ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ପାଖେଇ ଆସୁଛି ପୌର ନିର୍ବାଚନ: ବିଜେଡିକୁ ଘାରୁଛି ବିଦ୍ରୋହୀ ଚିନ୍ତା

ରାଜଗାଙ୍ଗପୁର : ପୌରପାଳିକା ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକଦଳ ମଧ୍ୟରେ ଚିନ୍ତା ସେତିକି ବଢ଼ିବାରେ ଲାଗିଛି। ଶାସକଦଳକୁ ଘାରୁଛି ନିଜଦଳର ବିଦ୍ରୋହୀମାନଙ୍କ ଚିନ୍ତା। ବିଜେଡି ମୋଟ ୨୦ଟି ୱାର୍ଡରେ ପ୍ରାର୍ଥୀ ଦେଇଥିବା ‌ବେଳେ ଅଧିକାଂଶ ୱାର୍ଡରେ ଟିକଟ ପାଇ ନଥିବା କର୍ମୀ ସ୍ବାଧୀନ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ପରେ ତିଷ୍ଠି ପାରିବ ନାହିଁ ବିଜେପି, କଂଗ୍ରେସ ସବୁବେଳେ ରହିଥିବ: କଂଗ୍ରେସ ନେତା

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଦଳରେ ହଇଚଇ ସୃଷ୍ଟି ହୋଇଛି। ଇତ୍ୟବସରରେ କଂଗ୍ରେସର ବରିଷ୍ଠ ନେତା ବିରପ୍ପା ମୋଇଲି ଦଳର କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି। ବିଜେପି ଓ ଅନ୍ୟ ଦଳମାନେ ଯିବେ ଆସିବେ। କେବଳ…
ଅଧିକ ଖବର ଦେଖନ୍ତୁ...

ଜି-୨୩ର ହେଲା ମାନଭଞ୍ଜନ: ସୋନିଆ ଗାନ୍ଧୀଙ୍କୁ ୧୦, ଜନପଥରେ ଭେଟିଲେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ବରିଷ୍ଠ ଅସନ୍ତୁଷ୍ଟ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର ଦିନ ୧୦, ଜନପଥରେ ପହଞ୍ଚି ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ଭେଟ୍‌ଘାଟ କାଳରେ ଅସନ୍ତୁଷ୍ଟ ଭାବେ ପରିଚିତ (ଜି-୨୩) ଗୋଷ୍ଠୀର ପ୍ରମୁଖ ନେତା ଆଜାଦ୍‌ ଏବଂ ଦଳର ହାଇକମାଣ୍ଡଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲେ କଂଗ୍ରେସ ପ୍ରତିନିଧି ଦଳ; ବିଜେଡି ବିରୋଧରେ ଆଣିଲେ ଅଭିଯୋଗ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦଳର ବରିଷ୍ଠ ନେତା ଶିବାନନ୍ଦ ରାୟଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ବିଜେଡି ବିରୋଧରେ ଅଭିଯୋଗ ଆଣିଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ରଣାଙ୍ଗନରେ ଦୁଇ ଇଞ୍ଜିନିୟରିଂ ଛାତ୍ରୀ; ବାଲେଶ୍ବର ୧୬ ନଂ ୱାର୍ଡର ସବିତା, ୩୦ ନଂ ୱାର୍ଡର ସୁନିଆ

ବାଲେଶ୍ବର: ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଉଥିବା ବେଳେ ଏବେ ରାଜନୀତି କ୍ଷେତ୍ରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଏଥର ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ଅନେକ ମହିଳାଙ୍କୁ ନିର୍ବାଚନୀ ଲଢ଼ିବା ପାଇଁ ସୁଯୋଗ ମିଳିଛି। ଏହି କ୍ରମରେ…
ଅଧିକ ଖବର ଦେଖନ୍ତୁ...

ଅଟୋ ଡ୍ରାଇଭର ପୌରାଧ୍ୟକ୍ଷ ପ୍ରାର୍ଥୀ

ରାଉରକେଲା : ପରିବା ବିକୁଥିଲେ। ଏବେ ଅଟୋ ଚଳାଇ ପରିବାର ପୋଷୁଛନ୍ତି। ଯାହା ରୋଜଗାର କରୁଛନ୍ତି ପିଲାଛୁ୍ଆଙ୍କୁ ଅଣ୍ଟୁନି। ଦୈନନ୍ଦିନ କଷ୍ଟ ଜୀବନ ଭିତରେ ପୌରାଧ୍ୟକ୍ଷ ହୋଇ ଲୋକଙ୍କ ସେବା କରିବାକୁ ମନ ବଳାଇଛନ୍ତି। ହାତରେ ଧନ ନାହିଁ, ମନରେ କିନ୍ତୁ ବିଶ୍ବାସ ଅଛି। ଆଦୌ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଦଳ ବିରୋଧୀ କାର୍ଯ୍ୟ ପାଇଁ ସଂଯୁକ୍ତାଙ୍କୁ ନିଲମ୍ବନ କଲା ବିଜେଡି

ଭୁବନେଶ୍ବର : ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ବିଜେଡି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୁରୁବାର ଦିନ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ, ଭୁବନେଶ୍ବର ସାଂଗଠାନିକ ସମ୍ପାଦିକା ସଂଯୁକ୍ତା ପାଣିଗ୍ରାହୀଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଯାଇଛି।…
ଅଧିକ ଖବର ଦେଖନ୍ତୁ...

ଖପ୍ରାଖୋଲ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଅଡ଼ୁଆ ବଢ଼ିଲା, ସମିତି ସଭ୍ୟ ପଦରେ ଅଦାଲତଙ୍କ ରହିତାଦେଶ

ପାଟଣାଗଡ଼ : ସଦ୍ୟ ନିର୍ବାଚିତ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅଧ୍ୟକ୍ଷା ନିରୁପମା ପଟେଲଙ୍କ ପାଇଁ ଅଡ଼ୁଆ ବଢ଼ିଛି। ତାଙ୍କ ସମିତି ସଭ୍ୟ ପଦ ଉପରେ ଅଦାଲତ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଜାରି କରିଛନ୍ତି। ଭୋଟ ଗ୍ରହଣ ବେଳେ ତାଙ୍କ ଏଜେଣ୍ଟ ବେଆଇନ କାମ କରିଥିବା ବିଷୟରେ ଅଦାଲତରେ…
ଅଧିକ ଖବର ଦେଖନ୍ତୁ...

ରାଜନୀତି ନିଶାରେ ଡ. ବିପିନ କୁଶଲିଆ; ସ୍ୱାମୀ କାଉନସିଲର ଓ ସ୍ତ୍ରୀ ଚେୟାରମ୍ୟାନ ପ୍ରାର୍ଥୀ

ବଲାଙ୍ଗୀର : ପୂରା ରାଜ୍ୟରେ ଏବେ ନେତାଙ୍କ ପୌର ପରୀକ୍ଷା ଚାଲିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ପ୍ରଚାର। ହେଲେ ପୌର ନିର୍ବାଚନରେ ଭିନ୍ନ ଧରଣର ଏକ ଦୃଶ୍ୟ ବଲାଙ୍ଗୀରରେ ଦେଖିବାକୁ ମିଳିଛି। ଏକଦା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବ୍ୟକ୍ତିଗତ ସହାୟକ ଥିବା ଡ. ବିପିନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ସର୍ବାଧିକ ନଗରପାଳ ପ୍ରାର୍ଥୀ ବାରିପଦାରେ, ୭୫ ବର୍ଷ ଉପରେ ୪ ପ୍ରାର୍ଥୀ

ବାରିପଦା: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ। ଏଥିପାଇଁ ପ୍ରାର୍ଥୀମାନେ ଭୋକଶୋଷ ଭୁଲି ପ୍ରଚାରରେ ମାତିଛନ୍ତି। ଏଥର ବାରିପଦା ପୌର ପରିଷଦରେ ୧୬ଜଣ ନଗରପାଳ ଓ ୧୧୨ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ରାଜ୍ୟର କୌଣସି ପୌର ପରିଷଦରେ ନଗରପାଳ ପଦ ପାଇଁ ଏତେ ସଂଖ୍ୟକ…
ଅଧିକ ଖବର ଦେଖନ୍ତୁ...