ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

୨୦୨୩: ଅନୁଗୁଳ ଲାଗି ନୂତନ ଆଶା, ସମ୍ଭାବନା

ଅନୁଗୁଳ : ବିଦାୟ ନେଇଛି ୨୦୨୨। ଅନେକ ସ୍ବପ୍ନ ଓ ସମ୍ଭାବନା ସହ ପାଦ ଥାପିଛି ନୂଆବର୍ଷ-୨୦୨୩। ଆଉ ନୂଆ ବର୍ଷ ସହ ଅନୁଗୁଳ ପାଇଁ ସୃଷ୍ଟି ହୋଇଛି ଅନେକ ନୂତନ ଆଶା। ଏହି ୨୦୨୩ରେ ଅନୁଗୁଳ ଜିଲ୍ଲା ତା ୩୦ ତମ ଜନ୍ମଦିନ ପାଳିବାକୁ ଯାଉଥିଲାବେଳେ ଏହା ଜିଲ୍ଲାପାଇଁ ଏକ ସ୍ମରଣୀୟ ବର୍ଷ ହେବାକୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ସରପଞ୍ଚ, ସ୍ବାମୀ ପକାଇଲେ ତାଲା

ରେଙ୍ଗାଳି: ମହିଳା ସଶକ୍ତୀକରଣ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଶାସନକ୍ଷେତ୍ରରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଉଛି। ଅନେକ ସ୍ଥାନରେ କିନ୍ତୁ ମହିଳାଙ୍କୁ ପଛରେ ପକାଇ ତାଙ୍କ ସ୍ବାମୀମାନେ ଶାସନ ଚଳାଉଥିବା ଅଭିଯୋଗ ହେଉଛି। ଏପରିକି ସେମାନେ ବେଆଇନ କାର୍ଯ୍ୟ କରିବାକୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର କରିବ ୧୪୦୦ କୋଟିର ‘ଏନର୍ଜି କରିଡର’

ଅନୁଗୁଳ : ଗୋଟିଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳବାସୀଙ୍କ ପାଇଁ ଆଜି ୧୪୯୨କୋଟି ଟଙ୍କାର ନୂଆ ପ୍ରକଳ୍ପ ଅଜାଡ଼ି ଦେଇଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ୧୪ଶହ କୋଟି ଟଙ୍କାର ନୂଆ କରିଡର୍‌ ସ୍ବପ୍ନ ଦେଖାଇଛନ୍ତି। ଯାହାର ନାଁ ରହିଛି ‘ଏନର୍ଜି କରିଡର୍‌’। ଏହି କରିଡ଼ରର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ବନାମ ରାଜ୍ୟ: ପ୍ରକଳ୍ପରେ ପ୍ରତିଯୋଗିତା

ଅନୁଗୁଳ : ମିସନ ଶକ୍ତି ଜରିଆରେ ମହିଳାମାନେ ଏବେ ବେଶ୍‌ ସଫଳତା ପାଇଛନ୍ତି। ଏହି ମହିଳାମାନେ ତାଙ୍କୁ ଭେଟିବାକୁ ଆସି ତାଙ୍କ ସଫଳତା ସଂପର୍କରେ କହୁଛନ୍ତି। ମା’ମାନଙ୍କ ଏହି ସଫଳ କାହାଣୀ ତାଙ୍କୁ ବେଶ୍‌ ଆନନ୍ଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମାମାନଙ୍କୁ ସେ…
ଅଧିକ ଖବର ଦେଖନ୍ତୁ...

ମହିମାଙ୍କ ନାଁରେ ଗଡ଼ିଲା ଏକ୍ସପ୍ରେସ୍‌

ଅନୁଗୁଳ : କଥା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିନି ମାସ ତଳେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଅନୁଗୁଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଆଜିଠାରୁ ନୂଆ ଟ୍ରେନ୍‌ର ଶୁଭାରମ୍ଭ ହୋଇଛି। ପୂର୍ବରୁ ଅନୁଗୁଳ ଦେଇ କୋଲକାତାକୁ ସପ୍ତାହକୁ କେବଳ ଗୋଟିଏ ଟ୍ରେନ୍‌ ଚଳାଚଳ କରୁଥିଲା।…
ଅଧିକ ଖବର ଦେଖନ୍ତୁ...

ସାମାଜିକ ବାସନ୍ଦ: ବଡ଼ପୁଅଙ୍କୁ ମା’ର ଶବ ଛୁଆଁଇ ଦେଲେନି

ପାଳଲହଡ଼ା : ଗୁଣିଗାରେଡ଼ି ଏବେ ବି କିଛି ଲୋକଙ୍କ ମନରେ ବସାବାନ୍ଧି ରହିଛି। ୩୦ ବର୍ଷ ପୂର୍ବେ ଗୁଣିଗାରେଡ଼ି ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ବାସନ୍ଦ କରାଯାଇଥିବା ବେଳେ ନିକଟରେ ତାଙ୍କୁ ନିଜ ମା’ଙ୍କ ମୃତଦେହ ଛୁଇଁବାକୁ ଦିଆଯାଇ ନାହିଁ। ଏଭଳି ଦୁଃଖଦ ଘଟଣା ଘଟିଛି ପାଳଲହଡ଼ା ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ଏ ପଇସା କାହାର? ରାଜ୍ୟ ସରକାରଙ୍କୁ ଘେରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୁଳ : ମିସନ୍‌ ଶକ୍ତିର ମା’ମାନଙ୍କୁ ବିନା ସୁଧରେ ଦିଆଯିବ ଋଣ। ୫ବର୍ଷରେ ୫୦ହଜାର କୋଟିର ସହାୟତା ଯୋଗାଇ ଦେବେ। ପୂର୍ବରୁ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଉପବାଚସ୍ପତିଙ୍କ କାର୍‌କୁ ପିଟିଲା ଟ୍ରକ୍‌: ଅଳ୍ପକେ ବର୍ତ୍ତିଲେ ରଜନୀକାନ୍ତ

ବନ୍ତଳା : ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ସଦର ଥାନା ପଞ୍ଚମହଲା ଛକରେ ଗୁରୁବାର ଅପରାହ୍ନରେ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ବ୍ୟକ୍ତିଗତ କାର୍‌ ସହିତ ଗୋଟିଏ ଟ୍ରକ୍‌ର ଧକ୍କା ହୋଇଛି। ଫଳରେ କାର୍‌ର କିଛି ଅଂଶ ଭାଙ୍ଗିଯାଇଛି। ଉପବାଚସ୍ପତି ଅଳ୍ପକେ…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଉପବାଚସ୍ପତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ରଜନୀକାନ୍ତ ସିଂହ

ବନ୍ତଳା/ଅନ୍ତୁଗୁଳ: ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅନୁଗୁଳରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବାଟରେ ତାଙ୍କ କାର୍‌କୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଛି। ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚମହଲା ନିକଟରେ ସେ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଷ୍ଟେସନରୁ ଗଡ଼ିଲା ସମ୍ବଲପୁର- ଶାଲିମାର ଟ୍ରେନ୍

ଅନୁଗୁଳ: ଅନୁଗୁଳ ଷ୍ଟେସନରୁ ଆଜି ଗଡ଼ିଛି ସମ୍ବଲପୁର- ଶାଲିମାର ଟ୍ରେନ୍। ମହିମା ଗୋସାଇଁଙ୍କ ନାମରେ ନାମିତ ହୋଇଛି ଏହି ଟ୍ରେନ୍। ଏହି ଟ୍ରେନ୍ ସମ୍ବଲପୁରରୁ ଅନୁଗୁଳ ଦେଇ ହାୱଡ଼ାକୁ ସଂଯୋଗ କରିବ। ଆଜି ଅନୁଗୁଳ ଷ୍ଟେସନରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...