ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

କଳିଙ୍ଗରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଭାରତର ପ୍ରଥମ ପ୍ରତି‌ଦ୍ବନ୍ଦ୍ବୀ ମଙ୍ଗୋଲିଆ

ଭୁବନେଶ୍ବର : ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ର ତୃତୀୟ ସଂସ୍କରଣ ଆସନ୍ତା ଜୁନ୍‌ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ। ଏହି ୪ ଦଳୀୟ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ଆୟୋଜକ ଭାରତ ସହିତ ଲେବାନନ୍, ଭନୁତୁଆ ଓ ମଙ୍ଗୋଲିଆ…
ଅଧିକ ଖବର ଦେଖନ୍ତୁ...

ସାହାଣୀ କପ୍‌ ଫାଇନାଲ୍‌ରେ କଟକ-କନ୍ଧମାଳ

ଭୁବନେଶ୍ବର : ଭୁବନେଶ୍ବର ଓ କଟକରେ ଚାଲିଥିବା ଅନ୍ତଃଜିଲ୍ଲା ବରିଷ୍ଠ ଫୁଟ୍‌ବଲ ପ୍ରତିଯୋଗିତା ସାହାଣୀ କପ୍‌ ଫାଇନାଲ୍‌ରେ କଟକ ଓ କନ୍ଧମାଳ ପହଞ୍ଚିଯାଇଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ରେ କଟକ ଦଳ ୪-୩ ଗୋଲ୍‌ରେ ସୁନ୍ଦରଗଡ଼କୁ ଏବଂ କନ୍ଧମାଳ ୨-୧ ଗୋଲ୍‌ରେ ବରଗଡ଼କୁ ପରାସ୍ତ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ଜାତୀୟ ବାଳିକା ହକି: ଓଡ଼ିଶା-ହରିୟାଣା ସେମିଫାଇନାଲ୍ ଆଜି

ଭୁବନେଶ୍ବର : ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ବାଳିକା ହକି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଓଡ଼ିଶା ଶନିବାର ହରିୟାଣା ସହ ଖେଳିବ। ରାତି ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲ୍‌ରେ ଝାଡ଼ଖଣ୍ଡ ଖେଳିବ ଉତ୍ତରପ୍ରଦେଶ ସହିତ।…
ଅଧିକ ଖବର ଦେଖନ୍ତୁ...

କୋଚ୍ ରିଫ୍ରେସର କୋର୍ସ ଉଦ୍‌ଯାପିତ

କଟକ : ବାରବାଟୀ ଷ୍ଟାଡିୟମଠା‌ରେ ଚାଲିଥିବା ଦୁଇ ଦିନିଆ କୋଚ୍ ରିଫ୍ରେସର କୋର୍ସ ଉଦ୍‌ଯାପିତ ‌ହୋଇଯାଇଛି। ଏହି ଶିବିର‌ରେ ୪୮ ଜଣ କୋଚ୍ ଯୋଗଦେଇଥିଲେ। ଓଡ଼ିଶା କ୍ରିକେଟ ଏକାଡେମିର ବୈଷୟିକ ନିର୍ଦ୍ଦେଶକ ଭି. ଭେଙ୍କଟରାମ, ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ଗୁଜରାଟକୁ ୨୭ ରନରେ ହରାଇଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୭ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ୨୭ ରନରେ ମୁମ୍ବାଇ ଇଣ୍ଡିଆନ ପରାସ୍ତ କରିଛି। ମୁମ୍ବାଇର ୨୧୯ରନର ଟାର୍ଗେଟକୁ ପିଛା କରି ଗୁଜରାଟ ୧୯୧ ରନ କରିବାରେ ସକ୍ଷମ ହୋଇଛି। ଗୁଜରାଟର ୱିକେଟ ରକ୍ଷକ ରିଦ୍ଧିମାନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ସୂର୍ଯ୍ୟକୁମାରଙ୍କ ଶତକ, ଗୁଜରାଟ ଆଗରେ ୨୧୯ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୭ତମ ମ୍ୟାଚରେ ଗୁଜରାଟ ଆଗରେ ୨୧୯ ରନର ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନିଜର ବିସ୍ଫୋରକ ବ୍ୟାଟିଂର ଚମକ ଦେଖାଇ ଏକ ଚମତ୍କାର ଶତକ ହାସଲ କରିଛନ୍ତି । ଏହି ମ୍ୟାଚରେ ଗୁଜରାଟ ଦଳ ଟସ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ରେ ଚହଲଙ୍କ ପ୍ରଦର୍ଶନ ଦେଖି ‘ଲିଜେଣ୍ଡ୍‌’ ବୋଲି ସମ୍ବୋଧନ କଲେ ପତ୍ନୀ ଧନଶ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ତାରକା ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସଂପର୍କ ବିଷୟରେ ଅଳ୍ପବହୁତ ସମସ୍ତଙ୍କୁ ଜଣା ଅଛି। ଧନଶ୍ରୀ ପୂର୍ବରୁ ବି ତାଙ୍କର କିଛି ସୋସିଆଲ୍‌ ମିିଡିଆ ପୋଷ୍ଟ୍‌ ପାଇଁ  ଚର୍ଚ୍ଚାରେ ଅଛନ୍ତି। ଏବେ ପୁଣି ଥ‌ରେ ସେ ତାଙ୍କର ଏକ…
ଅଧିକ ଖବର ଦେଖନ୍ତୁ...

ଜୟସ୍ବାଲଙ୍କ କୀର୍ତ୍ତିମାନ: ରୟାଲ୍ସର ଜବରଦସ୍ତ ବିଜୟ

କୋଲକାତା: ଯଶସ୍ବୀ ଜୟସ୍ବାଲଙ୍କ ଆଇପିଏଲ୍‌ କୀର୍ତ୍ତିମାନ (୧୩ ବଲ୍‌ରୁ ଅର୍ଦ୍ଧଶତକ) ସହିତ ରାଜସ୍ଥାନ ରୟାଲ୍ସ ପରାଜୟ ଧାରା ଭାଙ୍ଗିଛି। ବିଗତ ୬ ମ୍ୟାଚ୍‌ରୁ ୫ ପରାଜୟ ବରଣ କରିଥିବା ସଂଜୁ ସାମସନଙ୍କ ଦଳ ଗୁରୁବାର ରାତିରେ ଏକତରଫା ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ୯ ୱିକେଟ୍‌ରେ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ, ପର୍ପଲ କ୍ୟାପ୍‌ ଦୌଡ଼ରେ ଆଗୁଆ

କୋଲକାତା: ଆଇପିଏଲ୍‌ ଇତିହାସରେ ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଛନ୍ତି। ଚହଲ ୧୪୩ ତମ ମ୍ୟାଚ୍‌ରୁ ୧୮୭ ୱିକେଟ୍‌ ନେଇ ଏହି ତାଲିକାରେ ଡ୍ବେନ ବ୍ରାଭୋଙ୍କୁ ପଛରେ ପକାଇଛନ୍ତି। ଗୁରୁବାର କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ନୀତୀଶ ରାଣାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆଇସିସିର ନୂଆ ବିତ୍ତୀୟ ମଡେଲ୍‌: ବିସିସିଆଇ ବର୍ଷକୁ ୨୩୦ ମିଲିଅନ୍‌ ଡଲାର ଆୟ କରିବ

ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ନୂଆ ବିତ୍ତୀୟ ମଡେଲ୍‌ ଅନୁଯାୟୀ ବିଶ୍ବରେ ବିସିସିଆଇ ସବୁଠୁ ଧନୀ କ୍ରିକେଟ୍‌ ବୋର୍ଡ ଭାବେ ଆଧିପତ୍ୟ ବଜାୟ ରଖିବ। ନୂଆ ମଡେଲ୍‌ ଅନୁସାରେ ଆଇସିସିର ବାର୍ଷିକ ଆୟର ପାଖାପାଖି ୪୦ ପ୍ରତିଶତ ବିସିସିଆଇ ପକେଟ୍‌କୁ ଆସିବ। ଆଇସିସି ଦ୍ବାରା…
ଅଧିକ ଖବର ଦେଖନ୍ତୁ...