ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ଅନୁକୂଳ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା

ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖରେ ସାରା ବିଶ୍ବ ଅନ୍ତର୍ଜାତୀୟ ବିପର୍ଯ୍ୟୟ ବିପତ୍ତି ପ୍ରଶମନ ଦିବସ ପାଳନ କରିଥାଏ। ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ହ୍ରାସ କରିବା ଉଦ୍ଦେଶ୍ୟରେ ବିଶ୍ବବ୍ୟାପୀ ବିଭିନ୍ନ ଦେଶର ସରକାର ଓ ସଂଗଠନ ଏହି ଦିବସକୁ ପାଳନ କରିଥାନ୍ତି। ବିଶ୍ବର ସବୁଆଡେ ପ୍ରତ୍ୟେକ ଓ…
ଅଧିକ ଖବର ଦେଖନ୍ତୁ...

ମୁଲ୍ଲାଙ୍କ ସମୀକ୍ଷା

ଉଜ୍‌ବେକିସ୍ତାନ ରାଜା ମୁଲ୍ଲା ନସିରୁଦ୍ଦିନଙ୍କୁ ରାଜଦରବାରରେ ନିଯୁକ୍ତ କଲେ। ରାଜା କହିଲେ- ମୁଲ୍ଲା, ତୁମର ବିଚାର ଶକ୍ତି ଭାରି ତୀକ୍ଷ୍‌ଣ। ତୁମେ ରାଜ କର୍ମଚାରୀମାନଙ୍କ କାମର ସମୀକ୍ଷା କରିବ। ପ୍ରତ୍ୟେକ ଦିନ ରାଜା ଦରବାରକୁ ଆସିଲା ବେଳକୁ ପାରିଷଦ ବର୍ଗ ଉପସ୍ଥିତ ହୋଇ ଯେ ଯାହା କାମରେ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ: ବିଚ୍ଛେଦ ନା ବିଳାସ

‘ତୁମେ ଆସିବାକୁ ଅଯଥା ଡେରି କରିଦେଲ। ଏଇ ପନ୍ଦର ମିନିଟ ଆଗରୁ ମୁଖ୍ୟମନ୍ତ୍ରୀ ଚାଲିଗଲେ। ଅନେକ ମନ୍ତ୍ରୀ ବି ଆସିଥିଲେ। ଟିକିଏ ଆଗରୁ ଆସିଥିଲେ ଦେଖା ହୋଇ ଯାଇଥାଆନ୍ତା।’ ଏଇ ତିନିଟି ବାକ୍ୟ ମୋର ଜଣେ ସୁହୃଦ୍‌ ୧୯୮୪ ମସିହାରେ, ଆଜକୁ ୩୫ ବର୍ଷ ତଳେ କହିଥିଲେ। ସେଦିନ ତାଙ୍କ ବଡ଼ଭାଇଙ୍କର…
ଅଧିକ ଖବର ଦେଖନ୍ତୁ...

ପିତା ହେବାର ଶିକ୍ଷା

ପିଲା ଟିକିଏ ବଡ଼ ହୋଇ ଆସିଲା ବେଳକୁ ତାକୁ କେମିତି ଉପଯୁକ୍ତ ଶିକ୍ଷା ଓ ସ˚ସ୍କାର ଦେଇ ବଢ଼ାଇବେ ସେ ନେଇ ବାପା ଓ ମାଆ ବ୍ୟସ୍ତ ହୋଇପଡ଼ିଲେ। ସେମାନେ ସ୍ଥିର କଲେ ଯେ ପିଲାକୁ ଅଧିକ ଗେଲବସର ନ କରି ଦରକାର ପଡ଼ିଲେ ଦଣ୍ତ ଦେଇ ତାଙ୍କୁ ଶୃଙ୍ଖଳିତ, ମାର୍ଜିତ ତଥା ସୁସ˚ସ୍କୃତ କରିବେ। ସେମାନେ…
ଅଧିକ ଖବର ଦେଖନ୍ତୁ...

ଜଣେ ‘ସିରିଏଲ୍‌ କିଲର୍‌’ ସମ୍ପର୍କରେ

ଯୁକ୍ତରାଷ୍ଟ୍ର ଆମେରିକାର ଲୁଇଭିଲେଠରେ ଧରାପଡ଼ିଥିବା ୭୯ ବର୍ଷ ବୟସ୍କ ସାମୁଏଲ୍ ଲିଟଲକୁ ଆମେରିକା ଇତିହାସ‌ର ଜଘନ୍ୟତମ ‘ସିରିଏଲ୍‌ କିଲର’ ଭାବେ ଅଭିହିତ କରାଯାଉଛି। ୧୯୭୦ରୁ ୨୦୦୫ ମଧ୍ୟରେ ସେ ୯୩ ଜଣଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଛି। ଏତିକି ବେଳେ ମନରେ ପ୍ରଶ୍ନ ଉଠେ ଯେ ଜଣେ…
ଅଧିକ ଖବର ଦେଖନ୍ତୁ...

ଦୂତର ଚିକିତ୍ସା

ଥରେ ଜେନ୍‌ ଗୁରୁ ନେନେ ଓ ହା ହୁଇ ଏକାଠି ବସିଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କ ନିକଟରେ ପହଞ୍ଚି କହିଲେ ଯେ ତାଙ୍କର ପରମ ଶତ୍ରୁ ହେଉଛି କ୍ରୋଧ। କଥା କଥାକେ ସେ ରାଗି ଯାଉଛନ୍ତି। ଏ ସମସ୍ୟାର କିଭଳି ସମାଧାନ ହେବ, ତାହା ସେ ଜାଣିବାକୁ ଚାହାନ୍ତି। ଏହା ଶୁଣି ହା ହୁଇ କ୍ରୋଧକୁ କେମିତି…
ଅଧିକ ଖବର ଦେଖନ୍ତୁ...

ପରିବେଶ, ପ୍ରଗତି ଏବଂ ଗାନ୍ଧୀଙ୍କ ବାର୍ତ୍ତା

ଜାତିସଙ୍ଘର ୨୦୧୯ ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀ ସେପ୍ଟେମ୍ବର ୨୧ ରୁ ୨୩ ମଧ୍ୟରେ ନ୍ୟୁୟର୍କରେ ଅନୁଷ୍ଠିତ ହୋଇଛି। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ରୋକିବା ଏବଂ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକକୁ ନିଷିଦ୍ଧ ଘୋଷଣା କରିବା ପାଇଁ ବିଶ୍ୱକୁ ଆହ୍ୱାନ…
ଅଧିକ ଖବର ଦେଖନ୍ତୁ...

ଆମ ବଣ୍ଟାବଣ୍ଟି ଯୋଜନା

ଏବେ ଦିଲ୍ଲୀର କେଜରିଵାଲ୍‌ ସରକାର ଦୁଇଶ’ ୟୁନିଟ୍‌ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଜୁଳି ବିଲ୍‌ ମାଗଣା ଏବ˚ ଦୁଇଶ’ରୁ ଚାରିଶ’ ପର୍ଯ୍ୟନ୍ତ ବିଲକୁ ଶତକଡ଼ା ପଚାଶ ଛାଡ଼ ବୋଲି ଘୋଷଣା କରିଛନ୍ତି। ୟା’ ପୂର୍ବରୁ ପାଣି ବ୍ୟବହାରକୁ ମାଗଣା ବୋଲି ସରକାରୀ ଘୋଷଣା ହୋଇସାରିଛି। ତାମିଲନାଡ଼ୁ ସରକାର…
ଅଧିକ ଖବର ଦେଖନ୍ତୁ...

ମୋ ପାଖରେ ଆସନ କାହିଁ?

ଜଣେ ରାଜା ନିଜର ମନ୍ତ୍ରୀ ଓ ପାରିଷଦବର୍ଗଙ୍କୁ ଧରି ଏକ ଦୂର ତୀର୍ଥ ସ୍ଥଳକୁ ଯାତ୍ରା କଲେ। ତୀର୍ଥ ସ୍ଥଳ ପରିଦର୍ଶନ ପରେ ରାଜା ବିଚାର କଲେ ଯେ ସେଇ ସ୍ଥାନରେ ରହୁଥିବା ଜଣେ ପ୍ରସିଦ୍ଧ ସାଧୁଙ୍କ ସହିତ ସାକ୍ଷାତ କରିବେ। ସୁତରା˚, ରାଜା ସାଧୁଙ୍କ ଆଶ୍ରମରେ ପହଞ୍ଚିଲେ। ଆଶ୍ରମରେ ସାଧୁ ଭୂମି…
ଅଧିକ ଖବର ଦେଖନ୍ତୁ...

ଆମାଜନ ନିଆଁ ଠାରୁ ଆମ ଜଙ୍ଗଲ ନିଆଁ ଯାଏ

ଦକ୍ଷିଣ ଆମେରିକାସ୍ଥ ବ୍ରାଜିଲ୍‌ରେ ଥିବା ଆମାଜନ ବର୍ଷା ବନ(Rain Forest)ରେ ଗତ କିଛି ଦିନ ହେଲା ସର୍ବଗ୍ରାସୀ ଲେଲିହାନ ନିଆଁ ଜଳୁଛି। ଗଲା ସେପ୍‌ଟେମ୍ବର ୧୧ ତାରିଖ ସୁଦ୍ଧା ପ୍ରାୟ ୮୮ ହଜାର ଛୋଟବଡ ନିଆଁ ଲାଗି ଏହି ଜଙ୍ଗଲ ଜଳିପୋଡ଼ି ପାଉଁଶ ହେବାରେ ଲାଗିଛି। ବ୍ରାଜିଲ୍‌ରେ ଚେରା‌ଡ଼ୋ ବା…
ଅଧିକ ଖବର ଦେଖନ୍ତୁ...