ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଅନ୍ଧାରରେ ଭେଟେରାନ ନେତାଙ୍କ ଭବିଷ୍ୟତ

ଅନୁଗୁଳ: ଢେଙ୍କାନାଳ ଲୋକସଭା ଆସନରୁ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ବ୍ରିଗେଡିୟର୍‌ କାମାକ୍ଷା ପ୍ରସାଦ ସିଂହଦେଓ। କେନ୍ଦ୍ର ସରକାରରେ ମନ୍ତ୍ରୀ ବି ହୋଇଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ରାଜନୀତିରେ ବେଶ୍‌ ଗୁରୁତ୍ବ ରଖୁଥିବା ଏହି ଭେଟେରାନ୍‌ ନେତାଙ୍କୁ ଏଥର ଟିକେଟ ଦେଇନି…
ଅଧିକ ଖବର ଦେଖନ୍ତୁ...

ଆଜି ବି ପ୍ରଚଣ୍ଡ ତାତି: ସକାଳ ସାଢ଼େ ୮ଟା ବେଳକୁ ତାଳଚେର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ବର: ଗତକାଲି ଭଳି ଆଜି ବି ଆଜି ସକାଳ ସାଢ଼େ ୮ଟା ବେଳକୁ ୩୮ ଡିଗ୍ରି ଟପିଛି ତାପମାତ୍ରା। ତାଳଚେରରେ ତାପମାତ୍ରା ୩୮.୪ ° ଥିବା ଜଣାଯାଇଛି।ସକାଳ ସାଢ଼େ ୮ଟା ସୁଦ୍ଧା ଏହାରୁ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ବୋଲି କୁହାଯାଇଛି। ସାଢ଼େ ୮ଟା ସୁଦ୍ଧା  ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ବିଜେପି ଓ ବିଜେଡି ବିରୋଧରେ ବର୍ଷିଲା କଂଗ୍ରେସ: ଓଡ଼ିଶାର ସ୍ୱାଭିମାନ ପାଇଁ ରାଜ୍ୟରେ ଦରକାର କଂଗ୍ରେସ ସରକାର

ଅନୁଗୁଳ: କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ପାଇଁ ଆଜି ଦେଶ ଓ ରାଜ୍ୟ ପଛରେ ପଡ଼ିଛି। ପ୍ରଚୁର ସମ୍ଭାବନା ଥାଇ ବି ଅନୁଗୁଳ ଓ ଢେଙ୍କାନାଳର ଆଖିଦୃଶିଆ ବିକାଶ ହୋଇପାରିନି। କଂଗ୍ରେସ ସରକାର ଆସିଲେ ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସହ ଜାତୀୟ ରାଜପଥ ସମସ୍ୟା ଦୂର…
ଅଧିକ ଖବର ଦେଖନ୍ତୁ...

ଆଠମଲ୍ଲିକରେ ଧର୍ମେନ୍ଦ୍ର: ଓଡ଼ିଶାକୁ ୧ ନମ୍ବର କରିବାକୁ ଆହ୍ବାନ

ଅନୁଗୁଳ: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଲୋକଙ୍କୁ ଘୃଣା କରୁଥିବା ଲୋକଙ୍କ ପାଖରେ ରାଜ୍ୟର ରିମୋଟ୍‌ କଣ୍ଟ୍ରୋଲ ଥିବା କହି ଏଥର ଓଡ଼ିଶାର ଅସ୍ମିତା ପାଇଁ ଭୋଟ ଦେବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌: ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର

ଅନୁଗୁଳ: ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା ସୁବିଧା ସହ ରୋଜଗାର ଉପଲବ୍ଧ କରାଇବା ପାଇଁ ଏଥର ଓଡ଼ିଶାରେ ସରକାର ବଦଳାଇବାକୁ ପଡ଼ିବ। ଏହି ପ୍ରକିୟା ଆଠମଲ୍ଲିକରୁ ଆରମ୍ଭ ହେବ ବୋଲି ଅନୁଗୁଳ ବ୍ଲକ୍‌ ଅନ୍ତୁଳିଆରେ ନିର୍ବାଚନ ପ୍ରଚାର କରି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ୩ ଜଣଙ୍କ ଜୀବନ ଗଲା: ଜାତୀୟ ରାଜପଥ ୫୫ରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୁଳ: ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ। ଏଥିରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଆଜି ସକାଳେ ପୁଣି ମୁଣ୍ଡ ଗଡ଼ିଛି। ଏକ ଟ୍ରକ୍‌ ଧକ୍କାରେ ଗୋଟିଏ ଗାଁର ତିନିଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେମାନେ ହେଉଛନ୍ତି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଡେରେଜାଙ୍ଗ ଗାଁର…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ନେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ୍‌

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ନେଇ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରିଛି ବିଜେଡି। ଅନୁଗୁଳ ସହର ଉପକଣ୍ଠରେ ଆଜି ଏକ ସଡ଼କ ଦୁର୍ଘଟଣାରେ ରାଜପଥରେ ୩ ଜଣଙ୍କ ଜୀବନ ଯାଇଥିଲା‌ ବେଳେ ଏହି ଦୁର୍ଘଟଣା ପାଇଁ ଧର୍ମେନ୍ଦ୍ରଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଖରାରେ ସିଝୁଛି ଓଡ଼ିଶା: ୪୦ଡିଗ୍ରି ଉପରେ ୩୩ ସହର, ଅନୁଗୁଳରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ଓଡ଼ିଶାବାସୀ ପ୍ରବଳ ଖରାରେ ସିଝୁଛନ୍ତି। ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରଖର କିରଣ ଓ ତତଲା ଝାଞ୍ଜିରେ ଛଟପଟ ହେଉଛନ୍ତି। ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନୁଗୁଳରେ ତାପମାତ୍ରା ୪୪.୭ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରି…
ଅଧିକ ଖବର ଦେଖନ୍ତୁ...

ଚାପିଦେଲା ଟ୍ରକ୍, ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରେ ଟ୍ରକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡେରେଜାଙ୍ଗ ଗାଁର ରୁପା ଦେହୁରୀ (୪୮), ରାଜେନ୍ଦ୍ର ପ୍ରଧାନ (୨୨) ଏବଂ ସୁବ୍ରତ ପ୍ରଧାନ (୧୭)। ଏମାନଙ୍କ ମଧ୍ୟରେ ଦୁଇଜଣ ମାଛ ବେପାରୀ ଓ ଜଣେ କଲେଜ ଛାତ୍ର ଅଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରେ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର: ଏଥର କ୍ରୀତଦାସ ବନାମ ସ୍ୱାଭିମାନର ଲଢ଼େଇ

ଅନୁଗୁଳ: ରାଜ୍ୟରେ ୨୫ ବର୍ଷ ଧରି ଏକ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି। ବିକାଶ ଅଟକି ଯାଇଛି। ଏପ‌ଟେ ଏହି ସରକାରରେ ଅନେକ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। ମୋର କିନ୍ତୁ କ୍ରୀତଦାସ ହେବା ପସନ୍ଦ ନୁହେଁ। ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ମୋର ଅଗାଢ଼ ବିଶ୍ୱାସ ଅଛି ବୋଲି…
ଅଧିକ ଖବର ଦେଖନ୍ତୁ...