Advertisment
Latest Posts
Advertisment
ରାଜ୍ୟ
ବର୍ଷକରେ ୪.୫ ଲକ୍ଷ କୋଟି ନିବେଶ: ୨୦୬ ପ୍ରକଳ୍ପ ମଞ୍ଜୁର, ୨.୯ ଲକ୍ଷ ନିଯୁକ୍ତି ସୁଯୋଗ
ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଏକ ବର୍ଷର ଯାତ୍ରା ପୂରଣ କରିବାକୁ ଯାଉଛନ୍ତି। ଏହି ଗୋଟିଏ ବର୍ଷରେ ଓଡ଼ିଶା ୪.୫ ଲକ୍ଷ କୋଟି ଟଙ୍କାର ନିବେଶ ହାସଲ କରିବା ସହ ୨୦୬ଟି ପ୍ରକଳ୍ପ ମଞ୍ଜୁର କରିଛି।
ଜିଲ୍ଲା
ଯୁବକଙ୍କୁ ହତ୍ୟା ମାମଲା: ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ରାଇଡିହି ଜଙ୍ଗଲରେ ଯୁବକଙ୍କୁ ହତ୍ୟା ମାମଲା। ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। ଜୁଆଖେଳରୁ ଗଣ୍ଡଗୋଳରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି। ପୂର୍ବରୁ ୨୦୧୮ରେ ବାପାଙ୍କୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଜଣକୁ ଆଜୀବନ ସଜା ହୋଇଥିଲା।
ଖେଳ
ଆଲ୍କାରାଜ୍ଙ୍କୁ ଐତିହାସିକ ଟ୍ରଫି
ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଅପୂର୍ବ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍ରେ ପ୍ରଥମ ସିଡ୍ ଓ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଟାଲିର ଜାନିକ ସିନ୍ନରଙ୍କୁ ନାଟକୀୟ ଭାବେ ୪-୬, ୬-୭ (୪-୭), ୬-୪, ୭-୬ (୭-୩), ୭-୬ (୧୦-୨)ସେଟ୍ରେ.....
ରାଜନୀତି
ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ଦଳ ଛାଡିଲେ ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ, ଖୋଲିଲେ ଗୁମର...
ବିଜେପିରେ ରହିବା ମାନେ ଦୁର୍ନୀତିକୁ ଢାଙ୍କି ରଖିବା । ମୁଁ ଏବେ ବିଜେପିର ସକ୍ରିୟ ସଦସ୍ୟ ନୁହେଁ । ମୁଁ ବିଜେପିରେ ରହି ନିଜକୁ ବଞ୍ଚାଇ ପାରିଲିନି ତ ଲୋକଙ୍କର କଣ ସାହାଯ୍ୟ କରିବି ?
ଅପରାଧ
ବୃଦ୍ଧାଙ୍କ ତଣ୍ଟି କାଟି ଲୁଟ୍ ଉଦ୍ୟମ: ବନ୍ଧାହେଲା ଦୁର୍ଦ୍ଦାନ୍ତ ବ୍ଲାକ୍ କୋବ୍ରା ପରମା
ଘରେ ଏକାକୀ ଥିବା ଜଣେ ୭୨ ବର୍ଷ ବୟସର ବୃଦ୍ଧାଙ୍କ ବେକକୁ ଛୁରିରେ ଆଘାତ କରି ଲୁଟ୍ ଉଦ୍ୟମ କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ପରମା ରାଓକୁ ମୈତ୍ରୀବିହାର ଥାନା ପୁଲିସ ବାନ୍ଧିଛି। ଚୋରି କଲାବେଳେ କଳା ରଙ୍ଗର ମୁଖା....
ମନୋରଞ୍ଜନ
‘ମହାଭାରତ’ ପରେ ଅବସର ନେବେ ଆମୀର!
ଖୁବ୍ଶୀଘ୍ର ଅଭିନୟରୁ ଅବସର ନେବେ ବଲିଉଡ୍ର ମିଷ୍ଟର୍ ପର୍ଫେକ୍ସନିଷ୍ଟ୍ ଭାବେ ଜଣାଶୁଣା ସୁପର୍ଷ୍ଟାର୍ ଆମୀର୍ ଖାନ୍! ବର୍ତ୍ତମାନ ଏଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଅସଲ କଥା ହେଲା, ଆଗକୁ ଆଉ ଅଧିକ ଫିଲ୍ମ ନକରି ଅଭିନୟରୁ ଅବ୍ୟାହତି....