗନାବଦ୍ଧ କରି ରଖିଥାନ୍ତି! କିନ୍ତୁ ଉପରୋକ୍ତ ସାତ ଜଣ ଯାକ ମହିଳା ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବହୁବଚନ: ଅନ୍ଧକାର ତା’ଠାରୁ ଭଲ

ଅନ୍ଧକାରାଚ୍ଛନ୍ନ ହେଉ କି ହେଉ ଜୋଛନା ବିଜଡ଼ିତ, ରାତିର ଆକର୍ଷଣ ଅନନ୍ୟ। କିନ୍ତୁ ରାତି ବା ଜହ୍ନ ରାତି ସହିତ ଆଉ କ’ଣ ଭେଟ ହେଉଛି ଆଜିକାଲି? ବିଜୁଳି ଆଲୁଅରେ ଅନ୍ଧାର ଅଚେତ, ଜୋଛନା ଫିକା, ଉଭୟ ସହର ଓ ଗାଁରେ। ମୁହଁସଞ୍ଜ ବେଳର ସଞ୍ଜବତି ଅଥବା ଦିଗ୍‌ବଳୟ ଉହାଡ଼ରୁ ଜହ୍ନର ମଶାଲ ଅଧୁନା କବିତାର…
ଅଧିକ ଖବର ଦେଖନ୍ତୁ...

ମରଣକୁ ଡାକ

ଜଣେ କାଠୁରିଆ ଥିଲେ। ଦୈନନ୍ଦିନ ସେ କେବଳ ସେଇ ଗୋଟିଏ କାମ କରୁଥିଲେ। ଜଙ୍ଗଲକୁ ଯାଅ, କାଠ କାଟ ଓ ତାକୁ ଆଣି ବଜାରରେ ବିକ୍ରି କର। ଯେଉଁ ଦିନ ସେ କାମଟି ବନ୍ଦ ହୋଇଯାଏ, ଖାଇବା ବି ବନ୍ଦ ହୋଇଯାଏ। ଯୁବକ ଅବସ୍ଥାରୁ ଏଭଳି କଠିନ ପରିଶ୍ରମ କରି ଜିଇବା ଭିତରେ କେତେବେଳେ ସେ ବୃଦ୍ଧ…
ଅଧିକ ଖବର ଦେଖନ୍ତୁ...

ଶ୍ୟାମ ରଙ୍ଗ

ପ୍ରଭୁ ଶ୍ରୀକୃଷ୍ଣଙ୍କ ମନରେ ତାଙ୍କ ସ୍ବଶରୀରର ବର୍ଣ୍ଣକୁ ନେଇ କିଭଳି ଭାବନା ରହିଥିବ କେଜାଣି; ଭାରତୀୟ କବିମାନେ କିନ୍ତୁ ତାଙ୍କ ଠାରେ ଏହି କାରଣରୁ ହୀନମନ୍ୟତା ରହିଥିବା ବିଷୟ ବର୍ଣ୍ଣନା କରିଥାଆନ୍ତି, ଯାହାର ଏକ ପ୍ରକୃଷ୍ଟ ଉଦାହରଣ ବିଶିଷ୍ଟ କବି ପଣ୍ଡିତ ନରେନ୍ଦ୍ର ଶର୍ମାଙ୍କ ରଚିତ ଏକ…
ଅଧିକ ଖବର ଦେଖନ୍ତୁ...

ତାପ ତାଣ୍ଡବକୁ ପାଣି ପ୍ରଳୟ

ଅପ୍ରତ୍ୟାଶିତ ଉତ୍ତାପ ଉତ୍ପାତ ଓ ଆକସ୍ମିକ ବନ୍ୟା ବିତ୍ପାତ ପୃଥିବୀର ଅନେକ ପ୍ରାନ୍ତରେ ପ୍ରତୀୟମାନ ହେଲାଣି। ୨୦୨୩ ମସିହା ଆଜି ପର୍ଯ୍ୟନ୍ତ ଭୂପୃଷ୍ଠର ସର୍ବାଧିକ ଉତ୍ତପ୍ତ ବର୍ଷର କୁଖ୍ୟାତି ଅର୍ଜନ କରିଥିବା ବେଳେ ଚଳିତ ୨୦୨୪ ମସିହା ଏହି ରେକର୍ଡକୁ ଅତିକ୍ରମ କରିପାରେ ବୋଲି ବିଶ୍ୱର ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ଫରିଦଙ୍କ ଗୁରୁ

ସନ୍ଥ ଫରିଦଙ୍କ ତାରୁଣ୍ୟ ବେଳର କଥା। ଜଣେ ଗୁରୁଙ୍କ ସନ୍ଧାନରେ ସେ ଥାଆନ୍ତି। ସେମିତି ଗୁରୁ ଜଣେ ଜୁଟିଲେ। ଏବେ ଗୁରୁ ଓ ଚେଲା ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ବାହାରି ଗଲେ। ଦିନେ ରାତିରେ ଏକ ସରାଇଖାନାରେ ଦୁହେଁ ଆଶ୍ରୟ ନେଲେ। ସେହି ପ୍ରକୋଷ୍ଠରେ ଜଣେ ଧନୀ ସୌଦାଗର ମଧ୍ୟ ରହୁଥିଲେ। ଅତି…
ଅଧିକ ଖବର ଦେଖନ୍ତୁ...

ନିଷ୍ଫଳ ରଡ଼ି

ପରୀକ୍ଷା ମାଧ୍ୟମରେ ଜଣାପଡ଼ିଥାଏ କେଉଁମାନେ ଏଥିରେ ସଫଳତା ହାସଲ କରିପାରନ୍ତି ଓ କେଉଁମାନେ ସେଥିରେ ବିଫଳ ହୁଅନ୍ତି। ଏହି ସଫଳ-ବିଫଳ ଚିହ୍ନଟ ପ୍ରକ୍ରିୟା ସମସ୍ତ ଶିକ୍ଷାର୍ଥୀମାନଙ୍କୁ ଅଧ୍ୟୟନରେ ଅଧିକ ମନୋନିବେଶ କରିବାକୁ ପ୍ରବୃତ୍ତ କରିଥାଏ, ଯାହା ସଂପୃକ୍ତ ସମାଜର ମାନବ ସମ୍ବଳର ଗୁଣାତ୍ମକ…
ଅଧିକ ଖବର ଦେଖନ୍ତୁ...

ଆମେମାନେ ଏକ ହେବା କେବେ?

ଅଳ୍ପ ଦିନ ପୂର୍ବରୁ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଏକ ସମ୍ବାଦ କେରଳୀମାନଙ୍କ ଭିତରେ ଏକତା ଏବଂ ସଂହତିର ଦୃଢ଼ତାକୁ ଉପସ୍ଥାପନ କରିଥିଲା। ସମ୍ବାଦଟି ଥିଲା ଏହି ଭଳି: ସାଉଦୀ ଆରବରେ କେରଳ ନିବାସୀ ଅବଦୁଲ ରହିମକୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ସର୍ତ୍ତ ଥିଲା ଯେ ସେ ଯଦି ୩୪ କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଦରମଲା କୁହୁ ଓ କୈଶୋର

ଅବସର ପରେ ଦାପ୍ତରିକ ଜଞ୍ଜାଳରୁ ମୁକ୍ତ ହେବା ପରେ ସୁରଞ୍ଜନ ବାବୁ ତାଙ୍କ ଗାଁ ବୁଲି ଆସିବାକୁ ମନ ବଳେଇଲେ। ତାଙ୍କ ଗାଁ କଟକ ସହରଠାରୁ ମାତ୍ର ପଇଁଚାଳିଶ କିଲୋମିଟର ଦୂର ଦେବୀ କନ୍ଦଳ ଦ୍ବୀପାଞ୍ଚଳରେ ଅବସ୍ଥିତ। ବହୁଦିନ ହେଲା କାର୍ଯ୍ୟଚାପ ଯୋଗୁଁ ସେ ଗାଁକୁ ଯାଇ ନାହାନ୍ତି। ଗାଁକୁ ଆସିଲାବେଳେ…
ଅଧିକ ଖବର ଦେଖନ୍ତୁ...

ସଂସାର ଛାଡ଼ିବାର କଥା

ଜଣେ ଯୁବକ ସ˚ସାର ତ୍ୟାଗ କରିବାକୁ ସ୍ଥିର କରି ଘର ଛାଡ଼ି ଚାଲି ଆସିଲା। ଜଙ୍ଗଲ ଅତିକ୍ରମ କରି ଏକ ପାହାଡ଼ ଉପରକୁ ଉଠୁଥିବା ବେଳେ ଦେଖିଲା ଜଣେ ବୃଦ୍ଧ ଗୋଟିଏ ବସ୍ତାରେ କଅଣ ସବୁ ପୂରାଇ ପିଠିରେ ବୋହି ପାହାଡ଼ ଚଢୁଛନ୍ତି। ସେ କ୍ଳାନ୍ତ ଜଣାପଡୁଛନ୍ତି। ଯୁବକ ତାଙ୍କୁ କୌତୂହଳବଶତଃ ପଚାରିଲା-…
ଅଧିକ ଖବର ଦେଖନ୍ତୁ...