ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଜାତୀୟ ବାଳିକା ହକି: କ୍ବାର୍ଟରରେ ଅପରାଜେୟ ଓଡ଼ିଶା, ଶେଷ ଲିଗ୍‌ ମ୍ୟାଚ୍‌ରେ ମିଜୋରାମକୁ ହରାଇଲା

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳିକା ଜାତୀୟ ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ପୁଲ୍‌-ଇ’ରେ ଥିବା ଓଡ଼ିଶା ସମସ୍ତ ୩ଟି ଯାକ ମ୍ୟାଚ୍‌ ଜିତି ୯ ପଏଣ୍ଟ୍‌ ସହ କ୍ବାର୍ଟରରେ ପ୍ରବେଶ କରିଛି। ଏହାସହ ପୁଲ୍‌ ଏ’ରୁ ହରିୟାଣା,…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଇଣ୍ଡିଆନ୍ସର କୀର୍ତ୍ତିମାନ: ୨୦୦+ ସ୍କୋର୍‌କୁ ପିଛା କରି ସର୍ବାଧିକ ଥର ବିଜୟ ହାସଲରେ ପ୍ରଥମ ଦଳ

ମୁମ୍ବାଇ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସବୁଠୁ ଅଧିକ ଥର ୨୦୦+ ସ୍କୋର୍‌କୁ ପିଛା କରି ବିଜୟ ହାସଲ କରିବାର କୀର୍ତ୍ତିମାନ ରଚିଛି। ଏହି ଦଳ ମଙ୍ଗଳବାର ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୨୦୦ ରନ୍‌ ସ୍କୋର୍‌କୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ୍‌ରେ ଭାରତର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆ: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ!

ନୂଆଦିଲ୍ଲୀ: ଭାରତ ଆୟୋଜନ କରିବାକୁ ଯାଉଥିବା ଚଳିତ ବର୍ଷର ୫୦ ଓଭରିଆ ପୁରୁଷ ବିଶ୍ବକପ୍‌ ପାଇଁ ପୂର୍ଣ୍ଣାଙ୍ଗ ସୂଚୀ ଘୋଷଣା ହୋଇନି। ମୁଖ୍ୟତଃ ସମସ୍ତ ଦଳଗୁଡ଼ିକର ଅନୁମୋଦନ ପରେ ଚଳିତ ଆଇପିଏଲ୍‌ ଶେଷ ବେଳକୁ ବିସିସିଆଇ ପକ୍ଷରୁ ସୂଚୀ ପ୍ରକାଶ ପାଇପାରେ ବୋଲି ଜଣାପଡ଼ିଛି। ତଥାପି ଆୟୋଜକ…
ଅଧିକ ଖବର ଦେଖନ୍ତୁ...

ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କ ବିଜୟଧାରା ଜାରି

ଭୁବନେଶ୍ବର: ଥାଇଲାଣ୍ଡର ପଟାୟାରେ ଚାଲିଥିବା ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରମୋଦ ଭଗତଙ୍କ ବିଜୟ ଧାରା ଜାରି ରହିଛି। ମଙ୍ଗଳବାର ୩ଟି ଯାକ ବର୍ଗ (ଏକକ, ମିଶ୍ରତ ଓ ପୁରୁଷ ଯୁଗଳ)ରେ ଜିତିଥିବା ପ୍ରମୋଦ ବୁଧବାର ଏହି ୩ଟି ବର୍ଗରେ ପୁଣି ବିଜୟୀ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବ୍ରିଜଭୂଷଣଙ୍କ ଲାଏ ଡିଟେକ୍ଟର ପରୀକ୍ଷା ପାଇଁ କୁସ୍ତିଯୋଦ୍ଧାଙ୍କ ଦାବି

ନୂଆଦିଲ୍ଲୀ: ଯନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଥମିବାର ନାଁ ନେଉନଥିଲା ବେଳେ ଏବେ ପୁଣି ଆଉ ଏକ ଦାବି ଉପସ୍ଥାପନ ହେଲାଣି। ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଳୁଏଫ୍‌ଆଇ)ର ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଯଦି ମିଛ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆନ୍‌ ମହିଳା ଲିଗ୍‌: କ୍ବାର୍ଟରରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଅହମଦାବାଦରେ ଚାଲିଥିବା ଇଣ୍ଡିଆନ୍‌ ମହିଳା ଲିଗ୍‌ (ଆଇଡବ୍ଲୁଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ଲଗାତାର ଚତୁର୍ଥ ବିଜୟ ସହ କ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ବୁଧବାର ଏହି ଓଡ଼ିଶା ଭିତ୍ତିକ ଦଳ ନିଜର ଷଷ୍ଠ ମ୍ୟାଚ୍‌ରେ ସେଲ୍‌ଟିକ କ୍ବିଇନ୍ସ ଏଫ୍‌ସିକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀକୁ ୨୭ ରନ୍‌ରେ ପରାସ୍ତ କଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଦିଲ୍ଲୀକୁ ୨୭ ରନ୍‌ରେ ପରାସ୍ତ କରିଛି ଚେନ୍ନାଇ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୬୮ ରନ୍‌ର ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୪୦ ରନ୍‌ କରିବାକୁ ସକ୍ଷମ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଦିଲ୍ଲୀ ଆଗରେ ୧୬୮ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଏକଦିବସୀୟ ବିଶ୍ୱକପ୍, ଏହି ଦିନ ମୁହାଁମୁହିଁ ହେବେ ଭାରତ-ପାକ୍

ନୂଆଦିଲ୍ଲୀ: ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ‘କ୍ରିକବଜ୍ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ତାରିଖରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ…
ଅଧିକ ଖବର ଦେଖନ୍ତୁ...

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ: ଭାଗ ନେବେ ଆନ୍ଦୋଳନରତ କୁସ୍ତିଯୋଦ୍ଧା!

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପାଇଁ ହେବାକୁ ଥିବା ଟ୍ରାଏଲ୍ସରେ ବିଭିନ୍ନ ରାଜ୍ୟର ଯୋଗ୍ୟ କୁସ୍ତିଯୋଦ୍ଧାମାନେ ଭାଗ ନେଇପାରିବେ। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍‌-ହକ୍‌ ସମିତି ଏହି ଅନୁମତି ଦେବାକୁ ଯାଉଛି। ଭାରତର ପ୍ରତ୍ୟେକ ଯୋଗ୍ୟ କ୍ରୀଡ଼ାବିତ୍‌ଙ୍କୁ ଟ୍ରାଏଲ୍ସରେ ଭାଗ ନେବାକୁ…
ଅଧିକ ଖବର ଦେଖନ୍ତୁ...