Advertisment
Latest Posts
Advertisment
ଜିଲ୍ଲା
ଅନ୍ତଜିଲ୍ଲା ଡକାୟତ-ଛିନ୍ତାଇ ଗ୍ୟାଙ୍ଗର ୪ କୁଖ୍ୟାତ ଡକାୟତଙ୍କୁ ରାତିରେ ଗୋଡ଼ାଇ ଧରିଲା ପୁଲିସ
୧୫ ଦିନ ପୁର୍ବରୁ ବୈଶିଙ୍ଗ-ରୁପ୍ସା ରାସ୍ତାରେ ବିଳମ୍ବିତ ରାତି ସମୟରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିବା ଘଟଣାର ତଦନ୍ତ କରୁ କରୁ ୩ଜିଲ୍ଲାରେ ବ୍ୟାପି ଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୈଶିଙ୍ଗା ପୁଲିସ କୋର୍ଟ ଚାଲାଣ କରିଛି....
Gallery
କେନାଲରୁ ୧୫ ଫୁଟର ଅଜଗର ଉଦ୍ଧାର
ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା।
ବାଣିଜ୍ୟ
ଏପ୍ରିଲ୍ରୁ ନୂଆ ଆୟକର ଆଇନ: ଟିକସ ହାର ଅପରିବର୍ତ୍ତିତ, ୩୯ଟି ନୂଆ ସାରଣୀ ଏବଂ ୪୦ଟି ନୂଆ ଫର୍ମୁଲା
ସରକାର ଆଜି ଆୟକର ଆଇନ-୨୦୨୫ର ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଲ୍ରେ ମୋହର ମାରିଥିଲେ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତିରେ ଦର୍ଶାଯାଇଛି।
ଅପରାଧ
ଲିଟୁଆ ହାତରେ ‘ଡି-ଗ୍ୟାଙ୍ଗ୍’ ଜେଲ୍ରୁ ଫେରିବା ପରେ ‘ଥର’ ଗାଡ଼ି ଉପହାର!
୨୦୧୬ ପରେ ପ୍ରଥମ ଥର ପାଇଁ କଟକରେ ପାର୍ବଣ ପୂର୍ବରୁ ଏକାଠି ହେଇଛନ୍ତି ଗ୍ୟାଙ୍ଗ୍ଷ୍ଟର ଧଳସାମନ୍ତ ସହଯୋଗୀ। ବିଡ଼ାନାସୀର ଭୁଆଶୁଣି ପଠାରେ ଲିଟୁଆ ଓରଫ ଭରତ ସାହୁ ନେତୃତ୍ବରେ ଗ୍ୟାଙ୍ଗ୍ର ପ୍ରମୁଖ ସହଯୋଗୀମାନେ ଅଦିନିଆ ଭୋଜିଭାତ ବାହାନାରେ ଏକାଠି ହୋଇ ମେଳି ବାନ୍ଧିଛନ୍ତି।
ମନୋରଞ୍ଜନ
ଲଞ୍ଚ ହେଲା ଭାରତର ପ୍ରଥମ ଭର୍ଟିକଲ୍ ଓଟିଟି ଆପ୍ 'ରକେଟ୍ ରିଲ୍ସ'
ଥ୍ରୀଲର, ରୋମାନ୍ସ, କମେଡିରେ ଭରପୁର ଏକ ଆପ୍ ଲଞ୍ଚ ହୋଇଛି । ଯାହାକି ଡିଜିଟାଲ୍ ମନୋରଞ୍ଜନ ଜଗତରେ ହଇଚଇ ସୃଷ୍ଟି କରିଛି । ଏହା ହେଉଛି ଭାରତର ପ୍ରଥମ ଭର୍ଟିକଲ୍ ଓଟିଟି ଆପ୍ 'ରକେଟ୍ ରିଲ୍ସ'।
ପୁନଶ୍ଚ ପୃଥିବୀ
ପରିବେଶର ଯତ୍ନ ସବୁଠୁ ଶ୍ରେଷ୍ଠ କର୍ମ: ସୁଜାତା
ବିକାଶ ଆଳରେ ମାନବ ସମାଜ ଏବେ ଯେଉଁଭଳି ଗଛଲତା, ଜଙ୍ଗଲ, ପାହାଡ଼, ନଦୀ, ଝରଣା ତଥା ପ୍ରାକୃତିକ ସମ୍ପଦକୁ ନଷ୍ଟ କରିଚାଲିଛି ତାହା ଚିନ୍ତାଜନକ। ଜଳବାୟୁ ପରିବର୍ତ୍ତନ ଏବେ କେବଳ ବୈଶ୍ବିକ ସମସ୍ୟା ନୁହେଁ, ଛୋଟଛୋଟ ଗାଁରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି।