Advertisment
Latest Posts
Advertisment
ରାଜ୍ୟ
ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ
ସୁନ୍ଦରଗଡ ଜିଲ୍ଲାର ବାଙ୍କିବାହାଲ ଭେଡାବାହାଲ କୋଲ କରିଡୋର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଜିଲ୍ଲା
ସୁପର ଭାଇଜରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଅଭିଯୋଗ: ଲକ୍ଷ୍ମୀବସ ଅଟକାଇ ଧାରଣାରେ ବସିଲେ କଣ୍ଡକ୍ଟର
ଲକ୍ଷ୍ମୀବସରେ ପୁର୍ବରୁ କାର୍ଯ୍ୟ କରୁଥିବା ଜଣେ କଣ୍ଡକ୍ଟରକୁ ଲକ୍ଷ୍ମୀବସର ସୁପରଭାଇଜର ମାନସିକ ନିର୍ଯାତନା ଦେବା ସହିତ କାର୍ଯ୍ୟରୁ ବାହାର କରିଥିବା ପ୍ରତିବାଦରେ ବସ୍ କଣ୍ଡକ୍ଟର ଜଣଙ୍କ ଲକ୍ଷ୍ମୀବସ ଅଟକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି...
ଖେଳ
ବିଶ୍ବ ଦକ୍ଷତା କେନ୍ଦ୍ରର ୭ କ୍ୟାମ୍ପସ୍ ଖୋଲିବ: ୨୦୩୬ ସୁଦ୍ଧା ଅତିକମ୍ରେ ୫ଟି
ଦକ୍ଷତା ବିକାଶକୁ ପ୍ରାଥମିକତା ଦେଉଥିବା ଓଡ଼ିଶା ସରକାର ୨୦୪୭ ସୁଦ୍ଧା ରାଜ୍ୟରେ ବିଶ୍ବ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟଏସ୍ସି)ର ଅତିକମ୍ରେ ୭ଟି କ୍ୟାମ୍ପସ୍ ସ୍ଥାପନ କରିବେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ବେଳକୁ ୨୦୩୬ ସୁଦ୍ଧା ଏଭଳି ୫ଟି କ୍ୟାମ୍ପସ୍ ସ୍ଥାପନ....
ରାଜନୀତି
ବଡ଼ସାହି ବିଧାୟକ ଶୁଣିବେ ଜନସାଧାରଣଙ୍କ ଅଭିଯୋଗ
ବଡ଼ସାହି ବିଧାୟକ ସନାତନ ବିଜୁଳି ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ପୁର୍ବରୁ ଏକାଧିକ ବିଧାୟକ ନିଜ କାର୍ଯ୍ୟକାଳ ପୂରଣ କରି ଚାଲି ଯାଇଥିବାବେଳେ ପ୍ରଥମ ଥର ପାଇଁ ବିଧାୟକ ଓ ଜନତାଙ୍କ ମଧ୍ୟରେ ଥିବା ଦୂରତା ହଟିବ....
ଅପରାଧ
ଏସ୍ୟୁଭି ଭିତରୁ ମିଳିଲା ବାପାମାଆ ଓ ପୁଅର ମୃତଦେହ
ଏକ ଏସ୍ୟୁଭି ଭିତରୁ ମିଳିଛି ଗୋଟାଏ ପରିବାରର ୩ ଜଣଙ୍କ ମୃତଦେହ। ଏହି ଘଟଣା ସଂପର୍କରେ ପୁଲିସ ଅଧିକାରୀ ମନଜିତ ସିଂହ କହିଛନ୍ତି ଯେ ଏହା ଏକ ଆତ୍ମହତ୍ୟା ମାମଲା ପରି ମନେ ହେଉଥିଲେ ମଧ୍ୟ ଏହାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି।