Advertisment
Latest Posts
Advertisment
ରାଜ୍ୟ
‘ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମେ ୨୭-୨୮ ଅନେକ ସ୍ଥାନରେ ବର୍ଷା ହେବ’
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏଥି ପାଇଁ ଦୁଇଦିନ ଭିତରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ପୁରା ୨୭ କୋଟି ପାଇବେନି ପନ୍ତ: ଟିକସ ବାବଦରେ କଟିଯିବ ଏତିକି ଟଙ୍କା
ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରହିବ ଯେ ପନ୍ତଙ୍କୁ ପୂରା ୨୭ କୋଟି ଟଙ୍କା ମିଳିବ କି, ଯଦି ନୁହେଁ, ତେବେ ତାଙ୍କୁ କେତେ ମିଳିବ |
ଆପଣଙ୍କୁ କହି ରଖୁଛୁ ଯେ ରିଷଭ ପନ୍ତଙ୍କୁ ପୂରା ୨୭ କୋଟି ଟଙ୍କା ମିଳିବ ନାହିଁ।
ରାଜନୀତି
ନୂଆ ମୋଡ଼ ନେଉଛି ଏନ୍ସିପି ନେତାଙ୍କ ବୋହୂ ମୃତ୍ୟୁ ମାମଲା: ଚକିତ କଲା ବ୍ୟବଚ୍ଛେଦ ରିପୋର୍ଟ
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ରାଜେନ୍ଦ୍ର ତୁକାରାମ ହାଗାୱାନେଙ୍କ ୨୪ ବର୍ଷୀୟା ବୋହୂ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ମାମଲା କି ହତ୍ୟା; ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଅପରାଧ
୫ ମାସରେ କୋଟିଏ ଟଙ୍କାର ନିଶା ଦ୍ରବ୍ୟ ଜବତ: ୮୨୨ ଗ୍ରାମ ବ୍ରାଉନ୍ସୁଗାର, ୧୦୧୮ କେଜି ଗଞ୍ଜେଇ, ୭୮ ନିଶା ବ୍ୟବସାୟୀ ଗିରଫ
ରାଜଧାନୀରେ ଦିନକୁ ଦିନ ନିଶା କାରବାର ବେକାବୁ ହେବାରେ ଲାଗିଛି। ପୁଲିସ୍, ଅବକାରୀ ବିଭାଗ ଓ ଏସ୍ଟିଏଫ୍ ନିୟମିତ ଭାବେ ରାଜଧାନୀରୁ ଗଞ୍ଜେଇ, ବ୍ରାଉନ୍ସୁଗାର୍, ହେରୋଇନ୍, ଚୋରା ମଦ ଆଦି ଜବତ କରୁଛି। ମାଫିଆ, ଖୁଚୁରାବେପାରୀଙ୍କୁ ବି ଗିରଫ କରୁଛି।
ମନୋରଞ୍ଜନ
କିଛିବର୍ଷ ପୂର୍ବେ ମୁଁ ବି କାଷ୍ଟିଂକାଉଚର ଶିକାର ହୋଇଛି: ସୋଫି ଚୌଧୁରୀ
ସୋଫି କାଷ୍ଟିଂ କାଉଚର ଶିକାର ହେବା ଘଟଣାକୁ ନେଇ ସାକ୍ଷାତକାରରେ ଖୋଲାଖୋଲି ଆଲୋଚନା କରି କହିଛନ୍ତି, ‘ମୁଁ ଇଣ୍ଡଷ୍ଟ୍ରିକୁ ଜଣେ ଗାୟିକା ଭାବରେ ଆସିଥିଲି କିନ୍ତୁ ସବୁବେଳେ ଜଣେ ଅଭିନେତ୍ରୀ ହେବାକୁ ଉଦ୍ୟମ କରୁଥିଲି। ଏଥିପାଇଁ ମୋତେ ଅନେକ ସଂଘର୍ଷ କରିବାକୁ ପଡ଼ିଛି। କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଛି।