Advertisment
Latest Posts
Advertisment
ରାଜ୍ୟ
ଓଡ଼ିଶା ପର୍ବ-୨୦୨୪ ଉଦ୍ଘାଟିତ: ‘ସହିଷ୍ଣୁତା ଆମ ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ’
ଭାରତର ଜାତୀୟ ରାଜଧାନୀରେ ଓଡ଼ିଶାର ଅସ୍ମିତା, ଗାଥା, ସୌନ୍ଦର୍ଯ୍ୟ, ମହକ, କୃତିତ୍ବ, ପ୍ରାଚୁର୍ଯ୍ୟ, କଳା, ସଂସ୍କୃତି ପରମ୍ପରାକୁ ପ୍ରଦର୍ଶନ କରାଯିବା ଗୌରବର କଥା। ଏହା ଦ୍ବାରା ଓଡ଼ିଶାର ଗୌରବମୟ ପରମ୍ପରା ଦେଶବିଦେଶରେ ଉପସ୍ଥାପିତ ହୋଇଛି।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ରାଜ୍ୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି: ମ୍ୟୁନିସିପାଲ ବିଜେତା, ନିମାପଡ଼ା ଉପବିଜେତା
ରାଜ୍ୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି ପ୍ରତିଯୋଗିତାରେ ସ୍ଥାନୀୟ ମ୍ୟୁନିସିପାଲ କଲେଜ ବିଜୟୀ ହୋଇଛି। ମ୍ୟୁନିସିପାଲ କଲେଜ ଫାଇନାଲ୍ରେ ୪୧-୧୦ ପଏଣ୍ଟ୍ରେ ନିମାପଡ଼ା ଉଚ୍ଚ ମାଧ୍ୟମିକ ସ୍କୁଲକୁ ପରାସ୍ତ କରିଛି।
ରାଜନୀତି
ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା: ବବିଙ୍କ ଭାଇଙ୍କ ନାମରେ ୪ ମାମଲା ରୁଜୁ
ବିଜେଡିର ବରିଷ୍ଠ ନେତା ତଥା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଅପରାଧ
ବିବାହର ୨ଦିନ ପୂର୍ବରୁ ଶୋଇବା ଘରୁ ମିଳିଲା ବର-କନ୍ୟାଙ୍କ ମୃତଦେହ
ସୀତାପୁରରେ ବିବାହର ଦୁଇ ଦିନ ପୂର୍ବରୁ ଏକ ଦମ୍ପତିଙ୍କ ମୃତଦେହ ମିଳିଛି। ହଳଦୀ ସମାରୋହ ଦିନ ସମସ୍ତେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ କନ୍ୟାର ଶୋଇବା ଘରୁ ବର-କନ୍ୟାଙ୍କ ମୃତଦେହ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ମନୋରଞ୍ଜନ
ବିଳମ୍ବରେ ଲୋକପ୍ରିୟ ହୋଇଥିଲେ ଭଲ ହୋଇଥାନ୍ତା; କାହିଁକି ଏଭଳି କହିଲେ ଭଜନ ସମ୍ରାଟ
ଭଜନ ସମ୍ରାଟ ଅନୁପ ଜଲୋଟା 'ସାହିତ୍ୟ ଆଜ ତକ' ୨୦୨୪ର ପ୍ରଥମ ଅତିଥି ହୋଇଥିଲେ | ସେ ସଙ୍ଗୀତ ଶିଖିବାର ଯାତ୍ରା ବିଷୟରେ କହିଥିଲେ। ଏହି ସମୟରେ ସେ ତାଙ୍କ ସଂଘର୍ଷ ବିଷୟରେ କହିବା ସହ ବିଳମ୍ବରେ ଲୋକପ୍ରିୟ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଥିଲେ।