ରାଜ୍ୟର ଲକ୍ଷେରୁ ଅଧିକ ଷ୍ଟୋର୍‌ରେ ଫୋନ୍‌ପେ

ଭୁବନେଶ୍ବର: ରାଜ୍ୟର ଏକ ଲକ୍ଷରୁ ଅଧିକ ଷ୍ଟୋରରେ ଫୋନ୍‌ପେ ସେବା ଉପଲବ୍ଧ ହେଉଛି। କଂପାନି ଏହି ଦାବି କରିଛି। କଂପାନିର ଅଫଲାଇନ୍ ବ୍ୟବସାୟ ମୁଖ୍ୟ ଯୁବରାଜ ସିଂହ ଶେଖାୱତ କହିଛନ୍ତି ଯେ, ବିଗତ ଏକ ବର୍ଷ ଭିତରେ ରାଜ୍ୟରେ ଆମ ସେବା ବେଶ ଗ୍ରହଣୀୟ ହୋଇଛି। ଗ୍ରାହକମାନେ ସୁବିଧାରେ ‌ଛୋଟ ଦୋକାନ ଓ ବଡ଼ ଷ୍ଟୋର୍‌ରେ କିଣାକିଣି କରିବା ବେଳେ ଫୋନ୍‌ପେକୁ ପେମେଣ୍ଟ୍‌ ପାଇଁ ବ୍ୟବହାର କରୁଛନ୍ତି।

ସମ୍ବନ୍ଧିତ ଖବର