ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ଦୀପାବଳି: ଏକ ନୂତନ ଚେତନା ଜାଗରଣର ପର୍ବ

ଦୀପାବଳି ଭାରତବାସୀଙ୍କ ଅତି ପ୍ରିୟ ପର୍ବ। ପ୍ରତ୍ୟେକ ପର୍ବକୁ ପାଳନ କରିବାରେ ଲୁକ୍କାୟିତ ଥାଏ ଆଧ୍ୟାତ୍ମିକ ଗୁଢ଼ ରହସ୍ୟ। ଏହାକୁ ହୃଦୟଙ୍ଗମ କଲେ, ଏକ ନୂତନ ଚେତନା ମନ ଭିତରେ ସଞ୍ଚରିତ ହୁଏ। ଦୀପାବଳି କାର୍ତିକ ମାସର ଅମାବାସ୍ୟା ତିଥି ପାଳିତ ହୁଏ ଅର୍ଥାତ୍‌ ଅନ୍ଧକାର ରାତିରେ। ଅନ୍ଧକାରକୁ…
ଅଧିକ ଖବର ଦେଖନ୍ତୁ...

ନବଭାରତର ନିର୍ମାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀ

ସମାଜକୁ ସଂସ୍କାରଗ୍ରସ୍ତ ହେଲେ ଜଣେ ସମାଜ ସଂସ୍କାରକଙ୍କର ଆବଶ୍ୟକତା ପଡ଼ିଥାଏ। ସେମିତି ଜଣେ ସଂସ୍କାରକ ହେଉଛନ୍ତି ସ୍ବାମୀ ଦୟାନନ୍ଦ ସରସ୍ବତୀ। ଭାରତ ବର୍ଷ ଯେତେବେଳେ ଅନ୍ଧବିଶ୍ବାସ, ମୂର୍ତ୍ତିପୂଜା, ଅଜ୍ଞାନତା ଓ କୁସଂସ୍କାର ରୂପି ଅନ୍ଧକାରରେ ଆଚ୍ଛନ୍ନ ଥିଲା, ସେତେବେଳେ ଯେଉଁ…
ଅଧିକ ଖବର ଦେଖନ୍ତୁ...

ଦେଖିବାର ବାଗ

ବସ୍ତୁକୁ ବସ୍ତୁ ଦୃଷ୍ଟିରେ ଦେଖିବାରୁ ଜନ୍ମ ନିଏ ସତ୍ୟାନୁସନ୍ଧାନ। ବସ୍ତୁ ଉପରେ ଜଣେ ନିଜର ବିଚାର, ପୂର୍ବ ଧାରଣା, ମୂଲ୍ୟାଙ୍କନ ଇତ୍ୟାଦି ଆରୋପିତ ନ କରିବା କାରଣରୁ ବସ୍ତୁ ବାସ୍ତବିକ ଯାହା, ସେଭଳି ଦେଖାଯାଏ। ଏହା ଶୁଦ୍ଧ ଦୃଷ୍ଟିକୁ ଜନ୍ମ ଦିଏ। ଏହା ହିଁ ଆଧୢାତ୍ମର ପ୍ରଥମ ସୋପାନ। ଅହରହ…
ଅଧିକ ଖବର ଦେଖନ୍ତୁ...

ମୁଲ୍ଲାଙ୍କ ଚାଲାକି

ଲୋକେ ଭାବନ୍ତି ଯେ ବହୁତ ବିଚାର କରି ଅତି ଚାଲାକିର ସହିତ କୌଣସି କାର୍ଯ୍ୟ କଲେ ସବୁ କିଛି ଭଲ ହୁଏ। ଏ ବାବଦରେ କଥା ଚାଲିଥିବା ବେଳେ ୟୁଜିକେ ଏହି କଥାଟି କହିଥିଲେ। ମୁଲ୍ଲା ନସିରୁଦ୍ଦିନ ଗୋଟିଏ କାରଖାନାରେ କାମ କରୁଥିଲେ। ଥରେ ଗୋଟିଏ ଦୁର୍ଘଟଣାରେ ମୁଲ୍ଲାଙ୍କ ହାତ ମେସିନ ଭିତରେ…
ଅଧିକ ଖବର ଦେଖନ୍ତୁ...

ପୋତି ହୋଇ ପଡୁଥିବା ହୀରାକୁଦ

ଏବେ ହୀରାକୁଦ ଜଳଭଣ୍ତାରରେ ବିପୁଳ ପରିମାଣରେ ପଟୁ ମାଟି ଜମା ହୋଇଥିବା ଯୋଗୁ ତାହାର ଜଳଧାରଣ କ୍ଷମତା ବହୁ ମାତ୍ରାରେ ହ୍ରାସ ପାଇଛି। ତେଣୁ, ଏହା ଉଦ୍‌ବେଗର କାରଣ ହୋଇଛି। ଏ ସମସ୍ୟାର ସମାଧାନ ଲାଗି ନିକଟରେ ଓଡ଼ିଶା ଓ ପ‌ଡ଼ୋଶୀ ଛତିଶଗଡ଼ ରାଜ୍ୟର ଜଳସ˚ପଦ ବିଭାଗର ପଦସ୍ଥ ଅଧିକାରୀମାନେ…
ଅଧିକ ଖବର ଦେଖନ୍ତୁ...

ପଳାୟନ କର

ଗୋଟିଏ ଛୋଟ ଗାଁ ଥିଲା। ଥରେ ସେ ଗାଁ ଉପରେ ଶତ୍ରୁ ଆକ୍ରମଣ କରିବେ ବୋଲି ଶୁଣାଗଲା। ଛୋଟ ଗାଁର ଲୋକେ ପାଖରେ ରହୁଥିବା ଜଣେ ସାଧୁଙ୍କ ଶରଣ ପଶିଲେ। ସାଧୁ କହିଲେ- ଚିନ୍ତା ନାହିଁ। ତୁମ ଗାଁର ସବୁ ଲୋକ ମୋ ପାଖକୁ ଆସ। ମୁଁ ତୁମମାନଙ୍କୁ ଯୋଦ୍ଧାରେ ପରିଣତ କରିଦେବି। ସତକୁ ସତ ପର ଦିନ…
ଅଧିକ ଖବର ଦେଖନ୍ତୁ...

ନଦୀରେ ନୀଳ ଜହର

ଦ୍ରୁତ ଜନସ˚ଖ୍ୟା ବୃଦ୍ଧି, ଶିଳ୍ପାୟନ, ଯାନବାହାନ ସ˚ଖ୍ୟା ବୃଦ୍ଧି, ଜଙ୍ଗଲ ଧ୍ବ˚ସ ତଥା ବିଭିନ୍ନ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର ହେତୁ ପୃଥିବୀର ନଦୀ ଓ ସମୁଦ୍ର ଜଳ ତଥା ବାୟୁମଣ୍ତଳ ପ୍ରଦୂଷିତ। ଗତ ଶତାବ୍ଦୀର ଅଷ୍ଟମ ଦଶକରେ ଷ୍ଟକହୋମ ସମ୍ମିଳନୀରେ ପୃଥିବୀର ଅନେକ ଦେଶ ଏ ସମସ୍ୟା ନେଇ…
ଅଧିକ ଖବର ଦେଖନ୍ତୁ...

ନିଜିନ୍‌ସ୍କିଙ୍କ ନୃତ୍ୟ

ପୃଥିବୀରେ ଏମିତି ଅନେକ କିଛି ଘଟିଯାଏ, ଯାହାକୁ କାରଣ ପରିଣାମ ତତ୍ତ୍ବ ଅନୁସାରେ ବୁଝିବାକୁ ଚେଷ୍ଟା କଲେ ବୁଝି ହୁଏନାହିଁ। ସେମିତି ଘଟଣାଟିଏ ଅନେକ ସମୟରେ ଘଟୁଥିଲା ଭାସଲାଭ ନିଜିନ୍‌ସ୍କିଙ୍କ ନୃତ୍ୟ ପ୍ରନର୍ଶନ ବେଳେ। କୁହାଯାଏ ଯେ ପୋଲିଶ୍‌-ରୁଷୀୟ ବ୍ୟାଲେ ନର୍ତ୍ତକ ନିଜିନ୍‌ସ୍କିଙ୍କ…
ଅଧିକ ଖବର ଦେଖନ୍ତୁ...

ଅଲୌକିକତା ଓ ବାସ୍ତବତା

ହିନ୍ଦୀ ସିନେମା ‘ରଏ’ର ଗୋଟିଏ ସ˚ଳାପ ଏହିପରି- ‘ଦୁନିଆର କୌଣସି ଘଟଣା ଆକସ୍ମିକ ନୁହେଁ, ସବୁ ଘଟଣା କାରଣ ଜଡ଼ିତ।’ ଅର୍ଥାତ୍‌ ସବୁ ଘଟଣା ପଛରେ କିଛି କାରଣ ରହିଛି। ଏହି ପରିପ୍ରେକ୍ଷୀରେ ଆମ ସମାଜରେ ଅଲୌକିକତା ଉପରେ ରହିଥିବା ଗଭୀର ବିଶ୍ବାସ ପ୍ରସଙ୍ଗରେ କିଞ୍ଚିତ ଆଲୋଚନା କରାଯାଉ।…
ଅଧିକ ଖବର ଦେଖନ୍ତୁ...

ଆମ ସମସ୍ୟା ଓ ସମାଧାନ

ସମସ୍ୟା ଆଦୌ ନ ଥିବ, ଏଭଳି ମଣିଷ ଏ ସ˚ସାରରେ ପ୍ରାୟ ନାହାନ୍ତି। କେବଳ କଫିନ୍‌ ଭିତରେ ଶୋଇଥିବା ବା ମଶାଣିରେ ପୋଡ଼ା ହେଉଥିବା ମଣିଷର କୌଣସି ସମସ୍ୟା ନଥାଏ; ଅର୍ଥାତ୍‌ ସମସ୍ୟାର ସ୍ଥିତି ହିଁ ଜୀବନ ଥିବାର ସଙ୍କେତ। ତେବେ, ଏମିତି ଅନେକ ସମସ୍ୟା ଅଛି, ଯାହା ଆମ ନିୟନ୍ତ୍ରଣରେ ନାହିଁ,…
ଅଧିକ ଖବର ଦେଖନ୍ତୁ...