Advertisment
Latest Posts
Advertisment
ଜିଲ୍ଲା
ତ୍ରିରଙ୍ଗା ପଦ ଯାତ୍ରାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ନିମାପଡ଼ା ବ୍ଲକ ହରିପୁର ମନ୍ଦିର ପୀଠରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶାଳ ‘ତ୍ରିରଙ୍ଗା ପଦ ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି...
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
ମୌସୁମୀ ଋତୁରେ ବେଦାନ୍ତ ଆଲୁମିନିୟମର ସ୍ବାସ୍ଥ୍ୟସେବା ପଦକ୍ଷେପ
ରାୟଗଡ଼ା ଓ କଳାହାଣ୍ଡିରେ ମୌସୁମୀ ଋତୁରେ ଗୋଷ୍ଠୀ ସ୍ବାସ୍ଥ୍ୟସେବାକୁ ଦୃଢ଼ କରିବା ଲାଗି ବେଦାନ୍ତ ଆଲୁମିନିୟମ ପକ୍ଷରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ୟୁନିଟ୍ କାର୍ଯ୍ୟକାରୀ କରାଯାଇଛି।
ଅପରାଧ
ବିଷାକ୍ତ ମଦ ବଳୟରେ ଆସିକା: ଚିକିଟି ମଦମୃତ୍ୟୁ ପରେ ମଧ୍ୟ ଚେତୁନି ଅବକାରୀ ବିଭାଗ...
ମଦ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା ଓ ଏହି ଚାଲାଣରେ କେଉଁମାନେ ସଂପୃକ୍ତ ତାହାର ତଦନ୍ତ ଚାଲିଛି । ଆଗକୁ ପାର୍ବଣ ଋତୁ ଥିବା ବେଳେ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ଚଢ଼ାଉ ଜୋରଦାର ହେବ ବୋଲି ଥାନା ଅଧିକାରୀ କହିଛନ୍ତି ।
ମନୋରଞ୍ଜନ
'ତୁମର ବାପା ଏବଂ ଜେଜେବାପା ବ୍ରିଟିଶଙ୍କ ଜୋତା ଚାଟୁଥିଲେ'
ହିନ୍ଦୀ ସିନେମା ଜଗତର ଧୂରିଣ ଚିତ୍ରନାଟ୍ୟ ଲେଖକ ଏବଂ ଗୀତିକାର ଜାଭେଦ ଅଖତର ଅନେକ ସମୟରେ ଖବରର ଶିରୋନାମାରେ ରହିଥାନ୍ତି । ସେ ଯେକୌଣସି ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରନ୍ତି ଏବଂ ଏପରି କରିବାକୁ କୌଣସି ଦ୍ୱିଧା କରନ୍ତି ନାହିଁ।
ପୁନଶ୍ଚ ପୃଥିବୀ
ସମସ୍ତେ ଏକାଠି ହେଲେ ପରିବେଶ ସୁରକ୍ଷା ହୋଇପାରିବ: ଗୋବିନ୍ଦ
ପ୍ରକୃତି ଆମକୁ ଏକ ସୁନ୍ଦର ପରିବେଶ ଦେଇଛି। ଏହାକୁ ସୁରକ୍ଷିତ ରଖିବା ଆମର ମୁଖ୍ୟ କର୍ତ୍ତବ୍ୟ। ହେଲେ ମଣିଷ ନିଜ ହାତରେ ଏହାକୁ ଧ୍ବଂସ କରିଚାଲିଛି। ଆଜି ପାଣି, ପବନ, ବାୟୁ ସବୁକିଛି ପ୍ରଦୂଷିତ। ରମ୍ୟ ରେମୁଣାର ଚମକ ଏବେ ମଳିନ ପଡ଼ିଯାଇଛି।