ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଆୟ ବୈଷମ୍ୟ ଗୁରୁତ୍ବପୂର୍ଣ୍ଣ କାହିଁକି

ଏପ୍ରିଲ ୧୬ର ‘ଇକୋନୋମିକ୍‌ ଟାଇମ୍‌ସ’ରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ବିବେକ ଦେବରୟ ତାଙ୍କ ସମ୍ପାଦକୀୟ ପ୍ରବନ୍ଧରେ ଏକ ବିଚିତ୍ର ଟିପ୍ପଣୀ କରିଛନ୍ତି ଯେ, ଆୟ ବୈଷମ୍ୟ ଯଦି ଲୋକଙ୍କ ଜୀବନରେ ଉନ୍ନତି ସାଧାନ କରୁଛି ତେବେ ସେହି ଅସମାନତା ଗୁରୁତ୍ବପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ସର୍ବଶ୍ରେଷ୍ଠ ବହି

ସୁଫୀମାନଙ୍କ ଭିତରେ ଏମିତି ଗୋଟିଏ ପୁସ୍ତକ ଅଛି ଯାହାକୁ ବହିମାନଙ୍କ ଭିତରେ ସର୍ବୋତ୍କୃଷ୍ଟ ବୋଲି କୁହାଯାଏ। ଏବେ ଜାଣିବା ସେ ବହିର ବୃତ୍ତାନ୍ତ। ଅାଜିକୁ କେତେ ଶହ ବର୍ଷ ତଳେ ଜଣେ ସୁଫୀ ଗୁରୁ ତାଙ୍କର ଯୋଗ୍ୟତମ ଚେଲାକୁ ଗୋଟିଏ ବହି ଦେଇ କହିଲେ- ପୃଥିବୀରେ ଯାହା କିଛି ପଢ଼ିବା ଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଉତ୍ତମ ବିଚାର

ଏହି ନିର୍ବାଚନରେ ପ୍ରିୟଙ୍କାଙ୍କୁ ଲଢ଼ିବାକୁ ସୁଯୋଗ ଦିଆ ଯାଇନାହିଁ, ଯଦିଓ ସେ ଦଳର ସାଧାରଣ ସଂପାଦକ ଏବଂ ପ୍ରଚାର କାର୍ଯ୍ୟରେ ସଂପୂର୍ଣ୍ଣ ରୂପେ ନିୟୋଜିତ ମଧ୍ୟ। ଏହା ମଧ୍ୟ ଉତ୍ତମ ବିବେଚନାବୋଧର ପରିଚୟ ଦେଇଥାଏ। ଏହା ଦ୍ବାରା ସେ କେବଳ ନିର୍ବାଚନ ପ୍ରଚାର ଦାୟିତ୍ବରେ ହିଁ ସଂପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ଗ୍ରାମୀଣ ପାରିଶ୍ରମିକ ଓ ଦରବୃଦ୍ଧି

ସେଣ୍ଟର୍‌ ଫର ମନିଟରିଙ୍ଗ୍‌ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ)ର ତଥ୍ୟ ଅନୁସାରେ ଗ୍ରାମାଞ୍ଚଳରେ ପାରିଶ୍ରମିକ ହ୍ରାସ ପାଇବା ସହିତ ଉଚ୍ଚ ଦରବୃଦ୍ଧିର ଧାରା ଏକ ଚିନ୍ତାଜନକ ଦୁଃସ୍ଥିତି ସୃଷ୍ଟି କରିଛି। ଏ ବର୍ଷ ଫେବ୍ରୁଆରି ପୂର୍ବ ୨୭ ମାସ ମଧ୍ୟରୁ ୨୫ ମାସରେ ଗ୍ରାମାଞ୍ଚଳର ବାସ୍ତବ ପାରିଶ୍ରମିକ…
ଅଧିକ ଖବର ଦେଖନ୍ତୁ...

ଅନ୍ତରର ଛାଟ

ଗୋଟିଏ ଅମାନିଅା ବଳଦ ଥିଲା। ତାକୁ ସାବାଡ଼ କରିବା ଲାଗି ତା’ର ମାଲିକ ଗୋଟିଏ ଛାଟ ରଖିଥିଲା। ସେ ଛାଟର ପାହାର ପଡ଼ିବା ମାତ୍ରକେ ବଳଦର ସାରା ଦେହରେ ଯନ୍ତ୍ରଣାର ତରଙ୍ଗ ବିଜୁଳି ଭଳି ଖେଳି ଯାଉଥିଲା। ତା’ ଅାଖିରୁ ଲୁହ ଝରି ଅାସୁଥିଲା। ତା’ର ଦୁଃଖ ଅାହୁରି ବଢ଼ି ଯାଉଥିଲା, ଯେତେବେଳେ ଛାଟଟି…
ଅଧିକ ଖବର ଦେଖନ୍ତୁ...

ସନ୍ଦିଗ୍‌ଧ ତ୍ରାଣକର୍ତ୍ତା

କରୋନାରେ ତ୍ରାହି ତ୍ରାହି ଚିତ୍କାର କରୁଥିବା ଜନସାଧାରଣ ଭାକ୍‌ସିନ୍‌ଗୁଡ଼ିକୁ ଅଗତ୍ୟା ବିକଳରେ ଆଲିଙ୍ଗନ କରି ପକାଇଥିଲେ ସିନା, ପାନ୍‌ଡେମିକ୍ ଦୂର ହେବା ପରେ ଡାକ୍ତର ଚେନ୍‌ଙ୍କ ଅନୁଧ୍ୟାନ ଅନୁସାରେ ସେହି ତ୍ରାଣକର୍ତ୍ତା ଭାକ୍‌ସିନ୍‌କୁ ସନ୍ଦିଗ୍‌ଧ କରି ପକାଇଛନ୍ତି; ଏବଂ ତାହାକୁ ବଳ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଦୃଷ୍ଟି: ଗାନ୍ଧୀ କିଏ କି?

ଗୋଲ ଟେବୁଲ ବୈଠକରେ ଯୋଗ ଦେବାକୁ ଏସ୍ ଏସ୍ ରାଜପୁତନା ଜାହାଜରେ ଗାନ୍ଧୀଜୀ ୧୯୩୧ ମସିହା ସେପ୍‌ଟେମ୍ବର ୧୨ ତାରିଖରେ ଲଣ୍ଡନରେ ପହଞ୍ଚିଥିଲେ। ଏ ସମ୍ପର୍କରେ ଏକ ଖବର ‘ଡେଲି ମେଲ୍’ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା। ଖବରରେ ଉଲ୍ଲେଖ ଥିଲା, ଶ୍ରୀଯୁକ୍ତ ଗାନ୍ଧୀଙ୍କର ବଡ଼ ଏକ ବାକ୍ସକୁ ମରସେଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥନାର ରୂପରେଖ

ଜଣେ ରାଜାଙ୍କୁ ତାଙ୍କ ରାଜ୍ୟକୁ ବୁଲି ଆସିଥିବା ଜଣେ ପରିବ୍ରାଜକ ପଚାରିଲେ- ମହାରାଜ, ମୁଁ ଦେଖିଲି ଆପଣ ଅତି ପ୍ରାତଃ କାଳରୁ ଉଠି ଭକ୍ତି ସହକାରେ ଅନେକ ସମୟ ଧରି ପ୍ରାର୍ଥନା କରୁଛନ୍ତି। ସେଥିରେ ଆପଣ ଈଶ୍ବରଙ୍କୁ କ’ଣ ମାଗନ୍ତି? ରାଜା କହିଲେ- ମୁଁ ଆମ ଉଆସର ଦ୍ବାରପାଳଠାରୁ ଆରମ୍ଭ କରି ଆମ…
ଅଧିକ ଖବର ଦେଖନ୍ତୁ...

କୁଳାଙ୍ଗାର!

ମହିଳା ଏବଂ ନାବାଳିକାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ପ୍ରସଙ୍ଗ ରାଜନୈତିକ ବିରୋଧ ବା ଆଦର୍ଶଗତ ପାର୍ଥକ୍ୟ ନିର୍ବିଶେଷରେ ଅସହନୀୟ ହେବା ଉଚିତ; ଯାହା ଆମ ଦେଶରେ ପ୍ରାୟତଃ ହୋଇ ନ ଥାଏ। ଏଭଳି ଭାବେ କୁଳାଙ୍ଗାରମାନେ ନିଜକୁ କୁଳ-ରତ୍ନ ବୋଲି ମଣିବାର ବିଭ୍ରାନ୍ତିରେ ରହନ୍ତି। ଏବଂ ଏଭଳି…
ଅଧିକ ଖବର ଦେଖନ୍ତୁ...

ସରସ ରସ: ପାପୀ ପେଟର ପ୍ରଶ୍ନଟିଏ

ଭୋଜନ ଓ ଉପବାସ- ଦୁଇଟି ପରସ୍ପର ବିରୋଧୀ ବିଷୟ ହେଲେ ମଧ୍ୟ ଉଭୟର ସଂପର୍କ ପେଟ ସହିତ। ପେଟର କଥା ଉଠିଲେ ଭୋକର କଥା ସ୍ବତଃ ମନକୁ ଆସେ। ଭୋଜନ ଓ ଉପବାସ ରହିଥାନ୍ତି ଭୋକର ଦୁଇ ପାର୍ଶ୍ବରେ। ମନୁଷ୍ୟ ଯାହା ବି କରେ ତା’ର କେନ୍ଦ୍ରରେ ଥାଏ ପେଟର ଭୋକ। ପେଟ ପାଇଁ ନାଟ କରୁକରୁ ପେଟ ମାଧ୍ୟମରେ ନାଟ…
ଅଧିକ ଖବର ଦେଖନ୍ତୁ...