Advertisment
Latest Posts
Advertisment
ରାଜ୍ୟ
ଭୁତକୋଠିରେ ପରିଣତ ହେବାକୁ ଯାଉଛି ବଡ଼ମଉଦା ପିଇଓଙ୍କ ସରକାରୀ କ୍ୱାର୍ଟର
ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ବଡମଉଦା ଗ୍ରାମପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ସରକାରୀ କ୍ୱାଟରଟି ଦୀର୍ଘ ଦିନରୁ ଖାଲି ପଡିଥିବାରୁ ଭୁତକୋଠିରେ ପରିଣତ ହେବ ବୋଲି ବଡମଉଦା ଗ୍ରା.ପ ବାସୀନ୍ଦା ଗୁରୁତର ଅଭିଯୋଗ କରିଛନ୍ତି।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ଆଇପିଏଲ : ପଞ୍ଜାବକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ
ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୬୬ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୦୭ ରନର ଲକ୍ଷ୍ୟକୁ ଦିଲ୍ଲୀ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।
ରାଜନୀତି
ଡବଲ ଇଞ୍ଜିନ ଖଟାରା ସରକାର, ବିହାର ପାଇଁ ସମ୍ପୂର୍ଣ୍ଣ ବେକାର: ତେଜସ୍ୱୀଙ୍କ ପୋଷ୍ଟର ୱାର୍
ବିହାର ବିଧାନସଭା ନିର୍ବାଚନକୁ ନେଇ ଉଷ୍ଣ ପରିବେଶରେ, ଆରଜେଡି ନେତା ତେଜସ୍ୱୀ ଯାଦବ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟର ସେୟାର କରିଛନ୍ତି, ଯାହାକୁ ନେଇ ବିହାର ରାଜନୀତି ସରଗରମ ହୋଇଛି...
ଅପରାଧ
ହାବିଲଦାରଙ୍କ ଘରୁ ଚୋରି: ନେଇଗଲେ ୨୦ ଲକ୍ଷର ସୁନା ଗହଣା
ରାଉରକେଲାରେ ଘରେ ପଶି ଚୋରି କରୁଥିବା ଗ୍ୟାଙ୍ଗର ହିମ୍ମତ ଏବେ ଚରମ ସୀମାରେ ପହଞ୍ଚିଛି। ଆଜି ଦିନ ଦ୍ୱିପ୍ରହରେ ପ୍ଲାଣ୍ଟ ସାଇଟ୍ ଥାନା କ୍ୟାମ୍ପସ୍ରେ ଜଣେ ହାବିଲଦାରଙ୍କ ଘରେ ଚୋରମାନେ କଳା କନା ବୁଲାଇ ଦେଇଛନ୍ତି।
ମନୋରଞ୍ଜନ
ଅନଲାଇନ୍ ବେଟିଂ ଆପ୍ସର ପ୍ରଚାର ନେଇ ସେଲିବ୍ରିଟି-ଖେଳାଳିଙ୍କୁ ସମାଲୋଚନା କଲେ ନେହା
ଭୋଜପୁରୀ ଲୋକ ଗାୟିକା ନେହା ସିଂହ ରାଠୋର ପ୍ରାୟତଃ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଖବରରେ ଥାଆନ୍ତି। ଏହି ଗାୟିକା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରାୟତଃ ସରକାରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦିଅନ୍ତି...