ଅନୁସନ୍ଧାନ କରୁଥିବା ବର୍ଗ

କଳାହାଣ୍ଡି

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି (ଶୁକ୍ରବାର) ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।…
ଅଧିକ ଖବର ଦେଖନ୍ତୁ...

ସରକାରୀ ଅର୍ଥ ହଡ଼ପ ଘଟଣା: ଫେରାର ପୂର୍ବ ସରପଞ୍ଚ ଗିରଫ

ଧର୍ମଗଡ଼: ସରକାର ଅର୍ଥ ହଡପ ଅଭିଯୋଗ ଘଟଣାରେ ଫେରାର୍‌ ଥିବା ପୂର୍ବତନ ସରପଞ୍ଚକୁ ପୁଲିସ ଗିରଫ କରିଛି। ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମପଞ୍ଚାୟତରେ ୨୦୧୮-୧୯ ମସିହାରେ ସରକାରୀ ଅର୍ଥ ହଡପ ଅଭିଯୋଗ ହୋଇଥିଲା। ଅର୍ଥ ହଡପ ଅଭିଯୋଗରେ ଦୁର୍ନୀତି…
ଅଧିକ ଖବର ଦେଖନ୍ତୁ...

ଲାଞ୍ଜିଗଡ଼ରେ ହାତୀ ଉପଦ୍ରବ; ଭାଙ୍ଗିଲେ ଘର, ଖାଇଲେ ଧାନ

ଲାଞ୍ଜିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ ମୂଷାନାଲ ସେକ୍ସନ କାନକୁଟରୁ ପଞ୍ଚାୟତ ତଳକାକେଶ୍ୱର ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବୁଧବାର ବିଳମ୍ବିତ ରାତିରେ ଆଠ ଘରିଆ ହାତୀପଲ ତଳକାଳେଶ୍ୱର ଗାଁକୁ ପଶି ପ୍ରଥମେ ରହି ମାଝୀଙ୍କ ଘର ଭାଙ୍ଗିବା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା; ୯ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୦ ଜିଲ୍ଲାରେ କାଳବୈଶାଖୀ ଜନିତ…

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ଗୁରୁବାର) ପଞ୍ଜାବର ଫିରୋଜ଼ପୁରରୁ ବାହାରି କର୍ଣ୍ଣଲ, ମିରଟ, ଆଜମଗଡ, ପାଟନା, ମୁଙ୍ଗେର, ଦେଓଘର, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଡାଇମଣ୍ଡ-ହାରବରରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

‘ଓଡ଼ିଶା ଟେକ୍ସଟାଇଲ୍ ହବ୍ ଓ କଳାହାଣ୍ଡି ହବସପୁରୀ ହବ୍ ହୋଇପାରିବ’

ସେ ଓଡ଼ିଶାର ହସ୍ତତନ୍ତରେ ପାଶ୍ଚାତ୍ୟ ପରିଧାନର ଛୁଙ୍କ ଦେଇ ସେ ରାଜ୍ୟର ବିଭିନ୍ନ ଜିଲ୍ଲାର ସମୃଦ୍ଧ ହସ୍ତତନ୍ତଙ୍କୁ ବିଶ୍ବ ବଜାରରେ ପରିଚିତ କରାଇଛନ୍ତି। ହସ୍ତତନ୍ତର ପ୍ରଚାର କରିବା ସହ ବୁଣାକାରଙ୍କ ବିକାଶ ଦିଗରେ ଚିନ୍ତା କରିଛନ୍ତି। ଏଥିସହ ଲୁପ୍ତପ୍ରାୟ ହବସପୁରୀ ଶାଢ଼ି ଓ ଫେବ୍ରିକ୍ସର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ମଙ୍ଗଳବାର) ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଅମୃତସରରୁ ବାହାରି, କର୍ଣ୍ଣଲ, ମିରଟ, ଲକ୍ଷ୍ନୌ, ଗୟା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ନାଗାଲାଣ୍ଡ ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ…
ଅଧିକ ଖବର ଦେଖନ୍ତୁ...

ବଭିନ୍ନ ସ୍ଥାନରେ ଅଘଟଣ: କେତେକଙ୍କ ପ୍ରାଣହାନି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କାରଣରୁ କିଛି ମୂଲ୍ୟବାନ ଜୀବନ ଯାଇଛି। ନାଳରେ ବୁଡ଼ି ଛାତ୍ର ମୃତ ନୂଆପଡ଼ା/କରଙ୍ଗାପାଲ/ବୋଡ଼େନ/ଖଡ଼ିଆଳ: ନୂଆପଡ଼ା ଜିଲ୍ଳା ବୋଡ଼େନ ବ୍ଲକ୍ ବୁଢ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତଙ୍କର ସ୍କୁଲ ପାଖ…
ଅଧିକ ଖବର ଦେଖନ୍ତୁ...

ଦାଦନରୁ ଡାକ୍ତରୀ ଛାତ୍ର: ସାହୁକାରଠାରୁ ଧାର ଆଣି କଲେଜରେ ନାଁ ଲେଖାଇଛନ୍ତି

ଭବାନୀପାଟଣା: କେରଳକୁ ଦାଦନ ଖଟିବାକୁ ଯାଇଥିବା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଥୁଆପାଡ଼ି ଗ୍ରାମର କୃଷ୍ଣଚନ୍ଦ୍ର ଅଟକା ଚଳିତ ବର୍ଷ ଡାକ୍ତରୀ ପାଠ ପଢ଼ିବାର ସୁ‌ଯୋଗ ପାଇଛନ୍ତି। କଳାହାଣ୍ଡି ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସେ ନାମ ଲେଖାଇବା ପରେ ଏବେ ଚର୍ଚ୍ଚାର ପରିସରକୁ…
ଅଧିକ ଖବର ଦେଖନ୍ତୁ...

ଲୁଟ୍‌ କରି ଫେରାର୍ ମାରୁଥିଲେ; ଫିଲ୍ମ ଷ୍ଟାଇଲ୍‌ରେ ୨ ଲୁଟେରାକୁ କାବୁକଲା ପୁଲିସ୍

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ୍ ଲୁଟ୍‌ କରି ଫେରାର୍ ମାରୁଥିବା ୨ ଅଭିଯୁକ୍ତକୁ ଫିଲ୍ମ ଷ୍ଟାଇଲରେ କାବୁ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସ୍ଥାନୀୟ ୱାର୍ଡ ନଂ୧୦ ର ଅନୁ ସୁନା (୨୨) ଓ କଲମପୁର ଥାନା ମଣ୍ଡଳର ଇନ୍ଦ୍ରମଣି ନାଏକ (୨୮)। ପ୍ରକାଶ ଯେ, ନର୍ଲା…
ଅଧିକ ଖବର ଦେଖନ୍ତୁ...

ରାଜକୋଟରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ; ଗାଁକୁ ଫେରୁଛି ଶବ

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରୁପ୍ରା ପଞ୍ଚାୟତ ତିତକେଲା ଗ୍ରାମର ବିସମ ହରିଜନଙ୍କ ଏକମାତ୍ର ପୁଅ ଦଶରଥ ହରିଜନ (୩୩ବର୍ଷ) ରାଜକୋଟକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନ ଗାଁକୁ ଶବ ଫେରୁଥିବା ବେଳେ ଗାଁରେ ଶୋକରଛାୟା…
ଅଧିକ ଖବର ଦେଖନ୍ତୁ...