Advertisment
Latest Posts
Advertisment
ରାଜ୍ୟ
ସୁନ୍ଦରଗଡ଼ ଜିଲ୍ଲାର ଖଣି ଦୁର୍ନୀତି ମାମଲାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ: ବିଭୂତି ଭୂଷଣ ଜେନା
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ଖଣି ଦୁର୍ନୀତି ମାମଲାରେ ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ରାଜନୀତି
ନୂଆ ମୋଡ଼ ନେଉଛି ଏନ୍ସିପି ନେତାଙ୍କ ବୋହୂ ମୃତ୍ୟୁ ମାମଲା: ଚକିତ କଲା ବ୍ୟବଚ୍ଛେଦ ରିପୋର୍ଟ
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ରାଜେନ୍ଦ୍ର ତୁକାରାମ ହାଗାୱାନେଙ୍କ ୨୪ ବର୍ଷୀୟା ବୋହୂ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ମାମଲା କି ହତ୍ୟା; ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଅପରାଧ
ମାଆ ! ମୁଁ ଚିପ୍ସ ଚୋରି କରିନି... ମୁଁ ଚୋର ନୁହେଁ... ରାତିରେ ଖାତାରେ ଲେଖି ବିଷ ପିଇଦେଲା ସପ୍ତମ ଶ୍ରେଣୀର ଛାତ୍ର
ଜୀବନ ନେଇଗଲା ଚିପ୍ସ ପ୍ୟାକେଟ୍ । ସାମାନ୍ୟ କୁରକୁରେ ପ୍ୟାକେଟ୍ ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ । ଆଉ ସେହି ଚିପ୍ସ ପ୍ୟାକେଟ୍ ପାଇଁ ହିଁ ବିଷ ପିଇ ଆତ୍ମହତ୍ୟା କରିଦେଲା ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ର
ମନୋରଞ୍ଜନ
ଶେଷ ନିଦ୍ରାରେ ବଲିଉଡ ଅଭିନେତା ମୁକୁଲ ଦେବ: ୫୪ ବର୍ଷ ବୟସରେ ପରଲୋକ
ବଲିଉଡ ଅଭିନେତା ମୁକୁଲ ଦେବଙ୍କ ପରଲୋକ । ୫୪ ବର୍ଷ ବୟସରେ ମୁକୁଲଙ୍କ ଦେହାନ୍ତ । ଗତରାତିରେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ।