ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ସସ୍ମିତ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ‌ନେତା ନିଯୁକ୍ତ, ସୁଲତା ମୁଖ୍ୟ ସଚେତକ

ଭୁବନେଶ୍ବର: ଡ. ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ‌ନେତା ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟସଭାରେ ସୁଲତା ଦେଓଙ୍କୁ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାତ୍ର ଓ ଶ୍ରୀମତୀ ଦେଓଙ୍କୁ ନୂତନ ଦାୟିତ୍ବ ଦେଇଛନ୍ତି। ବିଜେଡି ସାଂଗଠନିକ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧବଙ୍କୁ ପୁଣି ଝଟକା: ଚାଲିଯିବ କି ଶିବସେନାର ମୁଖିଆ ପଦ? ସିନ୍ଦେଙ୍କ ସହ ହାତ ମିଳାଇଲେ ପୁତୁରା ନୀହାର ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ଶିବସେନାକୁ ଧରି ରଖିବାକୁ ସଂଘର୍ଷ କରୁଥିବା ଉଦ୍ଧବ ଠାକରେଙ୍କୁ ଆଜି ଲାଗିଛି ପୁଣି ଏକ ବଡ଼ ଝଟକା। ଆଜିର ଝଟକା ପରିପ୍ରେକ୍ଷୀରେ ରାଜନୈତିକ ଦୃଷ୍ଟିକୋଣରୁ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ଉଦ୍ଧବ ଠାକରେ। ଉଦ୍ଧବଙ୍କ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଂସଦ ଅଧୀରଙ୍କ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧନ! ‘ଅଠାକାଠି’ରେ ଛନ୍ଦିହେଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ’ରାଷ୍ଟ୍ରପତ୍ନୀ’ ବୋଲି ଉଲ୍ଲେଖ କରି ପୂରା କଂଗ୍ରେସ ଦଳକୁ ‘ଅଠାକାଠି’ରେ ଛନ୍ଦି ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ଏହି ଘଟଣାରେ କଂଗ୍ରେସକୁ ଘେରି ସଂସଦକୁ ଅଚଳ କରି ଦେଇଥିବା ବେଳେ ଖୋଦ୍‌ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ସଂସଦରେ ଝଡ଼: ନେତାଙ୍କ ‘ରାଷ୍ଟ୍ରପତ୍ନୀ’ ବୟାନକୁ ନେଇ କମ୍ପିଲେ ସୃତି ଇରାନୀ, ସଫେଇ ଦେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଂପର୍କରେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଦେଇଥିବା ବୟାନ ଏବେ ସଂସଦରେ ଝଡ଼ ସୃଷ୍ଟି କରିଛି। ‌ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିବା ପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ସୃତି ଇରାନୀ…
ଅଧିକ ଖବର ଦେଖନ୍ତୁ...

ସୋନିଆଙ୍କ ସପକ୍ଷରେ ବାହାରିଲେ ଜି-୨୩ ନେତା; ମନି-ଲଣ୍ଡରିଂ ଆଇନକୁ କେନ୍ଦ୍ର ଅସ୍ତ୍ର କରିଛି: ଗୁଲାମନବୀ

ନୂଆଦିଲ୍ଲୀ: ବୁଧବାର ଦିନ କଂଗ୍ରେସ ଅଭିଯୋଗ କରିଛି ଯେ ବିରୋଧୀଙ୍କୁ ଟାର୍ଗେଟ ଏବଂ ଅପମାନିତ କରିବା ପାଇଁ ମନି ଲଣ୍ଡରିଂ ଆଇନକୁ ଅସ୍ତ୍ର କରାଯାଇଛି ଏବଂ ନ୍ୟାସନାଲ ହେରାଲ୍‌ଡ-ଆସୋସିଏଟେଡ୍‌ ଜର୍ଣ୍ଣାଲ୍‌ସ ଲିମିଟେଡ୍‌ ମାମଲା ସମ୍ବନ୍ଧୀୟ ଏହି ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନେବାକୁ…
ଅଧିକ ଖବର ଦେଖନ୍ତୁ...

ସେକ୍ସ ରାକେଟ୍‌ ଚଳାଇଥିବା ମେଘାଳୟ ବିଜେପି ଉପାଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ ଜାରି

ସିଲଂ: ଏକ ସେକ୍ସ ରାକେଟ୍‌ ଚଳାଇଥିବା ମେଘାଳୟ ବିଜେପି ଉପାଧ୍ୟକ୍ଷଙ୍କ ବିରୋଧରେ ପୁଲିସ୍‌ ପକ୍ଷରୁ ଲୁକ୍‌ଆଉଟ୍‌ ନୋଟିସ ଜାରି କରାଯାଇଛି। ରିପୋର୍ଟରୁ ପ୍ରକାଶ, ମେଘାଳୟ ରାଜ୍ୟର ପଶ୍ଚିମ ଗାରୋ ହିଲ୍‌ସ ଜିଲ୍ଲାର ତୁରାରେ ଥିବା ନିଜ ଫାର୍ମ ହାଉସରେ ସେକ୍ସ ରାକେଟ୍‌ ଚଳାଇଥିବା ଅଭିଯୋଗରେ ମେଘାଳୟ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧବ ସରକାରଙ୍କ ୪୦୦ ଆଦେଶର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମଙ୍ଗଳବାର କହିଛନ୍ତି ଯେ ପୂର୍ବ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି ସରକାର ଏହାର କାର୍ଯ୍ୟକାଳର ଶେଷ ଦିନରେ ୪୦୦ ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ବଜେଟ୍‌ ଆବଣ୍ଟନ ଠାରୁ ପାଞ୍ଚ ଗୁଣ ଅଧିକ ପାଣ୍ଠି…
ଅଧିକ ଖବର ଦେଖନ୍ତୁ...

ଶିବପାଲ, ରାଜଭରଙ୍କୁ ସପାର ଚିଠି: ନିଜ ଇଚ୍ଛାରେ ଦଳ ଛାଡ଼ିପାରିବେ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଆଜି ତାଙ୍କ କାକା ଶିବପାଲ ଯାଦବ ଏବଂ ସହଯୋଗୀ ଓମ୍‌ ପ୍ରକାଶ ରାଜଭରଙ୍କୁ କହିଛନ୍ତି ସେମାନେ ନିଜ ଇଚ୍ଛାରେ ଦଳ ଛାଡ଼ିପାରିବେ। ତେବେ ଅଖିଳେଶ ସିଧାସଳଖ ଏକଥା କହିନାହାନ୍ତି। ସପା ପକ୍ଷରୁ ଆଜି ଶିବପାଲ ଏବଂ ଓମ୍‌ ପ୍ରକାଶ ରାଜଭରଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜନୀତିରୁ ଅବସର ଘୋଷଣା କଲେ ବିଏସ୍‌ ୟେଦୁରପ୍ପା; ଉତ୍ତରାଧିକାରୀ ବାଛିଲେ ପୁଅ ବିଜୟେନ୍ଦ୍ରଙ୍କୁ

ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ଚାରି ଥର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଆଜି ରାଜନୀତିରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଦ୍ୱିତୀୟ ପୁତ୍ର ବିଜୟେନ୍ଦ୍ର ଶିମୋଗା ଜିଲ୍ଲାର ସେମାନଙ୍କ ପରିବାରର ଗଡ଼ ଭାବେ ପରିଚିତ…
ଅଧିକ ଖବର ଦେଖନ୍ତୁ...

ଆସାମରେ ବି ୧୫ରୁ ୧୬ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଦେଇଛନ୍ତି ଭୋଟ; ଦାବି କଲେ ମୁଖ୍ୟମନ୍ତ୍ରୀ ଶର୍ମା

ଗୌହାଟୀ: ରାଷ୍ଟ୍ରପତି ନିର୍ବାଚନରେ ଆସାମରେ ବି କଂଗ୍ରେସ ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି। ଦଳୀୟ ନିର୍ଦ୍ଦେଶକୁ ଅବମାନନା କରି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଦିନ ଦାବି କରିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...