ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଇଓ ଅଫିସରେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ ପ୍ରସନ୍ନ କୁମାର ପାଣିଙ୍କ ଘର ସମେତ ଅନୁଗୁଳ, ପୁରୀ ଓ…
ଅଧିକ ଖବର ଦେଖନ୍ତୁ...

ରେଳ ପ୍ରକଳ୍ପ କାମକୁ ବନ୍ଦ କରି ଦେଇଛନ୍ତି ବିଧାୟକଙ୍କ ପ୍ରତିନିଧି! ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେଲେ ୩…

ଅନୁଗୁଳ: ଏବେ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ଚାଲିଛି। ଶାନ୍ତି କନ୍‌ଷ୍ଟ୍ରକସନ୍ ସମ୍ବଲପୁର ପ୍ରା. ଲିଃ, ନନ୍ଦ ଇନ୍‌ଫ୍ରା କନ୍‌ଷ୍ଟ୍ରକସନ୍ ପ୍ରା. ଲିଃ ଓ ବିକେଡି-ଏସ୍‌ଇସି-ଏସ୍‌ଏମ୍‌ଟି (ଜେଭି) ଠିକାସଂସ୍ଥା ଏହାର କାମ ପାଇଛନ୍ତି। ଶାନ୍ତି କନ୍‌ଷ୍ଟ୍ରକସନ୍ ସମ୍ବଲପୁର ପ୍ରା. ଲିଃର…
ଅଧିକ ଖବର ଦେଖନ୍ତୁ...

ଚାଷୀ ହତ୍ୟା ପଛରେ ଗୁଣିଗାରେଡ଼ି, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ୍‌ ଥାନା ଅଞ୍ଚଳରେ ହୋଇଥିବା ଚାଷୀ ହତ୍ୟାକାଣ୍ଡର ଗୁମର ଖୋଲିଛି ପୁଲିସ। ମଞ୍ଚା‌ରେ ଶୋଇଥିବା ଚାଷୀ ବିଶ୍ବନାଥ ବର୍ଗିଆ(୫୦)ଙ୍କୁ ଗଳାକାଟି ହତ୍ୟା କରିବା ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପୁରୁଣାକୋର୍ଟ…
ଅଧିକ ଖବର ଦେଖନ୍ତୁ...

ଡିଆଇଜିଙ୍କ କ୍ବାର୍ଟର୍ସରେ ହୋମ୍‌ଗାର୍ଡଙ୍କୁ ନିର୍ଯାତନା ଘଟଣା: ଦୁଇଗୋଡ଼ ହରାଇ ସୈରିନ୍ଧ୍ରୀ ପାଇଲେ ୩୦ ହଜାର

ଅନୁଗୁଳ: ଅଗଷ୍ଟ ମାସରେ ଅନୁଗୁଳ ଜିଲ୍ଲାର ହୋମ୍‌ଗାର୍ଡ ସୈରିନ୍ଧ୍ରୀ ସାହୁଙ୍କ ନିର୍ଯାତନ କାହାଣୀ ପୂରା ରାଜ୍ୟରେ ହଇଚଇ ଖେଳାଇ ସୃଷ୍ଟି କରିଥିଲା। କାରଣ ଥିଲା, ତତ୍କାଳୀନ ତାଳଚେର ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ଦ୍ବାରା ଯାତନା। ଏହା ଏତେ କଷ୍ଟଦାୟକ ଥିଲା ଯେ, ମହିଳା ହୋମ୍‌ଗାର୍ଡ…
ଅଧିକ ଖବର ଦେଖନ୍ତୁ...

ତଣ୍ଟି କାଟି ଯୁବକଙ୍କୁ ବୀଭତ୍ସ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାରେ ଜଣେ ଯୁବକଙ୍କ ତଣ୍ଟି କାଟି ବୀଭତ୍ସ ହତ୍ୟା କରାଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳର ବିଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତକାଲି କନ୍ଦମୂଳ ଫସଲ ଜଗିବାକୁ ବିଲକୁ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରେ ଅଧାରୁ ଅଧିକ ଡାକ୍ତର ପଦବି ଖାଲି: କାର୍ଯ୍ୟକ୍ଷମ ହେଉନି ମେଡିକାଲ୍‌ କଲେଜ

ଅନୁଗୁଳ: ମେଡିକାଲ କଲେଜ ଖଣ୍ଡେ ଅନୁଗୁଳ ଜିଲ୍ଲାରେ ହେବ ହେବ ବୋଲି ୨୦୦୦ ମସିହାରୁ ଚର୍ଚ୍ଚା ହେଉଛି। ୫ ବର୍ଷ ହେଲା ମେଡିକାଲ୍‌ କଲେଜ ନିର୍ମାଣ ସରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁନି। ଏପଟେ ଜିଲ୍ଲାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକରେ ଅଧାରୁ ଅଧିକ ଡାକ୍ତର ନାହାନ୍ତି। ସରକାରୀ…
ଅଧିକ ଖବର ଦେଖନ୍ତୁ...

ଧର୍ମେନ୍ଦ୍ରଙ୍କୁ ନେଇ ରୁଦ୍ର-ମହେଶ କଥା କଟାକଟି: ରୁଦ୍ର କହିଲେ, ମହେଶଙ୍କର ଏହା ପାଗଳର ପ୍ରଳାପ

ବିକାଶ ଚନ୍ଦ୍ର ସାହୁ ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର କେଉଁ ଲୋକସଭା କ୍ଷେତ୍ରରୁ ଲଢ଼ିବେ? କେଉଁ ଜାଗାରୁ ଲଢ଼େଇ କରିବେ, କେଉଁଠି ତାଙ୍କର ଖଳା ଖୋଳିବେ ଏ ପର୍ଯ୍ୟନ୍ତ ଜାଣି ନାହାନ୍ତି। ସେ କଥା ଜଣାଇବାକୁ ଧର୍ମେନ୍ଦ୍ର ବାବୁଙ୍କର ଦମ୍‌ ନାହିଁ। ଗତକାଲି ଏକ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ପ୍ରଥମଥର ପାଇଁ ହେଲା “କିଡ୍‌ସ, ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର”: ରାମ୍ପ୍‌ରେ ଚାଲିଲେ ସାରା ଓଡ଼ିଶାର…

ତାଳଚେର: ସାରା ଓଡ଼ିଶାରେ ଏକ ଦଂଶନ୍ଧି ଧରି ସାଇନିଂ ରକର୍ସ ଏକାଡେମୀ ବିଭିନ୍ନ ପ୍ରକାରର ରାମ୍ପ୍‌ ୱାକ୍‌ ଏବଂ ଫେସନ୍ ସୋ କରିଆସୁଛି । ପ୍ରଥମଥର ପାଇଁ ତାଳଚେରରେ "ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର" ରାମ୍ପ୍‌ ୱାକ ପଞ୍ଚାୟତ ସଭାଘରେ ଅନୁଷ୍ଠିତ ହୋଇଯାଇଅଛି । ଏହି ରାମ୍ପ୍‌ ୱାକ୍‌ରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଭିତରେ ରୋଷେଇ ମହଙ୍ଗା ପଡ଼ିଲା; ଜଳିଗଲା କ୍ୟାବିନ୍‌ ସହ ଇଂଜିନ୍‌

ଖମାର: ୧୪୯ ନମ୍ବର ଜାତୀୟ ରାଜପଥରେ ଖମାର ଥାନା ବନର ଗାଁ ନିକଟରେ ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଏକ କୋଇଲା ବୋଝେଇ ଟ୍ରକ୍‌ର କ୍ୟାବିନ୍ ଓ ଇଂଜିନ୍‌ ପୋଡ଼ି ଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କୋଇଲା ଧରି ପାଳଲହଡ଼ାଆଡ଼କୁ ଯାଉଥିବା ଏକ ଟ୍ରକ୍‌ (ସିଜି-୨୨ଡବ୍ଲ୍ୟୁ- ୫୩୬୭) ବନର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...