Latest Posts
ରାଜ୍ୟ
ଆଜି ଗର୍ଭଣା ସଂକ୍ରାନ୍ତି, ଚାଷୀ ପରିବାରରେ ଉତ୍ସାହ
ଗର୍ଭଣା ସଂକ୍ରାନ୍ତି ସୁଦ୍ଧା ସବୁ ଧାନ କ୍ଷେତରେ ଥୋଡ ଆସିଯାଏ ବୋଲି ବିଶ୍ୱାସ ରହିଛି। ପ୍ରତିଟି ଚାଷୀ ଘରେ ଏହାକୁ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏହାକୁ କାଠି ପୋତା ସଂକ୍ରାନ୍ତି, ଓଲଗିଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ...
ଜିଲ୍ଲା

ଖେଳ
ଏଚ୍ଆଇଏଲ୍ର ଲେଉଟାଣି: ଆକର୍ଷଣରେ ଓଡ଼ିଶା ଦଳ
ସାତ ବର୍ଷର ବ୍ୟବଧାନ ପରେ ଫେରିଥିବା ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ଖେଳାଳି ନିଲାମ ଶେଷ ହୋଇଛି। ଏବେ ଦଳୀୟ ସନ୍ତୁଳନ, ରଣନୀତି ପ୍ରସ୍ତୁତି ଓ ତାଳମେଳ ଉପରେ ଅଧିକାରୀ, ପ୍ରଶିକ୍ଷକ ଓ ବିଶେଷଜ୍ଞଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି।
ରାଜନୀତି
ବାରବାଟୀ-କଟକ ବିଜେଡିରେ ପୁଣି କନ୍ଦଳ
ବାରବାଟୀ-କଟକ ବିଜେଡି ପକ୍ଷରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ ଓ ତାଙ୍କୁ ସମର୍ଥନ କରି ଆସୁଥିବା ଅନେକ କର୍ପୋରେଟରଙ୍କ ଅନୁପସ୍ଥିତି ଦଳ ଭିତରେ ଲାଗି ରହିଥିବା ଅନ୍ତଃକନ୍ଦଳକୁ ପୁଣି ଥରେ ପଦାରେ ପକାଇ ଦେଇଛି।
ଅପରାଧ
ପୁଣି ୨ ବିମାନରେ ବୋମା ଆତଙ୍କ
ଭାରତରେ ନାଗରିକ ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଆସୁଥିବା ମିଛ କଲ୍, ସୋସିଆଲ ମିଡିଆ ପୋଷ୍ଟ୍ ଓ ଧମକପୂର୍ଣ୍ଣ ଇ-ମେଲ୍ ଯୋଗୁଁ ଜଟିଳ ସ୍ଥିତି ଉପୁଜୁଛି। କତକାଲି ୭ଟି ବିମାନରେ ବୋମା ରଖାଯାଇଥିବା ଧମକ ମିଳିଥିବା ବେଳେ ଆଜି ପୁଣିଥରେ ୨ଟି ବିମାନକୁ ବୋମା ଧମକ ମିଳିଛି।
ମନୋରଞ୍ଜନ
ପାଣିଘେରରେ ସୁପରଷ୍ଟାର ରଜନୀକାନ୍ତଙ୍କ ଘର
ଚେନ୍ନାଇରେ ବର୍ଷା ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତଙ୍କର ବିଳାସପୂର୍ଣ୍ଣ ଘର ମଧ୍ୟ ଜଳବନ୍ଦୀରେ ରହିଛି। ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।