ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଆଜିଠୁ ରାଉରକେଲାରେ ଜାତୀୟ ବାଳକ ହକି: ମହାରାଷ୍ଟ୍ର ବିପକ୍ଷରୁ ଓଡ଼ିଶାର ଅଭିଯାନ

ରାଉରକେଲା/ଭୁବନେଶ୍ବର: ତ୍ରୟୋଦଶତମ ହକି ଇଣ୍ଡିଆ ଉପକନିଷ୍ଠ ପୁରୁଷ (ବାଳକ) ଜାତୀୟ ପ୍ରତିଯୋଗିତା ଗୁରୁବାରଠୁ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବ। ସୁନ୍ଦରଗଡ଼ ଜିଲ୍ଲାର ହକିପ୍ରେମୀ ପୁଣି ଥରେ ଜାତୀୟ ସ୍ତରର ଖେଳାଳୀଙ୍କ ଖେଳ ଦେଖିବାର ସୁଯୋଗ ପାଇବେ। ୨୮ ତାରିଖ…
ଅଧିକ ଖବର ଦେଖନ୍ତୁ...

ନେପାଳି ଶେର୍ପା କାମିଙ୍କ ଏଭେରେଷ୍ଟ କୀର୍ତ୍ତିମାନ

କାଠମାଣ୍ଡୁ: ନେପାଳର ନାଗରିକ କାମି ରିତା ଶେର୍ପା ଏଭେରେଷ୍ଟ ଆରୋହଣରେ ନୂଆ କୀର୍ତ୍ତିମାନ କରିଛନ୍ତି। ୫୩ ବର୍ଷିୟ କାମି ବୁଧବାର ନିଜ କୀର୍ତ୍ତିମାନକୁ ଭାଙ୍ଗି ୨୭ ଥର ପାଇଁ ବିଶ୍ବର ଏହି ଉଚ୍ଚ ପର୍ବତ ଶୃଙ୍ଗରେ ପହଞ୍ଚିଥିଲେ। ଏସଂପର୍କରେ ନେପାଳ ପର୍ଯ୍ୟଟନ ବିଭାଗର ଅଧିକାରୀ ବିଜ୍ଞାନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: ପଞ୍ଜାବକୁ ୧୫ ରନ୍‌ରେ ପରାସ୍ତ କଲା ଦିଲ୍ଲୀ

ଧର୍ମଶାଳା : ଧର୍ମଶାଳାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବକୁ ୧୫ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ପଞ୍ଜାବ ୨୧୪ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୮ ୱିକେଟ ହରାଇ ୧୯୮ ରନ୍‌ କରି ପରାସ୍ତ ହୋଇଛି । ପଞ୍ଜାବ ପକ୍ଷରୁ ଅଥର୍ଭ ୫୫ ରନ୍‌…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ପଞ୍ଜାବ ଆଗରେ ୨୧୪ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ଧର୍ମଶାଳା : ଧର୍ମଶାଳାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବ ଆଗରେ ୨୧୪ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ଖେଳ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ପ୍ରଦର୍ଶନରେ ଶୋଇପଡ଼ିଲେ କି ଗମ୍ଭୀର!

ଲକ୍ଷ୍ନୌ: ଗତକାଲି ଏକ ରୋମାଞ୍ଚକ ମ୍ୟାଚ୍‌ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ପ୍ଲେ ଅଫ୍ ଆଶାକୁ ବଢ଼ାଇ ଦେଇଛି। ଗୋଟିଏ ମ୍ୟାଚ୍‌ ପୂର୍ବରୁ ଏହି ଦଳ ୧୫ ପଏଣ୍ଟ ସହ ତୃତୀୟକୁ ଉଠିଛି। ଗୋଟିଏ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇ ୧୪ ପଏଣ୍ଟ…
ଅଧିକ ଖବର ଦେଖନ୍ତୁ...

‘ଠିକ ସମୟରେ ଡାକ୍ତରଙ୍କ ପାଖରେ ପହଞ୍ଚି ନଥିଲେ ହାତ କାଟିବାକୁ ପଡ଼ିଥାଆନ୍ତା’; ମୋହସିନ୍ ଖାନ୍‌

ଲକ୍ଷ୍ନୌ: ଏକ ରୋମାଞ୍ଚକ ମ୍ୟାଚ୍‌ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ପ୍ଲେ ଅଫ୍ ଆଶାକୁ ବଢ଼ାଇ ଦେଇଛି। ‌ ୧୭୮ ରନ୍‌ ବିଜୟ ଲକ୍ଷ୍ୟରେ ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ଏବଂ ଈଶାନ କିଶନ ଭଲ ଆରମ୍ଭ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

‘ଜେଡ୍‌’ ବର୍ଗକୁ ବୃଦ୍ଧି ପାଇଲା ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା

କୋଲ୍‌କାତା: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା ‘ଜେଡ୍‌’ ବର୍ଗକୁ ବୃଦ୍ଧି କରାଇବା ଲାଗି ପଶ୍ଚିମବଙ୍ଗ ସରକାର ସ୍ଥିର କରିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଗାଙ୍ଗୁଲୀଙ୍କୁ ଯୋଗାଇ…
ଅଧିକ ଖବର ଦେଖନ୍ତୁ...

ସିଲି ପଏଣ୍ଟ୍: ଗାଭାସ୍କରଙ୍କ ଶେଷ ଇଚ୍ଛା, କପିଳ ଓ ଧୋନିଙ୍କ ବିଶ୍ବକପ୍ ମୁହୂର୍ତ୍ତ

ନୂଆଦିଲ୍ଲୀ: ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ଶନିବାର ରାତିରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ-କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍‌ ପରେ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ନିଜ ଛାତିରେ ଜର୍ସି ଉପରେ ଅଟୋଗ୍ରାଫ୍ ନେବା ପରେ ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏକ ସାମାଜିକ…
ଅଧିକ ଖବର ଦେଖନ୍ତୁ...

ଜର୍ସି ବଦଳାଇଲେ ସୂର୍ଯ୍ୟକୁମାର-ଆଲେନ୍‌

ମୁମ୍ବାଇ: ଭାରତ ଗସ୍ତରେ ଆସିଥିବା ଏନ୍‌ବିଏ ତାରକା ରେ ଆଲେନ୍‌ ସୂର୍ଯ୍ୟକୁମାର ଯାଦବଙ୍କ ସହିତ ଜର୍ସି ଅଦଳ ବଦଳ କରିଛନ୍ତି। ଦିଲ୍ଲୀସ୍ଥିତ ଗ୍ରେଟର ନଏଡାସ୍ଥିତ ଏନ୍‌ବିଏ ଏକାଡେମି ଓ ଏନ୍‌ବିଏ ସ୍କୁଲ୍‌କୁ ପରିଭ୍ରମଣରେ ଆସିବା ଅବସରରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଫେଡେରେସନ୍‌ କପ୍‌ ଦୌଡ଼କୁଦ: ଶ୍ରାବଣୀ, ଅମିୟଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ରାଞ୍ଚିରେ ଚାଲିଥିବା ଫେଡେରେସନ୍‌ କପ୍‌ ଦୌଡ଼କୁଦର ଦ୍ବିତୀୟ ଦିନରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୪ ପଦକ ମିଳିଛି। ୧୦୦ ମିଟରରେ ଶ୍ରାବଣୀ ନନ୍ଦ ଓ ଅମିୟ ମଲ୍ଲିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୦୦ ମିଟର ଦୌଡ଼ରେ ଶ୍ରାବଣୀ ୧୧.୫୭ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...