ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

କେନ୍ଦ୍ରମନ୍ତ୍ରୀଙ୍କୁ ଗୁହାରି କଲେ ପରିବାର

ଭୁବନେଶ୍ୱର: ଚେସ୍‌ ତାରକା ଆନ୍ତର୍ଜାତିକ ମାଷ୍ଟର ସିଦ୍ଧାନ୍ତ ମହାପାତ୍ରଙ୍କୁ ତାଙ୍କ ଉନ୍ନତ ପ୍ରଦର୍ଶନ ଆଧାରରେ ୨୦୧୫ ସେପ୍ଟେମ୍ବରଠାରୁ ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ କ୍ରୀଡ଼ା ବୃତ୍ତି ମିଳୁଥିଲା। ୨୦୧୪ରେ ଜାତୀୟ କନିଷ୍ଠ ଚେସ୍‌ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ଆଧାରରେ ତାଙ୍କୁ ଏହି ବୃତ୍ତି…
ଅଧିକ ଖବର ଦେଖନ୍ତୁ...

କିଟ୍‌, ଉତ୍କଳ, ବ୍ରହ୍ମପୁର, ଉତ୍ତର ଓଡ଼ିଶା ଅଗ୍ରସର

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଗୁଡ଼ିକ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ପୂର୍ବରୁ ଲନ୍‌ ଟେନିସ୍‌ରେ କିଟ୍‌ ସର୍ବଭାରତୀୟ ଯୋଗ୍ୟତା ଅର୍ଜନ କରି ନେଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଏଏଚ୍‌ଏଲ୍‌: ଭାରତୀୟ ପୁରୁଷ ଓ ମହିଳାଙ୍କୁ ବିଜୟ

ପର୍ଥ, : ଚଳିତ ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍‌ ଏଲ୍‌)ରେ ମଙ୍ଗଳବାର ଭାରତୀୟ ପୁରୁଷ ଓ ମହିଳା ଦଳ ନିଜ ନିଜର ବିଜୟ ହାସଲ କରିଛନ୍ତି। ପୁରୁଷ ଦଳ ୨-୦ ଗୋଲ୍‌ରେ ଏସିଟି (ଅଷ୍ଟ୍ରେଲିଆନ୍‌ କ୍ୟାପିଟାଲ ଟେରିଟୋରି)କୁ ପରାସ୍ତ କରିଥିଲା ବେଳେ ମହିଳା ଦଳ ୧-୦ ଗୋଲରେ ତାସ୍‌ମାନିଆକୁ ହରାଇଛି। ଏସିଟି…
ଅଧିକ ଖବର ଦେଖନ୍ତୁ...

ଅନ୍ତଃସହର ଗୋଲ୍ଡକପ୍‌ ହକି: ଭୁବନେଶ୍ୱର, ପାନପୋଷ, ରାଉରକେଲା ବିଜୟୀ

ରାଉରକେଲା: ପାନପୋଷ ହକି ଷ୍ଟାଡିୟମ୍‌ରେ ଚାଲିଥିବା ଅନ୍ତଃସହର ଗୋଲ୍ଡକପ୍‌ ହକି ପ୍ରତିଯୋଗିତାର ତୃତୀୟ ଦିବସରେ ପେସାଦାର ବର୍ଗରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ, ପାନପୋଷ ରେଡ୍‌ ଓ ରାଉରକେଲା ଏକାଦଶ ବିଜୟ ହାସଲ କରିଛନ୍ତି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ୬-୪ ଗୋଲ୍‌ରେ ପାନପୋଷ କ୍ରୀଡ଼ା…
ଅଧିକ ଖବର ଦେଖନ୍ତୁ...

ଏନ୍‌ପିଏଲ୍‌: ଜୁନାଗଡ଼ ଟୋରୋସ୍‌ ବିଜୟୀ

ଭୁବନେଶ୍ୱର: ନବୋଦୟ ବିଦ୍ୟାଳୟର ପୁରାତନ ଛତ୍ର ସଂଘ ପକ୍ଷରୁ ନିମପୁର ପଡ଼ିଆରେ ଚାଲିଥିବା ନବୋଦୟ ପ୍ରିମିୟର ଲିଗ୍‌ (ଏନ୍‌ପିଏଲ୍‌)ର ମଙ୍ଗଳବାର ମ୍ୟାଚ୍‌ରେ ଜୁନାଗଡ଼ ଟୋରୋସ୍‌ ବିଜୟୀ ହୋଇଛି। ରାଇବନିଆ ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ୨୮.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୦ ରନ୍‌ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ମା’ ବନଦୁର୍ଗା ବିର୍ସାମୁଣ୍ଡା ବିଜେତା

ଖୁଣ୍ଟୁଣୀ (କଟକ): ରାଧାକୃଷ୍ଣପୁର ପଞ୍ଚାୟତ ମୁଷୁଳିଆସ୍ଥିତ ମା’ ବନଦୁର୍ଗା ବିର୍ସାମୁଣ୍ଡା ଯୁବକ ସଂଘ ଆନୁକୂଲ୍ୟରେ ୫ ଦିନ ଧରି ଆୟୋଜିତ ଷଷ୍ଠ ବାର୍ଷିକ ଅନ୍ତଃଜିଲ୍ଲା ଫୁଟ୍‌ବଲ୍‌ ପ୍ରତିଯୋଗିତା ସୋମବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଭୁବନେଶ୍ୱର…
ଅଧିକ ଖବର ଦେଖନ୍ତୁ...

ମନୀଷ, ଶାଶ୍ୱତ ଓ ଶୃତି ଆଗୁଆ

ଭୁବନେଶ୍ୱର: ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ଏବଂ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ୧୧ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତାର ପଞ୍ଚମ ରାଉଣ୍ଡ୍‌ ସୁଦ୍ଧା ଓପନ୍‌ ବର୍ଗରେ ମନୀଷ କୁମାର, ଶାଶ୍ୱତ ମଲ୍ଲିକ ଏବଂ ବାଳିକା ବର୍ଗରେ ଶୃତି ସ୍ନେହୀ ସମ୍ପୂର୍ଣ୍ଣ ୫ ପଏଣ୍ଟ୍‌…
ଅଧିକ ଖବର ଦେଖନ୍ତୁ...

ଆବୁଧାବି ଟେଷ୍ଟ୍‌: ଶ୍ରୀଲଙ୍କାଠୁ ହାରିଲା ପାକିସ୍ତାନ

ଆବୁଧାବି: ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ଆବୁଧାବି ଟେଷ୍ଟର ପରିସମାପ୍ତି ଘଟିଲା। ୟୁଏଇ ଗସ୍ତରେ ଥିବା ଶ୍ରୀଲଙ୍କା ଦଳ ନିରପେକ୍ଷ ସ୍ଥାନ ଭାବେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଘରୋଇ ପାକିସ୍ତାନ ଦଳକୁ ୨୧ ରନ୍‌ରେ ପରାସ୍ତ କରିଦେଲା। ମ୍ୟାଚ୍‌ରେ ମୋଟ ୧୩୬ ରନ୍‌ ବ୍ୟୟକରି ୧୧ ଓ୍ଵିକେଟ୍‌…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ୩୩୩ ରନ୍‌ରେ ବିଜୟୀ

ପଶ୍ଚଷ୍ଟମ୍‌: ସ୍ଥାନୀୟ ସେନ୍‌େଓ୍ଵସ୍‌ ପାର୍କରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛି। ଏହି ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିବସରେ ଘରୋଇ ଦଳ ୩୩୩ ରନ୍‌ରେ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶ ଦଳକୁ ପରାସ୍ତ କରିଦେଇଛି। ପ୍ରଥମ ପାଳିରେ…
ଅଧିକ ଖବର ଦେଖନ୍ତୁ...

ମର୍କେଲ ଆହତ, ୪ ସପ୍ତାହ ବିଶ୍ରାମ

ପଶ୍ଚଷ୍ଟମ୍‌: ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ମର୍ନି ମର୍କେଲ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ବେଳେ ଆହତ ହୋଇଛନ୍ତି। ତାଙ୍କର ମାଂସପେଶୀ ଟାଣି ହୋଇଯାଇଛି। ସୋମବାର ତାଙ୍କର ସ୍କାନ୍‌ ହେବା ପରେ ଆହତ ଗୁରୁତର ବୋଲି ସ୍ପଷ୍ଟ ହୋଇଛି। ଫଳରେ ୪ ସପ୍ତାହ କ୍ରିକେଟ୍‌ରୁ ଦୂରେଇ ରହିବାକୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...