Latest Posts
ରାଜ୍ୟ
ସାନମଉଦା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କେବେ?
ରାଜ୍ୟର ସମସ୍ତ ଆଭ୍ୟନ୍ତରୀଣ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ରାଜ୍ୟର ପ୍ରାୟତଃ ସମସ୍ତ ବ୍ଳକରେ ଓଏଭିର ସ୍ଥାପନା କରାଯାଇଥିଲା।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଦ୍ବିତୀୟ ପାଳିରେ ଲଢ଼ିଲା ଭାରତ: ୯୦୦୦ ରନ୍ କ୍ଲବ୍ରେ କୋହଲି
ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ୩୫୬ ରନ୍ ପଛୁଆ ରହିଥିଲା। ତଥାପି ରୋହିତ ଶର୍ମାଙ୍କ ଦଳ ଦ୍ବିତୀୟ ପାଳିରେ ଭଲ ଲଢ଼ିଛି।
ରାଜନୀତି
ବିଜେଡି ଛାଡ଼ି ଏମିତି ପ୍ରତିକ୍ରିୟା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର
ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଦଳ ଛାଡ଼ିବାକୁ ନେଇ ବିଜେଡି ଭୁଲି ପାରି ନଥିବା ବେଳେ ଆଜି ପୁଣି ଜଣେ ଦଳର ନେତ୍ରୀ ଶଙ୍ଖ ଛାଡ଼ିଛନ୍ତି। ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଆଜି ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
ଅପରାଧ
ଅନ୍ଧବିଶ୍ବାସର ଭୟଙ୍କର ପରିଣତି: ଦେହରେ ପାଳବିଡ଼ା ବାନ୍ଧି ନିଆଁ ଲଗାଇଦେଲେ
ଅନ୍ଧବିଶ୍ବାସର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କ ଦେହରେ ପାଳବିଡ଼ା ବାନ୍ଧି ନିଆଁ ଲଗାଇ ପୋଡ଼ି ମାରିବାକୁ ଉଦ୍ୟମ ହୋଇଛି।
ମନୋରଞ୍ଜନ
କରଣଙ୍କ ବ୍ୟାନରରେ ଏହି ଫିଲ୍ମ କରିବେ ଅକ୍ଷୟ
ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଏବଂ କରଣ ଜୋହର ସୋସିଆଲ ମିଡିଆରେ ସେମାନଙ୍କର ନୂତନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରଟି ଭାରତର ବରିଷ୍ଠ ବାରିଷ୍ଟର ସି ଶଙ୍କରନ ନାୟାରଙ୍କ ଜୀବନରୁ ଅନୁପ୍ରାଣିତ ହୋଇଛି।