ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଧର୍ମେନ୍ଦ୍ରଙ୍କ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ବିଜେପି ରାଜ୍ୟ ସଭାପତି ନନ୍ଦ କୁମାର ସିଂହ ଚୌହାନଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ପିସିସି ସଭାପତିଙ୍କ ଇସ୍ତଫା ଅଗ୍ରାହ୍ୟ ନେଇ ଏଆଇସିସିରେ ନିଷ୍ପତ୍ତି ନିଆଯାଇନାହିଁ: ତାରା

ଭୁବନେଶ୍ୱର : ଗତକାଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଗ୍ରାହ୍ୟ କରିଦେଇଛି ଓ ସେ (ସଭାପତି) ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ହଟିବେନି ବୋଲି ପିସିସି ନେତ୍ରୀ ସନ୍ଧ୍ୟା ମହାପାତ୍ର କହଥିଲେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ମଧ୍ୟପ୍ରଦେଶରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏଥି ପାଇଁ ସେ ଭୋପାଳରେ ପହଞ୍ଚିଛନ୍ତି। ଆଜି ମଧ୍ୟପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଓ ଅନ୍ୟ ମନ୍ତ୍ରୀ, ଦଳୀୟ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ର ସମସ୍ତ ୯୦ ଆସନରେ ପ୍ରାର୍ଥୀ ଦେବ ଆମ୍‌ ଆଦମୀ ପାର୍ଟି: କେଜ୍ରିଓ୍ଵାଲ୍‌

ରାୟପୁର: ଆମ୍‌ ଆଦମୀ ପାର୍ଟି ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ସମସ୍ତ ୯୦ ଆସନରେ ପ୍ରାର୍ଥୀ ଦେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସଂଯୋଜକ ଅରବିନ୍ଦ ଅଗ୍ରଓ୍ଵାଲ ରବିବାର ଏହା କହିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି, ଏଥିପାଇଁ ଦଳ ପ୍ରସ୍ତୁତ ହୋଇ ସାରିଛି। ଛତିଶଗଡ଼ର ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚିତ ୧୭୦୦ରୁ ଅଧିକ ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଛି ୩,୦୪୫ ଅପରାଧିକ ମାମଲା: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଂପ୍ରତି ନିର୍ବାଚିତ ହୋଇ କ୍ଷମତାରେ ଥିବା ୧୭୦୦ରୁ ଅଧିକ ସାଂସଦ ଓ ବିଧାୟକଙ୍କ ବିରୋଧରେ ୩,୦୪୫ଟି ଅପରାଧିକ ମାମଲା ଦେଶର ବିଭିନ୍ନ ନ୍ୟାୟାଳୟମାନଙ୍କରେ ବିଚାରାଧୀନ ରହିଛି ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି। ଅପରାଧିକ ମାମଲା ରହିଥିବା ସାଂସଦ ଓ…
ଅଧିକ ଖବର ଦେଖନ୍ତୁ...

ୟୁପି ଉପ ନିର୍ବାଚନ ଆଜି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଖାଲି ପଡ଼ିଥିବା ଦୁଇଟି ଲୋକସଭା ଆସନ ଗୋରଖପୁର ଓ ଫୁଲପୁର ନିର୍ବାଚନମଣ୍ଡଳୀ ପାଇଁ ରବିବାର ମତଦାନ ହେବ ଏବଂ ୧୪ ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁର ଆସନ ଏବଂ ଉପମୁଖ୍ୟମନ୍ତ୍ରୀ ହେବା ପରେ କେଶବ…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ବିଜେପିର ସମାଲୋଚନା

ଭୁବନେଶ୍ୱର : ଜନଜାତିମାନଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନକୁ ସମାଲୋଚନା କରିଛି ବିଜେପି। ଜନଜାତିଙ୍କ ବିକାଶ ପାଇଁ ନୁହେଁ, ବରଂ ନିଜ ଦଳୀୟ ନେତାଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ପରିଷଦ ଗଠନ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି । ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ନଜର ନାହିଁ; ବିଜେଡି ଓ ବିଜେପି ଆଡ଼େ ମୁହାଁଇଲେଣି ନେତା !

ଭୁବନେଶ୍ୱର(ସରୋଜ ଦାଶ) : ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟ ଲାଭ କରିଛନ୍ତି। ସେ ଲକ୍ଷାଧିକ ଭୋଟ୍‌ ପାଇଥିବା ବେଳେ ଗତ ନିର୍ବାଚନଠାରୁ ପ୍ରାୟ ୩୦ ହଜାର ଅଧିକ ଭୋଟ୍‌ ପାଇ ବିଜେପି ମଧ୍ୟ ନିଜ ଶକ୍ତିକୁ ଆକଳନ କରିବାରେ ସୁଯୋଗ ପାଇଛି। ମାତ୍ର ବିଡ଼ମ୍ବନା ହେଉଛି,…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ରାଜନୀତିରେ ଯୋଗଦାନ ପ୍ରସଙ୍ଗରେ କ’ଣ କହିଲେ ସୋନିଆ, ଜାଣନ୍ତୁ…

ମୁମ୍ବାଇ: ଭାରତୀୟ ରାଜନୀତି ଏବଂ ବିଶେଷ ଭାବେ କଂଗ୍ରେସ ରାଜନୀତିରେ ଗୋଟିଏ ସବୁଠାରୁ ବଡ଼ ପ୍ରଶ୍ନ; କ’ଣ ରାଜୀବ ତନୟା ପ୍ରିୟଙ୍କା ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ? ଏ ପ୍ରଶ୍ନ ବାବଦରେ କଂଗ୍ରେସ ଦଳ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି। ଖୋଦ୍‌, ପ୍ରିୟଙ୍କା ମଧ୍ୟ ସବୁବେଳେ ହସି ହସି ନିରବରେ ଏ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଭାବେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ ଓ ସାମାଜସେବୀ ଅଚ୍ୟୁତ ସାମନ୍ତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଧାନସଭାରେ ରାଜ୍ୟସଭା ନିର୍ବାଚନର ରିଟର୍ଣ୍ଣିଂ ଅଫିସର ରାଜେଲ ପାଟିଲଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...