Advertisment
Latest Posts
Advertisment
ରାଜ୍ୟ
ଦ୍ବନ୍ଦ୍ବରେ ଅଟକିଛି ପାର୍ଟ ପ୍ଲଟ୍ ପଞ୍ଜୀକରଣ; ଡିଏସ୍ଆର୍ ସମ୍ମିଳନୀ ପରେ ପଞ୍ଜୀକରଣ ଆରମ୍ଭ ହେବ: ରାଜସ୍ବ ମନ୍ତ୍ରୀ
ଜୁନ୍ ୧୦ତାରିଖରେ ରାଜ୍ୟ ସରକାର ଓଡିଏ (ପ୍ଲାନିଂ ଏବଂ ବିଲଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧନ ନିୟମ, ୨୦୨୫ ନେଇ ବିଜ୍ଞପ୍ତି ଜାରି କରିଥିଲେ। ଏହାଦ୍ବାରା ବହୁଦିନ ହେଲା ପାର୍ଟ ପ୍ଲଟ୍ ବିକ୍ରି ଉପରେ ଲାଗିଥିବା କଟକଣା ହଟିଥିଲା।
ଜିଲ୍ଲା
କୋଟସମ ଲାଇରେ ବିକ୍ର ନହୋଇ ଧାନ ମଣ୍ଡିରେ ପଡି ଗଜା ହେଲା: ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ
କୋଟସମ ଲାଇମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ହଇରାଣ ହଟହଟା ହେଉଥିବାରୁ ଶେଷରେ ଗଜା ଧାନ ବସ୍ତାକୁ ଧରି ଜିଲ୍ଲପାଳଙ୍କୁ ଗୁହାରି କରିବାକୁ ଆସି ଶୁଣାଣି ଶିବିର ଚାଷୀ ପହଞ୍ଚିଥିଲେ..
ଖେଳ
ହେଡିଂଲେରେ ହାରିବାର ୬ କାରଣ
ହେଡିଂଲେ ଟେଷ୍ଟ୍ରେ ଭାରତୀୟ କ୍ରିକେଟ୍ ଦଳର ଅପ୍ରତ୍ୟାଶିତ ପରାଜୟ ଅନେକଙ୍କୁ ବିସ୍ମିତ କରିଛି। ଦଳ ତା’ର ଦୁଇଟି ପାଳିରେ ପାଞ୍ଚଟି ଶତକ ଅର୍ଜନ କରିବା ସତ୍ତ୍ବେ ପରାଜୟର ସମ୍ମୁଖୀନ ହୋଇଥିଲା।
ରାଜନୀତି
ହସିନାଙ୍କୁ ଫାଶୀ ଦାବିକୁ ନେଇ ବିବାଦ: ବାଂଲାଦେଶ ଟ୍ରିବ୍ୟୁନାଲ୍ ଆଇନଜୀବୀଙ୍କୁ ବହିଷ୍କାର କଲେ
ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ହସିନାଙ୍କ ପାଇଁ ନିଯୁକ୍ତ ଆଇନଜୀବୀ ଅମିନୁଲ ଗନି ଟିଟୁଙ୍କୁ ତାଙ୍କ ବିବାଦୀୟ ଫେସବୁକ୍ ପୋଷ୍ଟ ଯୋଗୁ ପଦରୁ ହଟାଇ ଦେଇଛନ୍ତି। ଟିଟୁ ପୂର୍ବରୁ ହସିନାଙ୍କୁ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ଏବେ ଆମିର ହୁସେନଙ୍କୁ ନୂତନ ନିଯୁକ୍ତ ପାଇଛନ୍ତି...
ଅପରାଧ
ବନ୍ଧୁକ ମୁନରେ ୫ କେଜି ଗହଣା ଲୁଟ୍
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଉପରବଜାରରେ ଥିବା ନାରାୟଣ ଜୁଏଲର୍ସରୁ ବୁଧବାର ସନ୍ଧ୍ୟାରେ ସଶସ୍ତ୍ର ଡକାୟତି ହୋଇଛି। ଦୁଇଟି ବାଇକ୍ରେ ୬ଜଣ ଦୁର୍ବୃତ୍ତ ଆସି ଦୋକାନ ମାଲିକ ନିରଞ୍ଜନ ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ କେଜିରୁ ଊର୍ଦ୍ଧ୍ବ ସୁନାଗହଣା ଲୁଟି ନେଇଛନ୍ତି।
ମନୋରଞ୍ଜନ
ଚଳଚ୍ଚିତ୍ର ‘ଅନନ୍ତା’ ଟ୍ୟାକ୍ସ ଫ୍ରି ହେବା ଆବଶ୍ୟକ: ବିଧାୟକ
ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛିl ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡ଼ି ଲମ୍ବିଛି l ପ୍ରେକ୍ଷାଳୟ ଭିତରେ ବାହାରେ ସବୁଠି ଗହଳି ଦେଖିବାକୁ ମିଳୁଛିl