ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଜିଲ୍ଲାରେ ହୋଇ ପାରିଲାନି ସଂସ୍କୃତି ଭବନ: ଖର୍ଚ୍ଚ ନହୋଇ ପଡ଼ି ରହିଛି ଟଙ୍କା

ବୌଦ୍ଧ: ବୌଦ୍ଧ ଜିଲ୍ଲା ଏକ ପ୍ରାଚୀନ ଇତିହାସ ଓ ସଂସ୍କୃତିର ବାର୍ତ୍ତାବହ ହୋଇଥିଲେ ମଧ୍ୟ ଏହାର ପ୍ରାଚୀନ ସଂସ୍କୃତି ଓ କଳାକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଜିଲ୍ଲାରେ ଏକ ସଂସ୍କୃତି ଭବନ ନିର୍ମାଣ କରିବା ପାଇଁ ବହୁ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବାଜିମାତ୍‌

ଜୟପୁର : ମାର୍ଚ୍ଚ ୬ ତାରିଖରେ ହୋଇଥିବା ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବି କଂଗ୍ରେସ ନିଜର ବିଜୟ ଧାରା ବଜାୟ ରଖିଛି। ରାଜସ୍ଥାନର ସମୁଦାୟ ୩୩ଟି ଜିଲ୍ଲାରୁ ୨୧ଟି ଜିଲ୍ଲାରେ ଜିଲ୍ଲା ପରିଷଦ, ନଗର ପାଳିକା ଏବଂ ପଞ୍ଚାୟତ ସମିତି ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ତେବେ ଏହି ଉପନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେଲେ ଟିଡିପିର ୨ ମନ୍ତ୍ରୀ, ଏନଡିଏରେ ବଜାୟ ରହିବ ଟିଡିପି

ନୂଆଦିଲ୍ଲୀ : ଟିଡିପିର ଦୁଇ ମନ୍ତ୍ରୀ ପି. ଅଶୋକ ଗଜପତି ରାଜୁ ଓ ଓ୍ଵାଇ.ଏସ୍‌ ଚୌଧୁରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଆଜି ସଂଧ୍ୟାରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ଟିଡିପି ଏନଡିଏରେ ବଜାୟ ରହିବ ବୋଲି ସେମାନେ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶ କ୍ୟାବିନେଟରୁ ଇସ୍ତଫା ଦେଲେ ୨ ବିଜେପି ମନ୍ତ୍ରୀ, ଏନ୍‌ଡିଏ ମେଣ୍ଟରୁ ଓହରିଲା ଟିଡିପି!

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ପଷ୍ଟ ଭାବେ ମନା କରିଦେବା ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରୁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ୍‌ ପାର୍ଟି (ଟିଡିପି) ଓହରି ଯିବା ସହ ମୋଦି ମନ୍ତ୍ରିମଣ୍ଡଳରେ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଏନଏସି ନିର୍ବାଚନ ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ନୂଆପଡ଼ା ଏନଏସି ନିର୍ବାଚନ ଉପରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଫଳରେ ନୂଆପଡ଼ା ଏନଏସି ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୧୨ ତାରିଖରେ ହେବା ପାଇଁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ ନିକଟରେ ରାଜ୍ୟ ନିର୍ବାଚନ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

୨୯ ଥର ଦିଲ୍ଲୀ ଗଲି ଲାଭ ହେଲା ନାହିଁ: ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ବୁଧବାର ଦିନ ବିଧାନସଭାରେ ସମ୍ଭାଷଣ ଦେବା ବେଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନରେନ୍ଦ୍ର ମୋଦି ସରକାରଙ୍କର ବୈମାତୃକ ମନୋଭାବ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି। କଂଗ୍ରେସ ସଫଳତାର ସହ ସନ୍ତାନ ପ୍ରସବ କରାଇଲା କିନ୍ତୁ, ମାଆକୁ ମାରି ପକାଇଲା- ତେଲେଙ୍ଗାନା…
ଅଧିକ ଖବର ଦେଖନ୍ତୁ...

ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀ : ପ୍ରଶାନ୍ତ, ସୌମ୍ୟରଞ୍ଜନ, ଅଚ୍ୟୁତ

ଭୁବନେଶ୍ୱର : ସବୁ ପ୍ରତୀକ୍ଷା ଓ ଆକଳନର ଅବସାନ ଘଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ। ଆସନ୍ତା ୯ ତାରିଖରେ ଏହି ତିନି…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରୁ ଯିବେ ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯିବେ। ଏଥର ସେ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ହେବେ। ଆଜି ଏ ନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଛି। ଧର୍ମେନ୍ଦ୍ରଙ୍କ ବାଦ୍‌ କେନ୍ଦ୍ର ଅର୍ଥ…
ଅଧିକ ଖବର ଦେଖନ୍ତୁ...

ବିଜେଡି ମଜବୁତ୍‌ ହେବ: ଦେବାଶିଷ

କଟକ : ସୌମ୍ୟରଂଜନ ପଟ୍ଟନାୟକଙ୍କ ଯୋଗଦାନ ବିଜେଡିକୁ ମଜବୁତ କରିବ ବୋଲି କହିଛନ୍ତି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ। ବିଜେଡିରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଯୋଗଦାନକୁ ସ୍ୱାଗତ କରି ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ଶ୍ରୀ ପଟ୍ଟନାୟକ କେବଳ ଜଣେ ରାଜନେତା ନୁହନ୍ତି, ରାଜ୍ୟର ଜଣେ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ମିଶିଲେ ସୌମ୍ୟରଞ୍ଜନ, ଅଚ୍ୟୁତ

ଭୁବନେଶ୍ୱର : ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍‌ ହୋଇଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ। ସୌମ୍ୟରଞ୍ଜନଙ୍କୁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...