Advertisment
Latest Posts
Advertisment
ରାଜ୍ୟ
ଫୁଟବଲ୍ ମ୍ୟାଚ୍ ଦେଖି ଫେରୁଥିଲେ ଦିବ୍ୟାଙ୍ଗ ବୃଦ୍ଧ, ଟ୍ରେନ୍ ଧକ୍କାରେ ମୃତ୍ୟୁ
ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ହାତୀଝୁରୀ ଗ୍ରାମର ଜନୈକ ଦିବ୍ୟାଙ୍ଗ ବୃଦ୍ଧଙ୍କର ବାଲେଶ୍ୱର-ବାଙ୍ଗିରିପୋଷି ମେମୁ ଟ୍ରେନ୍ ଧକ୍କାରେ ରବିବାର ଅପରାହ୍ନରେ ଶୋଚନୀୟ ମୃତ୍ୟୁ ଘଟିଛିl
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ରାଜନୀତି
୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା: ଜୁନ୍ ୧୯ରେ ଭୋଟ୍
ପଞ୍ଜାବ ସମେତ ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଜୁନ୍ ୧୯ ତାରିଖରେ ମତଦାନ ହେବ ଏବଂ ଜୁନ୍ ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ...
ଅପରାଧ
କ୍ୟାରିୟର ଆରମ୍ଭରୁ ଦୁର୍ନୀତି: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ପିଇଓ ଗିରଫ
ଚାକିରି ଜୀବନ ଦୀର୍ଘ ସମୟ ଲମ୍ବି ଥିବା ବେଳେ ଦୁର୍ନୀତିରେ ସଂଲିପ୍ତ ହୋଇଛନ୍ତି ଗଂଜାମ ଜିଲ୍ଲା କେଲୁଆପଲ୍ଲୀ ଗ୍ରାମପଞ୍ଚାୟତ ପଞ୍ଚାୟତର ପୂର୍ବତନ ପିଇଓ ସମୀର କୁମାର ମିଶ୍ର। ସେ ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି।