ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ବାବୁ ଗାଁକୁ ଯିବେ?

ଜିଲ୍ଲାପାଳ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଏବଂ ଶାସନକୁ ସାଧାରଣ ଲୋକଙ୍କ ସହ ଯୋଡ଼ିବା ଲାଗି ଅମଲାତନ୍ତ୍ରର ବାବୁ ମାନଙ୍କୁ ଆହ୍ଵାନ ଜଣାଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି ଉପରୁ ତଳ…
ଅଧିକ ଖବର ଦେଖନ୍ତୁ...

ଅବ୍ୟବସ୍ଥାର ଧାରା ଭାଙ୍ଗିବ?

ନଭେମ୍ବର ପହିଲାରୁ ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ମହୋଦୟ ଉଭୟ ଖରିଫ ଓ ରବିଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାର ରୂପରେଖ ସମ୍ପର୍କରେ ସୂଚନା ଦେଇ ରାଜ୍ୟର ଚାଷୀକୁଳକୁ ଆଶ୍ୱସ୍ତ କରିବାକୁ ଚାହିଁଛନ୍ତି ଯେ, ଏଥର ଧାନ ଖର୍ଦ୍ଦି ଓ ବିକ୍ରି କାରବାର…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ଅଗ୍ନିପରୀକ୍ଷା

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣାର ଦୁଇ ସପ୍ତାହ ପରେ ନିର୍ବାଚନ କମିସନ୍‌ ୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭା ପାଇଁ ନିର୍ବାଚନ ସୂଚୀ ଜାରି କରିଛନ୍ତି। ଡିସେମ୍ବର ୯ ଓ ୧୪ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୧୮ରେ ମାସକ ପୂର୍ବରୁ ମତଦାନ…
ଅଧିକ ଖବର ଦେଖନ୍ତୁ...

ସମ୍ରାଟ୍‌ ସି!

‘‘ଲେତାତ୍‌ ସେମୁଆଁ’’ (‘ଆଇ ଆମ୍‌ ଦି ଷ୍ଟେଟ୍‌’- ‘ମୁଁ ହିଁ ହେଉଛି ରାଷ୍ଟ୍ର’)। ‘ରାଜପଦ ହେଉଛି ଦୈବୀ ଅଧିକାର’ ତତ୍ତ୍ୱର ଅନ୍ୟତମ ପ୍ରମୁଖ ପ୍ରବର୍ତ୍ତକ ସପ୍ତଦଶ ଶତାବ୍ଦୀ ଏବଂ ଅଷ୍ଟାଦଶ ଶତାବ୍ଦୀରେ ଦୀର୍ଘକାଳ ଧରି ଫ୍ରାନ୍‌ସର ଏକଛତ୍ର ଶାସକ ଥିବା ବୋର୍ବନ୍‌ ବଂଶର ସମ୍ରାଟ ଚତୁର୍ଦ୍ଦଶ ଲୁଇ…
ଅଧିକ ଖବର ଦେଖନ୍ତୁ...

ବାଏ ବାଏ ବାଈ!

ଭାରତର ସମ୍ବିଧାନ ତା’ର ନାଗରିକମାନଙ୍କୁ ପ୍ରଦାନ କରିଥିବା ମୌଳିକ ଅଧିକାରମାନ ତଥା ତାହା ନିଶ୍ଚିତ କରିବା ପାଇଁ ପ୍ରଣୀତ ଅସୁମାରି ଆଇନମାନଙ୍କୁ ଦେଖି କୁହାଯାଇଥାଏ ଯେ ‘ଭାରତ ହେଉଛି ଏପରି ଏକ ତୃତୀୟ ବିଶ୍ୱ ଦେଶ ଯାହାର ନାଗରିକମାନେ ପ୍ରଥମ ବିଶ୍ୱ ଅଧିକାର ଉପଭୋଗ କରିଥାନ୍ତି’। ଅବଶ୍ୟ ଏବେ ଆଉ…
ଅଧିକ ଖବର ଦେଖନ୍ତୁ...

ପିତା କିଏ?

ଜିଏସ୍‌ଟି ଯଦି ଏକ ଟିକସ ନହୋଇ ରୋହିତ ଶେଖର ଶର୍ମା କିମ୍ବା ସଞ୍ଜିତା ଢାଲିଙ୍କ ପରି ଜଣେ ବ୍ୟକ୍ତି ହୋଇଥାନ୍ତା, ତେବେ ଗତ ସପ୍ତାହ ଆରମ୍ଭରେ ଗୁଜରାଟର ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିବା ପରେ ନିଜର ପିତାଙ୍କ ପରିଚୟ ଜାଣିବା ଉଦ୍ଦେଶ୍ୟରେ ଡିଏନ୍‌ଏ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ର ପ୍ରତି ମୋହଭଙ୍ଗ?

ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଭାବେ ଭାରତର ଆନ୍ତର୍ଜାତିକ ସମୁଦାୟରେ ଏକ ସ୍ୱତନ୍ତ୍ର ସମ୍ମାନ ତଥା ମର୍ଯ୍ୟାଦା ରହିଛି। ବିଶ୍ୱବାସୀଙ୍କ ନଜରରେ ଭାରତ ପ୍ରତିନିଧିମୂଳକ ଗଣତନ୍ତ୍ରର ଅନ୍ୟତମ ଶ୍ରେଷ୍ଠ ଉଦାହରଣ। କିନ୍ତୁ ଭାରତୀୟ ଗଣତନ୍ତ୍ର ନେଇ ଭାରତୀୟଙ୍କ ବିଚାର କ’ଣ ବଦଳୁଛି? କ’ଣ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ନିରବ ଘାତକ- ପ୍ରଦୂଷଣ

ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଦୀପାବଳି ପାଇଁ ବାଣ ବିକ୍ରି ଉପରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ନିଷେଧାଜ୍ଞା ଦିଲ୍ଲୀର ବାୟୁ ପ୍ରଦୂଷଣ ଉପରେ ବିଶେଷ କିଛି ପ୍ରଭାବ ପକାଇ ପାରିନାହିଁ। ଦୀପାବଳି ପରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଜାରି ରିପୋର୍ଟ ଅନୁଯାୟୀ ଗତ ବର୍ଷ ଅପେକ୍ଷା ଏ…
ଅଧିକ ଖବର ଦେଖନ୍ତୁ...

ଆଇଏସ୍‌ ମୃତ!

ଶେଷରେ ମାନବ ଇତିହାସରେ ନୃଶଂସତମ ଆତଙ୍କବାଦୀ ସଂଗଠନ ରୂପେ ବିବେଚିତ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌/ଆଇସିସ୍‌/ଆଇସିଲ୍‌)ର ପତନ ଘଟିଥିବା ସମ୍ବାଦ ପ୍ରସାରିତ ହୋଇ ପୃଥିବୀ ସାରା ଏକ ଆଶ୍ୱସ୍ତିର ବାତାବରଣ ସୃଷ୍ଟି କରିଛି। ମଙ୍ଗଳବାର ଦିନ ସିରିଆର ଉତ୍ତର ଭାଗରେ ଅବସ୍ଥିତ ‘ରାକ୍‌କା’ ସହର…
ଅଧିକ ଖବର ଦେଖନ୍ତୁ...

ବିପନ୍ନ ତ୍ରିରଙ୍ଗା

୧୯୪୭ ଅକ୍ଟୋବର ୨୬ ତାରିଖ ଦିନ ଜମ୍ମୁ, କଶ୍ମୀରର ଶାସକ ମହାରାଜା ହରି ସିଂହ ସ୍ୱାଧୀନ ଭାରତ ସହିତ ତାଙ୍କ ରାଜ୍ୟର ମିଶ୍ରଣ ପାଇଁ ଚୁକ୍ତିନାମା (ଇନ୍‌ଷ୍ଟମେଣ୍ଟ୍‌ ଅଫ୍‌ ଆକ୍‌ସେସନ୍‌) ସ୍ୱାକ୍ଷର କରି ଜମ୍ମୁ, କଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିଦେଇଥିଲେ। ଜାତୀୟତାବାଦୀ…
ଅଧିକ ଖବର ଦେଖନ୍ତୁ...