ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଶିବସେନାକୁ ‘ଶେଷ’ କରିଦେବାକୁ ଆରମ୍ଭ ହୋଇଛି ନୂତନ ପ୍ରୟାସ: ଉଦ୍ଧବ

ମୁମ୍ବାଇ: ଅତୀତରେ ଶିବସେନାକୁ ବିଭାଜିତ କରିବାକୁ ଅନେକ ଉଦ୍ୟମ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଦଳକୁ ପୂରା ‘ଶେଷ’ କରିବାକୁ ଲକ୍ଷ୍ୟ ରଖି ଏକ ନୂଆ ପ୍ରୟାସ ଚାଲିଛି ବୋଲି ସେନା ମୁଖ୍ୟ ଉଦ୍ଧବ ଠାକରେ ବୁଧବାର ଅଭିଯୋଗ କରିଛନ୍ତି। ମୁମ୍ବାଇରେ ଥିବା ତାଙ୍କ ବାସଭବନ ‘ମାତୋଶ୍ରୀ’ରେ ଦଳୀୟ…
ଅଧିକ ଖବର ଦେଖନ୍ତୁ...

‘ବିପଦଜ୍ଜନକ ରାୟ’: ମନି ଲଣ୍ଡରିଂ ଆଇନ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କଲେ ବିରୋଧୀ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପରି ଏଜେନ୍‌ସିକୁ ଅଧିକ କ୍ଷମତା ପ୍ରଦାନ କରି ୨୦୧୯ରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ରେ କରାଯାଇଥିବା ସଂଶୋଧନକୁ ବଜାୟ ରଖି ନିକଟରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଦେଶର ୧୭ଟି ବିରୋଧୀ ଦଳ ଏହାକୁ…
ଅଧିକ ଖବର ଦେଖନ୍ତୁ...

ସଞ୍ଜୟଙ୍କ ସମର୍ଥନରେ ବାହାରିଲେ ରାହୁଲ; କହିଲେ, ‘ଶେଷରେ ସତ୍ୟ ଜିତିବ ଏବଂ ଅହଂକାର ହାରିଯିବ’…

ନୂଆଦିଲ୍ଲୀ: ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ନିଜ ହେପାଜନକୁ ନେବା ପରେ ଏବେ ସଞ୍ଜୟଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ। ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସମର୍ଥନ ଜଣାଇବାକୁ…
ଅଧିକ ଖବର ଦେଖନ୍ତୁ...

‘ସଞ୍ଜୟଙ୍କ ପାଇଁ ମୁଁ ଗର୍ବିିତ’। ପରିବାରକୁ ଭେଟି ଉଦ୍ଧବ କହିଲେ; ସଚ୍ଚା ଶିବ ସୈନିକ, ‘ଝୁକେଗା ନେହି’…

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ନିଜ ହେପାଜତକୁ ନେବା ପରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଅତ୍ୟନ୍ତ କ୍ରୋଧିତ ହୋଇ ପଡ଼ିଛନ୍ତି ଉଦ୍ଧବ ଠାକରେ। ଏହି…
ଅଧିକ ଖବର ଦେଖନ୍ତୁ...

୨୦୨୪ରେ ମୋଦୀ ହିଁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ: ଅମିତ ଶାହ

ପାଟନା : ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ରବିବାର ଦିନ ପାଟନାରେ ଅନୁଷ୍ଠିତ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକର ସମାପନ ଉତ୍ସବରେ ଉଦ୍‌ବୋଧନ ଦେଇ…
ଅଧିକ ଖବର ଦେଖନ୍ତୁ...

୭୦ ବର୍ଷ ପରେ ସମ୍ବଲପୁରକୁ ବିରୋଧୀଦଳ ନେତା ପଦ

ସମ୍ବଲପୁର : ଏଥର ଫିଟିଲା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଭାଗ୍ୟ। ବିଳମ୍ବରେ ‌ହେଲେ ବି ସମ୍ବଲପୁରର ଚାରିଥରିଆ ବିଧାୟକ ଶ୍ରୀ ମିଶ୍ରଙ୍କୁ ମିଳିଛି ବିରୋଧୀ ଦଳ ନେତା ପଦ। ସମ୍ବଲପୁର ଜିଲ୍ଲା ଏବେ ଉଭୟ ବିଜେଡି ଓ ବିଜେପିର ଫୋକସ୍‌ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଅସୁସ୍ଥତା…
ଅଧିକ ଖବର ଦେଖନ୍ତୁ...

ବିଜେପିର ଘୋଷଣା: ଜୟନାରାୟଣ ମିଶ୍ର ‌ହେଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ  ବିରୋଧୀ ଦଳ ନେତା ଘୋଷଣା କରାଯାଇଛି । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଚୟନ କରାଯାଇଛି। ପ୍ରଦୀପ୍ତ ନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ସିନ୍ଦେ ଗୋଷ୍ଠୀର ୧୬ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ, ୬୫:୩୫ ଅନୁପାତରେ ହୋଇପାରେ ଭାଗବଣ୍ଟା

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାବିସ ଶପଥ ନେବାର ଇତିମଧ୍ୟରେ ଏକମାସ ବିତିବାକୁ ବସିଲାଣି। କିନ୍ତୁ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇପାରିନାହିଁ। ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ଏବଂ…
ଅଧିକ ଖବର ଦେଖନ୍ତୁ...

‘ପୁରୁଣା ସଂପର୍କକୁ ଯୋଡ଼ୁଛି: ବିଜୟ ମହାପାତ୍ରଙ୍କ ଭଦ୍ରକ ଗସ୍ତକୁ ନେଇ ଚର୍ଚ୍ଚା

ଭଦ୍ରକ : ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଦୁଇଦିନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଜେପି ଓ ଅନ୍ୟ ଦଳର ବରିଷ୍ଠ ନେତାଙ୍କୁ ଭେଟି କଥା ହୋଇଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଗତକାଲି ଶ୍ରୀ ମହାପାତ୍ର ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକାଳୀଙ୍କ ପୀଠକୁ ଯାଇ…
ଅଧିକ ଖବର ଦେଖନ୍ତୁ...

୫ ଆଞ୍ଚଳିକ ଦଳଙ୍କୁ ମିଳିଛି ୯୧ ପ୍ରତିଶତ ଚାନ୍ଦା

ନୂଆଦିଲ୍ଲୀ : ଦେଶରେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ଯେତିକି ଚାନ୍ଦା ପାଇଛନ୍ତି ତାହାର ୯୧ ପ୍ରତିଶତ ବା ୧୧୩.୭୯୧ କୋଟି ଟଙ୍କା ୫ଟି ଆଞ୍ଚଳିକ ରାଜନୈତିକ ଦଳକୁ ମିଳିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା…
ଅଧିକ ଖବର ଦେଖନ୍ତୁ...