ଜିଇସିକୁ ଶ୍ରେଷ୍ଠ ଘରୋଇ ବୈଷୟିକ ମହାବିଦ୍ୟାଳୟ ସମ୍ମାନ

ଭୁବନେଶ୍ବର: ଗୁରୁଦିବସ ପରିପ୍ରେକ୍ଷୀରେ ଆୟୋଜନ କରାଯାଇଥିବା ଏକ ସମାରୋହରେ ଗାନ୍ଧୀ ଇଂଜିନିୟରିଂ କଲେଜ (ଜିଇସି)କୁ ଶିକ୍ଷାରେ ଉତ୍କର୍ଷ ଓ ନିଯୁକ୍ତି ସୁଯୋଗ ପାଇଁ ଶ୍ରେଷ୍ଠ ଘରୋଇ ବୈଷୟିକ ମହାବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଛି। ଅନୁଷ୍ଠାନର ଭାଇସ ଚେୟାରମ୍ୟାନ୍ ମାନସ ରଞ୍ଜନ ପଣ୍ଡା ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର