ଜିଭା ଆୟୁର୍ବେଦ କ୍ଲିନିକ୍ ଉଦ୍‌ଘାଟିତ

ଭୁବନେଶ୍ବର: ଅଶୋକ ନଗରସ୍ଥିତ ଦିନଦୟାଲ ଭବନର ପ୍ରଥମ ମହଲାରେ ଜିଭା ଆୟୁର୍ବେଦର ନୂଆ କ୍ଲିନିକ୍‌ ଉଦ୍‌ଘାଟିତ ହୋଇଛି। ଏହାକୁ କଂପାନିର ନିର୍ଦେଶକ ଡକ୍ଟର ପ୍ରତାପ ଚୌହ୍ବାନ ଉଦଘାଟନ କରିଛନ୍ତି। ଏଠାରେ ଗ୍ରାହକମାନେ ଉନ୍ନତ ମାନର ଆୟୁର୍ବେଦିକ ଚିକିତ୍ସା ସୁବିଧା ସହିତ ଜିଭା ଆୟୁର୍ବେଦର ବିଭିନ୍ନ ଉତ୍ପାଦଗୁଡ଼ିକୁ ମଧ୍ୟ କିଣିପାରିବେ। ଆଜି ଶ୍ରୀ ‌ଚୌହ୍ବାନ କିଛି ରୋଗୀଙ୍କୁ ବ୍ୟକ୍ତିଗତ ପରାମର୍ଶ ମଧ୍ୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର