ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ତୀରନ୍ଦାଜୀ ବିଶ୍ବକପ୍‌: ଭାରତୀୟ ମିଶ୍ରିତ କମ୍ପାଉଣ୍ଡ ଦଳର ପଦକ ପକ୍କା

ନୂଆଦିଲ୍ଲୀ: ଚୀନ୍‌ର ସାଂଘାଇଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍‌ ଦ୍ବିତୀୟ ଚରଣରେ ଭାରତୀୟ ମିଶ୍ରିତ କମ୍ପାଉଣ୍ଡ ଦଳ ଫାଇନାଲ୍‌ରେ ପହଞ୍ଚି ପ୍ରଥମ ପଦକ ନିଶ୍ଚିତ କରିଛି। ଗତମାସରେ ଅନ୍ତଲ୍ୟାରେ ଆୟୋଜିତ ବିଶ୍ବକପ୍‌ର ପ୍ରଥମ ଚରଣରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଜାସ ଦିଓତାଲେ ଓ ଜ୍ୟୋତି…
ଅଧିକ ଖବର ଦେଖନ୍ତୁ...

ବାହାରେ କିଏ କ’ଣ କହିଲେ ମୁଁ ଖାତିର କରେନା: କୋହଲି

ନୂଆଦିଲ୍ଲୀ: ନିଜ ଦକ୍ଷତାର ପ୍ରମାଣ ଦେବାକୁ ଯାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟର ବିରାଟ କୋହଲି ଦମ୍‌ଦାର ଶତକ ମାରି ନିଜ ଦଳର ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌‌ରେ କୋହଲି ୬୩ ବଲ୍‌ରୁ ୧୦୦ ରନ୍‌ ସଂଗ୍ରହ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ମହିଳା ଭଲିବଲ ଦଳର କାଠମାଣ୍ଡୁ ଯାତ୍ରା

ଭୁବନେଶ୍ବର: କାଭା (ସେଣ୍ଟ୍ରାଲ ଏସୀୟ ଭଲିବଲ ଆସୋସିଏସନ) ମହିଳା ଭଲିବଲ୍‌ ଚ୍ୟାଲେଞ୍ଜ୍‌ କପ୍‌ ନେପାଳର କାଠମାଣ୍ଡୁରେ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ସିନିୟର ମହିଳା ଭଲିବଲ୍‌ ଦଳ କାଠମାଣ୍ଡୁ ଅଭିମୁଖେ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ବାହାରିନ ପାରା ବ୍ୟାଡ୍‌ମିଣ୍ଟନ: ପ୍ରିକ୍ବାର୍ଟରରେ ପ୍ରମୋଦ ଓ ଦିଲେଶ୍ବର

ଭୁବନେଶ୍ବର: ବାହାରିନର ମାନମାରେ ଚାଲିଥିବା ବାହାରିନ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିବା ଦୁଇ ଓଡ଼ିଶା ଖେଳାଳି ପ୍ରମୋଦ ଭଗତ ଓ ଦିଲେଶ୍ବର ରାଓ ବିଜୟ ଧାରାରେ ରହିଛନ୍ତି। ଉଭୟେ ତୃତୀୟ ଦିବସରେ ନିଜ ନିଜର ମୁକାବିଲା ଜିତି ଏକକ ବର୍ଗ ପ୍ରିକ୍ବାର୍ଟର…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଉପକନିଷ୍ଠ ବାଳକ ହକି ଟୁର୍ଣାମେଣ୍ଟ: ଆଜି ଓଡ଼ିଶା-ରାଜସ୍ଥାନ ମୁକାବିଲା

ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାର ଦ୍ବିତୀୟ ଦିନରେ ବି ଗୋଲ୍‌ ବର୍ଷା ଜାରି ରହିଛି। ଶୁକ୍ରବାର ୪ଟି ମ୍ୟାଚ୍‌ରେ ୪୯ଟି ଗୋଲ୍‌ ହୋଇଛି। ଶୁକ୍ରବାର ସକାଳେ ପ୍ରଥମ ମ୍ୟାଚ୍‌ ଦିଲ୍ଲୀ ଓ ଆସାମ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ପଞ୍ଜାବକୁ ୪ ୱିକେଟରେ ହରାଇଲା ରାଜସ୍ଥାନ

ଧର୍ମଶାଳା : ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୬ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସକୁ ୪ ୱିକେଟରେ ରାଜସ୍ଥାନ ରୟାଲସ ପରାସ୍ତ କରିଛି। ପଞ୍ଜାବ କିଙ୍ଗସର ୧୮୮ ରନର ଟାର୍ଗେଟକୁ ୧୯.୪ ଓଭରରେ ୬ ୱିକେଟ ହରାଇ ରାଜସ୍ଥାନ ରୟାଲ୍ସ ସଂଗ୍ରହ କରିନେଇଛି। ଦ୍ବିତୀୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ରାଜସ୍ଥାନ ଆଗରେ ୧୮୮ ରନର ଲକ୍ଷ୍ୟ ରଖିଲା ପଂଜାବ

ଧର୍ମଶାଳା : ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୬ତମ ମ୍ୟାଚରେ ରାଜସ୍ଥାନ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ । ଏହି ମ୍ୟାଚରେ ରାଜସ୍ଥାନ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଆରମ୍ଭରୁ ବେଶ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲରେ କୋହଲିଙ୍କ ଶତକ ଦେଖି ଅନୁଷ୍କା ଦେଲେ ଏଭଳି ପ୍ରତିକ୍ରିୟା…

ହାଇଦ୍ରାବାଦ: ହାଇଦ୍ରାବାଦଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୬୫ତମ ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି ବାଙ୍ଗାଲୋର । ଦ୍ବିତୀୟ ପାଳିରେ ବାଙ୍ଗାଲୋର ୧୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯,୨ ଓଭରରେ ୨ ୱିକେଟ ହରାଇ ୧୮୭ ରନ୍‌ କରି ବିଜୟୀ ହୋଇଛି । ବାଙ୍ଗାଲୋର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ ବ୍ୟାଟ୍‌ ଧରି ‘ମେ ନେହିଁ ତୋ କୌନ୍‌ ବେ’ ବୋଲି ଲେଖି ଫଟୋ ସେୟାର କଲେ ଚହଲଙ୍କ ପତ୍ନୀ ଧନଶ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ତାରକା ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସଂପର୍କ ବିଷୟରେ ଅଳ୍ପବହୁତ ସମସ୍ତଙ୍କୁ ଜଣା ଅଛି। ଧନଶ୍ରୀ ପୂର୍ବରୁ ବି ତାଙ୍କର କିଛି ସୋସିଆଲ୍‌ ମିିଡିଆ ପୋଷ୍ଟ୍‌ ପାଇଁ  ଚର୍ଚ୍ଚାରେ ଅଛନ୍ତି। ଏବେ ପୁଣି ଥ‌ରେ ସେ ତାଙ୍କର ଏକ…
ଅଧିକ ଖବର ଦେଖନ୍ତୁ...

୨୦୨୪ରେ ଅବସର ନେବେ ନାଦାଲ

ନୂଆଦିଲ୍ଲୀ: ସ୍ପେନ୍‌ ଟେନିସ୍‌ ତାରକା ରାଫେଲ୍‌ ନାଦାଲ୍‌ ୨୦୨୪ରେ ଅବସର ନେବେ। ବାରମ୍ବାର ଆହତ ସମସ୍ୟା ଭିତରେ ଗତି କରୁଥିବାରୁ ଆସନ୍ତା ବର୍ଷ ସେ ଟେନିସ୍‌ ଦୁନିଆକୁ ଅଲ୍‌ବିଦା ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ କେଉଁ ପ୍ରତିଯୋଗିତାରେ ତାଙ୍କର ଶେଷ ମ୍ୟାଚ୍‌ ଖେଳିବେ ତାହା…
ଅଧିକ ଖବର ଦେଖନ୍ତୁ...