Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
କେନାଲରୁ ୧୫ ଫୁଟର ଅଜଗର ଉଦ୍ଧାର
ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା।
ବାଣିଜ୍ୟ
ଏଆଇ ଉପଯୋଗ ଦ୍ବାରା ବ୍ୟାଙ୍କ ପରିଚାଳନାରେ ୪୬% ଉନ୍ନତି ହୋଇପାରିବ : ରିଜର୍ଭ ବ୍ୟାଙ୍କ ରିପୋର୍ଟ
ଜେନେରେଟିଭ୍ ଏଆଇ ବ୍ୟାଙ୍କ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି । ଏହାର ଉପଯୋଗ ଦ୍ବାରା ବ୍ୟାଙ୍କ କାର୍ଯ୍ୟରେ ୪୬% ଉନ୍ନତି ଆସିବ ବୋଲି ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।
ଅପରାଧ
ବଡ଼ଧରଣର ସେକ୍ସ ରାକେଟ୍: ସ୍ପା’ରେ ଚଢ଼ଉ, ୯ ବଙ୍ଗୀୟ ଦେହଜୀବୀ ଉଦ୍ଧାର
ପାରାଦୀପରେ ବଡ଼ଧରଣର ସେକ୍ସ ରାକେଟ୍ ଠାବ। ତାରିଣୀଗଡ଼ା ଠାରେ ଏକ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୁଲିସ ଚଢ଼ଉ କରି ୯ ଜଣ ବଙ୍ଗୀୟ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଛି।
ମନୋରଞ୍ଜନ
ଜୟା ନୁହେଁ ଅନ୍ୟ ଜଣଙ୍କୁ ପଚାରି ଫିଲ୍ମ ସାଇନ କରନ୍ତି ବିଗ୍ ବି: ହୋଇଥାଏ ସୁପର ହିଟ୍...
ସ୍ତ୍ରୀ ଜୟା, ପୁଅ, ବୋହୂ. ନାତି ନାତୁଣୀ ନୁହେଁ, ଅନ୍ୟ ଜଣଙ୍କଠାରୁ ଅନୁମତି ପାଇବା ପରେ ହିଁ ବିଗ୍ ବି ଫିଲ୍ମ ସାଇନ୍ କରିଥାନ୍ତି। ସମସ୍ତ ଫିଲ୍ମ ହିଟ୍ ହୋଇଥାଏ। ଅମିତାଭ ତାଙ୍କର ପ୍ରଥମ ଫିଲ୍ମ ୧୯୬୯ ମସିହାରେ କରିଥିଲେ ଏବଂ ସେବେଠାରୁ ସେ ପଛକୁ ହଟି ନାହାନ୍ତି...
ପୁନଶ୍ଚ ପୃଥିବୀ
ପରିବେଶର ଯତ୍ନ ସବୁଠୁ ଶ୍ରେଷ୍ଠ କର୍ମ: ସୁଜାତା
ବିକାଶ ଆଳରେ ମାନବ ସମାଜ ଏବେ ଯେଉଁଭଳି ଗଛଲତା, ଜଙ୍ଗଲ, ପାହାଡ଼, ନଦୀ, ଝରଣା ତଥା ପ୍ରାକୃତିକ ସମ୍ପଦକୁ ନଷ୍ଟ କରିଚାଲିଛି ତାହା ଚିନ୍ତାଜନକ। ଜଳବାୟୁ ପରିବର୍ତ୍ତନ ଏବେ କେବଳ ବୈଶ୍ବିକ ସମସ୍ୟା ନୁହେଁ, ଛୋଟଛୋଟ ଗାଁରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି।