Latest Posts
ରାଜ୍ୟ
ପରିବେଶ ସୁରକ୍ଷା କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ‘ସମ୍ବାଦ’ ପରିବାରକୁ ଧନ୍ୟବାଦ: ମୁଖ୍ୟମନ୍ତ୍ରୀ
ବିକାଶ ଯାତ୍ରାରେ ପରିବେଶର ଭୂମିକା ରହିଛି। ପରିବେଶ ସୁରକ୍ଷା କାର୍ଯ୍ୟରେ ‘ସମ୍ବାଦ’ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ‘ସମ୍ବାଦ’ ପରିବାରକୁ ଧନ୍ୟବାଦ ଜଣାଉଛି। ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକଥା କହିଛନ୍ତି।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ଦିନକରେ ୧୭ ୱିକେଟ୍ ପତନ: ଭାରତ ୩୦୮ ରନ୍ରେ ଆଗୁଆ
ଚେପକ୍ରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍ରେ ଶୁକ୍ରବାର ଦ୍ବିତୀୟ ଦିବସରେ ମୋଟ ୧୭ ୱିକେଟ୍ର ପତନ ଘଟିଛି। ଏହାରି ଭିତରେ ଭାରତ କିନ୍ତୁ ନିଜକୁ ନିୟନ୍ତ୍ରଣରେ ରଖିଥିବା ବେଳେ ହାତରେ ୭ ୱିକେଟ୍ ଥାଇ ୩୦୮ ରନ୍ରେ ଅଗ୍ରଣୀ ହୋଇସାରିଛି।
ରାଜନୀତି
ସରକାରଙ୍କୁ ନିଜ ବିରୋଧରେ ସମାଲୋଚନା ଶୁଣିବାକୁ ପଡ଼ିଥାଏ: ଗଡ଼କରୀ
ଗଣତନ୍ତ୍ରର ରକ୍ଷା କରିବାକୁ ଶାସକମାନଙ୍କୁ ବିଭିନ୍ନ ଚିନ୍ତାଧାରା ଉପରେ ବିଚାର କରିବାକୁ ଏବଂ କାର୍ଯ୍ୟ କରିବାକୁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ ଅନୁରୋଧ କରିଛନ୍ତି। ସେ କହିଛନ୍ତି ନିଜର ତ୍ରୁଟିକୁ ଚିହ୍ନିବା ପାଇଁ ଜଣେ ସର୍ବଦା ସମାଲୋଚକମାନଙ୍କ ଦ୍ୱାରା ଘେରି ରହିବା ଉଚିତ୍...
ଅପରାଧ
୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୁଲିସ
ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାରେ ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୁଲିସ। ଏହି ଅଘଟଣ ବେଳେ ଥିବା ଆଉ ଫେରାର୍ ଥିବା ୩/୪ ଯୁବକଙ୍କୁ ପୁଲିସ ଖୋଜିବା ଜାରି ରଖିଛି।
ମନୋରଞ୍ଜନ
ତିରୁପତି ଲଡୁ ବିବାଦକୁ ନେଇ ପବନ କଲ୍ୟାଣଙ୍କୁ ଟାର୍ଗେଟ କଲେ ପ୍ରକାଶ ରାଜ୍
ତିରୁପତି ଲଡୁ ବିବାଦକୁ ନେଇ ପବନ କଲ୍ୟାଣଙ୍କୁ ଟାର୍ଗେଟ କଲେ ପ୍ରକାଶ ରାଜ୍ । ପ୍ରଚାର ନକରି ଦୋଷୀମାନଙ୍କୁ ଖୋଜ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ବୋଲି ଦେଲେ ଉପଦେଶ।