Advertisment
Latest Posts
Advertisment
ଜିଲ୍ଲା
ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ହତ୍ୟାକାଣ୍ଡ ନୁହେଁ: ହାଇକୋର୍ଟ
ବହୁ ଚର୍ଚ୍ଚିତ ସମ୍ବଲପୁର ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଶେଷ ରାୟ ପ୍ରକାଶ ପାଇଛି। ଏହା ହତ୍ୟାକାଣ୍ଡ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି...
Gallery
ପହଞ୍ଚିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡାର ଅମଲୀପାଲିସ୍ଥିତ ପଡ଼ିଆରେ ଯୁବ ସମାବେଶରେ ପହଞ୍ଚି ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ...
ବାଣିଜ୍ୟ
ବାଣ ଫୁଟି ଗାଡ଼ିରେ ନିଆଁ ଲାଗିଗଲେ କେମିତି ମିଳେ ଇନ୍ସ୍ୟୁରାନ୍ସ ଟଙ୍କା, ଜାଣିଛନ୍ତି କି ବାଟ?
ଦୀପାବଳି ହେଉଛି ଆଲୋକ ଏବଂ ଆନନ୍ଦର ପର୍ବ, କିନ୍ତୁ ବାଣ ଫୁଟାଇବା ଦ୍ୱାରା ଘଟୁଥିବା ଦୁର୍ଘଟଣା ପ୍ରାୟତଃ ଆନନ୍ଦକୁ ଦୁଃଖରେ ପରିଣତ କରିଦିଏ। ପ୍ରତିବର୍ଷ, ଅନେକ ଘଟଣା ରିପୋର୍ଟ ହୁଏ ଯେଉଁଠାରେ ବାଣ ଯୋଗୁଁ ଯାନବାହନରେ ନିଆଁ ଲାଗିଯାଇଥାଏ
ଅପରାଧ
ଡାକ୍ତର ଦେଖାଇବାକୁ ଯାଇଥିଲେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୁତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ କଳାକନା ବୁଲାଇବା ନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛିl
ମନୋରଞ୍ଜନ
୧ କୋଟି ଟଙ୍କା ଦେବାକୁ କପିଲଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ
ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ବିରୋଧରେ ହତ୍ୟା ଧମକ ଏବଂ ୧ କୋଟି ଟଙ୍କା ବଟି ଦାବି ମାମଲାରେ ମୁମ୍ବାଇ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ କପିଲ ଶର୍ମାଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ଫୋନ୍ କରି ତାଙ୍କ ଦାବି ପୂରଣ ନ ହେଲେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା।
ପୁନଶ୍ଚ ପୃଥିବୀ
ମା’-ମାଟି-ପୃଥିବୀ ସବୁଠୁ ଊର୍ଦ୍ଧ୍ବରେ: ସାଂସଦ ଶୁଭାଶିଷ
ସମୁଦ୍ରକୁ ସହରର ବର୍ଜ୍ୟ ଜଳ ବିଷାକ୍ତ କରିଦେଲାଣି। ଭୂତଳ ଜଳସ୍ତର ନିମ୍ନଗାମୀ ହେଲାଣି। ଶ୍ରୀକ୍ଷେତ୍ରରେ ୧୫ ଫୁଟ ଖୋଳିଲେ ମିଠା ଜଳ ମିଳୁଥିଲା, ଏବେ ୨ଶହ ମିଟର ବୋରିଂ କଲେ ମଧ୍ୟ ଭଲ ପାଣି ମୁନ୍ଦେ ସ୍ବପ୍ନ। ମଙ୍ଗଳା ନଈକୁ ବର୍ଜ୍ୟ ଜଳ ଛାଡ଼ି ତାକୁ ନଳାରେ ପରିଣତ କରିସାରିଲେଣି।