Advertisment
Latest Posts
Advertisment
ଜିଲ୍ଲା
ଖଣି ମାଟି ଡମ୍ପ୍ ଭୁଶୁଡ଼ି ପାଣି ମାଡ଼ିଗଲା: ଘର ଆଗରେ ଛାତିଏ କାଦୁଅ ପାଣି
ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କାଳିଆପାଣି-କଅଁସ ପଞ୍ଚାୟତ ସୀମାନ୍ତ ଚିରିଗୁଡ଼ା ବସ୍ତିରେ ରବିବାର ସନ୍ଧ୍ୟାରେ ପାର୍ଶ୍ବସ୍ଥ ଖଣିର ମାଟି ଡମ୍ପ୍ ଭୁଶୁଡ଼ି ଏକାଧିକ ଘରେ କାଦୁଅ ପାଣି ପଶିଯାଇଛି। ମୂଷଳ ଧାରାରେ ଅବିଶ୍ରାନ୍ତ ବର୍ଷା ଯୋଗୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବା କୁହାଯାଉଛି...
Gallery
ବାଣିଜ୍ୟ
ଭାରତକୁ ଭରସା ବ୍ରିଟେନ ବଜାର: ବୟନ ସାମଗ୍ରୀ ରପ୍ତାନି ବଢ଼ାଇବ
ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି। ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି।
ଅପରାଧ
ବ୍ୟାଙ୍କରୁ ୧୩୯୬ କୋଟି ଠକେଇ: ଶକ୍ତିରଞ୍ଜନ ଦାଶଙ୍କ ଘର, ଅଫିସ୍ରେ ଇଡି ଚଢ଼ଉ
କାଗଜପତ୍ରରେ ଜାଲିଆତି କରି ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦି ହୋଇଥିବା ଖଣିମାଲିକ ଶକ୍ତିରଞ୍ଜନ ଦାଶଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ଛାଟ ବାଜିଛି। ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଘର ସମେତ ତାଙ୍କ ମାଲିକାନାରେ....
ମନୋରଞ୍ଜନ
ସିକନ୍ଦର ଆଲମ ସଙ୍ଗୀତ ପ୍ରତିଯୋଗିତା:ମନକୁ ଛୁଇଁଲା ମଧୁର ସ୍ବର
ସର୍ବ ଓଡ଼ିଶା ସିକନ୍ଦର ଆଲମ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୨୦୨୫ ମସିହା ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ....
ପୁନଶ୍ଚ ପୃଥିବୀ
ଜଳବାୟୁ ପରିବର୍ତ୍ତନ ଯୋଗୁ ୨୦୨୫ରେ ୟୁରୋପରେ ରେକର୍ଡ ସଂଖ୍ୟକ ଜଙ୍ଗଲ ଜଳିଛି
ୟୁରୋପରେ ୨୦୨୫ରେ ରେକର୍ଡ ସଂଖ୍ୟକ ଜଙ୍ଗଲ ନିଆଁ ଲାଗିଛି ଏବଂ ବିଶେଷଜ୍ଞମାନେ ଏଥିପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ଅଧିକ ତାପମାତ୍ରା ଓ କମ୍ ବୃଷ୍ଟିପାତ ସମଗ୍ର ମହାଦେଶର ଜଙ୍ଗଲ ନିଆଁକୁ ବଢ଼ାଉଛି।