ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଆମେ କ’ଣ କେବେ ଏମିତି ହୋଇପାରିବା?

ଏବେ ଭାରତରେ ସାଧାରଣ ନିର୍ବାଚନ ଚାଲିଛି। ସୁଦୂର ଜର୍ମାନୀରେ ରହି ଏହି ନିର୍ବାଚନ ଉପରେ ମୁଁ ନଜର ରଖିଛି ଏବଂ ମନେ ମନେ ଜର୍ମାନିରେ ହେଉଥିବା ନିର୍ବାଚନ ସହିତ ତୁଳନା ମଧ୍ୟ କରୁଛି! ଜର୍ମାନୀରେ ପ୍ରତି ୪ ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ। ମୋର ୬୪ ବର୍ଷ ଜର୍ମାନୀରେ ରହିବା ଭିତରେ ମୁଁ ୧୫…
ଅଧିକ ଖବର ଦେଖନ୍ତୁ...

ମୁକ୍ତିର ଅର୍ଥ

ମୁଲ୍ଲା ନସିରୁଦ୍ଦିନଙ୍କ ଗୋଟିଏ ଅତି ଗେହ୍ଲା ଗଧ ଥିଲା। ତା’ ସହିତ ତାଙ୍କର ଏଭଳି ଅନ୍ତରଙ୍ଗତା ଥିଲା ଯେ ତାଙ୍କୁ ଲାଗୁଥିଲା ଯେ ସେ ଗଧର ଭାଷା ବୁଝି ପାରୁଛନ୍ତି। ଦିନେ ସକାଳେ ଗଧକୁ ଖୋଲିବାକୁ ଗଲା ବେଳେ ଗଧଟି ତାଙ୍କୁ ଏମିତି ନଜରରେ ଚାହିଁଲା ଯେ ନସିରୁଦ୍ଦିନ ଟିକିଏ ଅଟକି ଯାଇ ପଚାରିଲେ-…
ଅଧିକ ଖବର ଦେଖନ୍ତୁ...

ଡେଟା ଅସ୍ତ୍ର?

ଭାରତୀୟ ଜନସାଂଖ୍ୟିକ ସଂରଚନାରେ ସଂଖ୍ୟାବହୁଳ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସ୍ଥିତି ନେଇ ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ‘ଡେଟା’ କହିଥାଏ ଯେ ଏଠାରେ ହିନ୍ଦୁମାନେ ମୁସଲିମ ଜନସଂଖ୍ୟାର ପ୍ଳାବନରେ ସମାଧି ଲାଭ କରିବାର ଭୟ ଓ ଉଦ୍‌ବେଗ ଆଦୌ ନାହିଁ। କିନ୍ତୁ ‘ଡେଟା’କୁ…
ଅଧିକ ଖବର ଦେଖନ୍ତୁ...

ସରସ ରସ: ପାପର ପଞ୍ଚନାମା

ସଂସାରରେ ପ୍ରଚଳିତ ପ୍ରତ୍ୟେକ ଧର୍ମବିଶ୍ବାସରେ ପାପ ଓ ପୁଣ୍ୟ ବିଷୟରେ ଆଲୋଚନା ହୋଇଛି ଓ ପାପକୁ ପରିତ୍ୟାଗ କରି ପୁଣ୍ୟର ଆଶ୍ରୟ ନେବାକୁ କୁହାଯାଇଛି। ପାପପୁଣ୍ୟ, ସତ୍ଅସତ୍, ଭଲମନ୍ଦ, ପ୍ରେମ ଓ ପ୍ରତିହିଂସା ଆଦି ପରସ୍ପର ବିପରୀତ କର୍ମର ସଂଜ୍ଞା ସବୁ କ’ଣ? ଧର୍ମଗ୍ରନ୍ଥ ନ ଓଲଟାଇ ଆସନ୍ତୁ ଏହାର…
ଅଧିକ ଖବର ଦେଖନ୍ତୁ...

ଯୁବକର ଜ୍ଞାନ ପ୍ରାପ୍ତି

ଜେନ ଗୁରୁ ନେନେଙ୍କ ନିକଟରେ ଜଣେ ଯୁବକ ପହଞ୍ଚିଲା। ସବୁ ଦିନ ଭଳି ନେନେ ସେତେବେ‌ଳକୁ ଉଦ୍ୟାନରେ ସ୍ଥିର ଭାବେ ବସି ରହିଥିଲେ। ଯୁବକଟି ତାଙ୍କୁ ପ୍ରଣାମ ଜଣାଇ କହିଲା- ମହାତ୍ମା, ଗୂଢ଼ ଜ୍ଞାନ ପାଇବା ଲାଗି ଆସିଛି। ‌େମାତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ। ‌େ‌ନନେ ଆଖି ଖୋଲିଲେ ଏବଂ କହିଲେ-…
ଅଧିକ ଖବର ଦେଖନ୍ତୁ...

ମୁଦ୍ରାସ୍ଫୀତି ଲୀଳା

ଖାଉଟି ମୁଦ୍ରାସ୍ଫୀତିରୁ ଯଦି ଖାଦ୍ୟ ଓ ଇନ୍ଧନରେ ଦେଖାଯାଇଥିବା ଦରଦାମ ବୃଦ୍ଧିକୁ ବାଦ୍ ଦିଆଯାଏ, ତେବେ ଯେଉଁ ମୁଦ୍ରାସ୍ଫୀତି ପରିଦୃଷ୍ଟ ହୋଇଥାଏ, ତାହାକୁ ସଂପୃକ୍ତ ଅର୍ଥନୀତିରେ ମୁଦ୍ରାସ୍ଫୀତିର ପ୍ରକୃତ ପରିଚାୟକ ରୂପେ ଗ୍ରହଣ କରାଯାଇଥାଏ। ଏହି ଖାଦ୍ୟ-ଇନ୍ଧନ-ବହିର୍ଭୁକ୍ତ ମୁଦ୍ରାସ୍ଫୀତି…
ଅଧିକ ଖବର ଦେଖନ୍ତୁ...

ଭୋଟ ବିଚାର ଓ ରୁଜ୍‌ଭେଲ୍‌ଟଙ୍କ ଭାଷଣ

‘ରବିବାର ସମ୍ବାଦ’‌େର ପ୍ରକାଶିତ ‘ଗୋଟେ ଭୋଟ ପାଇଁ’ (ପ୍ରଥମ ସ୍ତମ୍ଭ) ପଢ଼ିବା ବେଳେ ଅନେକ ଦିନ ତଳେ ପାଠ କରିଥିବା ‘ଦି ଡ୍ୟୁଟିସ୍ ଅଫ୍ ଆମେରିକାନ୍‌ ସିଟିଜେନ୍‌ସିପ୍‌’ ବା ‘ଆମେରିକା ନାଗରିକମାନଙ୍କର କର୍ତ୍ତବ୍ୟ’ ବିଷୟଟି ମନେ ପଡ଼ିଗଲା, ଯାହାକୁ କହିଥିଲେ ଆମେରିକାର ୨୬ତମ ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

ପରମ ଜ୍ଞାନ ଲାଭ

ଜଣେ ଯୁବକ ଶାସ୍ତ୍ର, ପୋଥି ଆଦି ପଢ଼ି ପଢ଼ି ଥକି ଗଲା ପରେ ସୁଦ୍ଧା ସେହି ପରମ ଜ୍ଞାନ ହାସଲ କରି ପା‌ରି ନ ଥିବା ଗ୍ଳାନି ଧରି ଜଣେ ଗୁରୁଙ୍କ ଅନୁସନ୍ଧାନରେ ବାହାରିଲେ। ଜଣେ ବୃଦ୍ଧ ତାଙ୍କୁ ଯାହାଙ୍କ ସନ୍ଧାନ ‌େଦଲେ, ସେ ଥିଲେ ଜ‌େଣ ଅତି ଦରିଦ୍ର ବ୍ୟକ୍ତି, ଯିଏ ଗାଁ ମୁଣ୍ଡରେ କୁଡ଼ିଆଟିଏ କରି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପାଗଯୋଗ

୨୦୨୪ ସାଧାରଣ ନିର୍ବାଚନରେ ୯୦ କୋଟି ୭୦ ଲକ୍ଷ ସାବାଳକ ଭାରତୀୟ ଭୋଟ ଦେବେ ବୋଲି ଆକଳନ କରାଯାଇଛି। ଇତିମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଅର୍ଦ୍ଧେକ ପଥ ଅତିକ୍ରମ କରି ସାରିଲାଣି। କିନ୍ତୁ, ଏହି ସମୟରେ ଆମ ଦେଶ ପ୍ରତ୍ୟକ୍ଷ କରୁଥିବା ଅସହ୍ୟ ଗ୍ରୀଷ୍ମ ଲହରି ଓ ଉଚ୍ଚ ତାପମାତ୍ରା ନିର୍ବାଚନରେ ଭାଗ…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ହିଁ ଔଷଧ

ଏହି ସରଳ ବିଶ୍ବାସଜନିତ ବିପଦରୁ ରକ୍ଷା ପାଇବାକୁ ହେଲେ ଖାଉଟିମାନଙ୍କୁ ବହୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ଓ ସେଥି ସହିତ ସରକାରଙ୍କୁ ମଧ୍ୟ ଏହି ଅସାଧୁ ବ୍ୟାବସାୟିକ କୌଶଳକୁ ପ୍ରତିହତ କରିବା ନିମିତ୍ତ ଆବଶ୍ୟକ ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ହେବ, ‘ଆଇସିଏମ୍‌ଆର୍’ର…
ଅଧିକ ଖବର ଦେଖନ୍ତୁ...