Latest Posts
ରାଜ୍ୟ
ମାଲକାନଗିରି ବିଏସଏଫ ଯବାନଙ୍କ ଦ୍ୱାରା ଲ୍ୟାଣ୍ଡ ମାଇନ ଉଦ୍ଧାର
ଭେଜେଙ୍ଗୱାଡା ରିଜେର୍ଭ ଫରେଷ୍ଟ ଅଂଚଳରେ କୁମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିବା ଟିଫିନ ବୋମାକୁ ଉଦ୍ଧାର କରିଥିଲେ ବିଏସଏଫ ଯବାନ। ଏକ ଗଛ ମୂଳରେ ବୋମାକୁ ଖଞ୍ଜା ଯାଇଥିଲା।ତେବେ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ଆଜିଠୁ: ଦଳରେ ନଟରାଜଙ୍କ ସହ ୪ ଓଡ଼ିଆ
ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ର ତୃତୀୟ ସଂସ୍କରଣ ଶୁକ୍ରବାରଠୁ ଆରମ୍ଭ ହେବ। ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଥିବା ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ ଶୁକ୍ରବାର ହରଭଜନ ସିଂହଙ୍କ ନେତୃତ୍ବାଧୀନ ତଥା ଗତଥରର ବିଜେତା ମଣିପାଲ ଟାଇଗର୍ସ ବିପକ୍ଷରୁ ଅଭିଯାନ ଆରମ୍ଭ।
ରାଜନୀତି
ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ: ୧୦୦ ଦିନର ହିସାବ ଦେଲେ ମୋହନ ସରକାର
ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି....
ଅପରାଧ
୨୦୨୬ ସୁଦ୍ଧା ଲୋପ ପାଇବ ନକ୍ସଲବାଦ୍: ଅମିତ୍ ଶାହା
ନକ୍ସଲବାଦ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି କି ୨୦୨୬ ମସିହା ସୁଦ୍ଧା ନକ୍ସଲବାଦ୍ ପୂରାପୂରି ଭାବେ ଲୋପ ପାଇଯିବ।
ମନୋରଞ୍ଜନ
ଦି ଫ୍ୟାମିଲି ମ୍ୟାନ ସିଜିନ ୩ରେ ନଜର ଆସିପାରନ୍ତି ଏହି ଲୋକପ୍ରିୟ ଅଭିନେତା
ସଫଳ ଓଟିଟି ୱେବ୍ ସିରିଜ୍ ମଧ୍ୟରୁ 'ଦି ଫ୍ୟାମିଲି ମ୍ୟାନ୍'ର ନାଁ ରହିଛି | ଆଉ ଏବେ ଏହାର ତୃତୀୟ ସିଜିନ ଆସିବାକୁ ଯାଉଛି | ଏପରି ପରିସ୍ଥିତିରେ, ଆପଣଙ୍କ ଉତ୍କଣ୍ଠା ବଢାଇବାକୁ, ନିର୍ମାତାମାନେ ଏହି ସିରିଜରେ ଜଣେ ନୂତନ ତାରକା ଅନ୍ତର୍ଭୁକ୍ତ କରିଛନ୍ତି |