Advertisment
Latest Posts
Advertisment
ଜିଲ୍ଲା
ତ୍ରିରଙ୍ଗା ପଦ ଯାତ୍ରାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ
ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ନିମାପଡ଼ା ବ୍ଲକ ହରିପୁର ମନ୍ଦିର ପୀଠରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶାଳ ‘ତ୍ରିରଙ୍ଗା ପଦ ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି...
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
ଅଗଷ୍ଟ ୧୫ରେ ଦର୍ଶକଙ୍କୁ ସ୍ବତନ୍ତ୍ର ଭେଟି ଦେବ ଜିଓ ହଟଷ୍ଟାର
ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ହଟଷ୍ଟାର ଏହାର ଦର୍ଶକଙ୍କ ପାଇଁ ଏକ ସ୍ବତନ୍ତ୍ର ଭେଟି ନେଇ ଆସିଛି। ଦର୍ଶକ ଅଗଷ୍ଟ ୧୫ର ବିଶେଷ ଅବସରରେ ଜିଓ ହଟଷ୍ଟାରରେ ଅନେକ ସୋ’ ମାଗଣାରେ ଦେଖିପାରିବେ।
ଅପରାଧ
ବିଷାକ୍ତ ମଦ ବଳୟରେ ଆସିକା: ଚିକିଟି ମଦମୃତ୍ୟୁ ପରେ ମଧ୍ୟ ଚେତୁନି ଅବକାରୀ ବିଭାଗ...
ମଦ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା ଓ ଏହି ଚାଲାଣରେ କେଉଁମାନେ ସଂପୃକ୍ତ ତାହାର ତଦନ୍ତ ଚାଲିଛି । ଆଗକୁ ପାର୍ବଣ ଋତୁ ଥିବା ବେଳେ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ଚଢ଼ାଉ ଜୋରଦାର ହେବ ବୋଲି ଥାନା ଅଧିକାରୀ କହିଛନ୍ତି ।
ମନୋରଞ୍ଜନ
ଅର୍ଜୁନଙ୍କ ସହିତ ନିର୍ବନ୍ଧ ଶେଷ ପରେ ତେନ୍ଦୁଲକରଙ୍କ ବୋହୂଙ୍କ ବିଷୟରେ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ଲୋକେ
ସଚିନଙ୍କ ପ୍ରଶଂସକମାନେ ଗୁଗୁଲରେ ତାଙ୍କ ବୋହୂ ବିଷୟରେ ସର୍ଚ୍ଚ କରିବା ଆରମ୍ଭ କରିଛନ୍ତି। ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ସାନିଆ କିଏ ଏବଂ ତାଙ୍କ ପରିବାର କ’ଣ କରନ୍ତି।
ପୁନଶ୍ଚ ପୃଥିବୀ
ବିକାଶ ପାଇଁ ବଳି ପଡ଼ୁଛି ପରିବେଶ
ଡାବୁଗାଁ/ନବରଙ୍ଗପୁର,୧୩/୮(ଇମିସ): ରାସ୍ତା ଓ ଘର ନିର୍ମାଣ ନାଁରେ କଟାଯାଉଛି ଗଛ। ସବୁଜିମା ବଦଳରେ ବଢ଼ି ଚାଲିଛି କଂକ୍ରିଟ୍ ଜଙ୍ଗଲ। ଜଙ୍ଗଲ ସୁରକ୍ଷା ପାଇଁ କେବଳ ପ୍ରଶାସନ ଓ ବନ ବିଭାଗକୁ ଉତ୍ତରଦାୟୀ କରାଯାଉଛି।